ଭବେନ୍ଦ୍ରନାଥ ମୁର୍ମୁ

ଓଡ଼ିଆ ରାଜନୀତିଜ୍ଞ

ଭବେନ୍ଦ୍ରନାଥ ମୁର୍ମୁ (୨୨ ଜୁନ ୧୯୪୨ - ୩ ମାର୍ଚ୍ଚ ୧୯୮୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଭବେନ୍ଦ୍ରନାଥ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।[୧]

ଭବେନ୍ଦ୍ରନାଥ ମୁର୍ମୁ
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୮୬
ପୂର୍ବ ଅଧିକାରୀସିଦ୍ଧଲାଲ ମୁର୍ମୁ
ପର ଅଧିକାରୀଚୈତନ୍ୟ ପ୍ରସାଦ ମାଝି
ନିର୍ବାଚନ ମଣ୍ଡଳୀରାଇରଙ୍ଗପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1942-06-22)ଜୁନ ୨୨, ୧୯୪୨
ମୃତ୍ୟୁ୩ ମାର୍ଚ୍ଚ ୧୯୮୬(1986-03-03) (ବୟସ ୪୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରସବତୀ ମାଝି
ବାପା/ବୋଉପୂର୍ଣ୍ଣ ଚନ୍ଦ୍ର ମାଝି (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଭବେନ୍ଦ୍ରନାଥ ମୁର୍ମୁ ୧୯୪୨ ମସିହାର ଜୁନ ମାସ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପୂର୍ଣ୍ଣ ଚନ୍ଦ୍ର ମାଝି ଏବଂ ପତ୍ନୀଙ୍କ ନାମ ରସବତୀ ମାଝି ।[୧]

ରାଜନୈତିକ ଜୀବନ ସମ୍ପାଦନା

ଭବେନ୍ଦ୍ରନାଥ ମୁର୍ମୁ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଭବେନ୍ଦ୍ରନାଥ ୧୯୮୬ ମସିହାର ମାର୍ଚ୍ଚ ମାସ ୩ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Shri Bhabendra Nath Majhi". odishaassembly.nic.in. Odisha Assembly. Retrieved 23 October 2019. {{cite web}}: Cite has empty unknown parameter: |dead-url= (help)