ବଳରାମ ରଣସିଂହ (ଜନ୍ମ: ୨୩ ସେପ୍ଟେମ୍ବର ୧୯୫୨) ଜଣେ ଭାରତୀୟ ଅଧ୍ୟାପକ, ଓଡ଼ିଆ ଭାଷୀ ଲେଖକ, ସମ୍ପାଦକ ଓ ସାହିତ୍ୟ ସଂଗଠକ । ସେ ନିଜ ଗ୍ରାମ ଗଡ଼ମାଣତୀରର ଇତିହାସ ଲେଖିଥିଲେ ।

ବଳରାମ ରଣସିଂହ
ଜନ୍ମ (1952-09-23) ୨୩ ସେପ୍ଟେମ୍ବର ୧୯୫୨ (ବୟସ ୭୨)
ବେରବୋଇ, ଖୋର୍ଦ୍ଧା
ଜାତୀୟତାଭାରତୀୟ
ଉଲ୍ଲେଖନୀୟ କୃତିଶକ୍ତିପୀଠ ଗଡ଼ମାଣତୀର
ସମ୍ପର୍କୀୟବଲ୍ଲଭାନନ୍ଦ ରଣସିଂହ (ପିତା), ରାଧା ରଣସିଂହ (ମାତା)

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ବଳରାମଙ୍କ ଜନ୍ମ ଖୋର୍ଦ୍ଧା ଜିଲ୍ଲାର ଗଡ଼ମାଣତୀର ଗ୍ରାମରେ । ତାଙ୍କ ପିତା ହେଲେ ବଲ୍ଲଭାନନ୍ଦ ରଣସିଂହ ଓ ମାତା ହେଲେ ରାଧା ରଣସିଂହ । ସେ ହିନ୍ଦୀଓଡ଼ିଆରେ ସ୍ନାତକୋତ୍ତର ଏବଂ ରାଷ୍ଟ୍ରଭାଷା ହିନ୍ଦୀରେ ଶାସ୍ତ୍ରୀ ଉପାଧି ପ୍ରାପ୍ତ । ଅଧ୍ୟାପନା ବୃତ୍ତିରେ ନିୟୋଜିତ ବଳରାମ ବହୁ କବିତା, ଶିଶୁ ସାହିତ୍ୟ, ପ୍ରବନ୍ଧ, ଆଲୋଚନା ଲେଖିବା ସହିତ ଓ ଅନେକ ପତ୍ରପତ୍ରିକା ସଂପାଦନା କରିଛନ୍ତି ।

ରଚନାବଳୀ

ସମ୍ପାଦନା

ଶିଶୁ ସାହିତ୍ୟ

ସମ୍ପାଦନା
  • ଶିଶୁ କବିତା - ୧ମ ଭାଗ
  • ସରଗ ସୁନ୍ଦର ପଲ୍ଲୀ
  • ପିଲାଏ ହସିଲେ ଜଗତ ହସେ
  • ହସି ହସାଇବା ସାରା ସଂସାର
  • ନୀତି ଶିକ୍ଷା ପୀୟୂଷ
  • କବିତା-୩୨
  • କବିତା-୫୧
  • କବିତା-୬୧
  • ଶବ୍ଦର କବିତା
  • ପଲ୍ଲୀ ଗୁଞ୍ଜନ

ଇତିହାସ

ସମ୍ପାଦନା
  • ଆମ ଗାଁ ଆମ କଥା
  • ଗୋତିଏ ବଂଶର କଥା କେତୋଟି
  • ଶକ୍ତିପୀଠ ଗଡ଼ମାଣତୀର

ସଂପାଦନା

ସମ୍ପାଦନା
  • ପଲ୍ଲୀ ପ୍ରତିଭା (୩ୟ ମାସିକ ପତ୍ରିକା)
  • ଆମ ଗୌରବ (ଓଡ଼ିଶାର ପାଇକ ସଂସ୍କୃତି)
  • ପ୍ରତିଯୋଗୀ (ମାସିକ ସାଧାରଣ ଜ୍ଞାନ ପତ୍ରିକା)