ଭାଗବତ 18 ହଜାର ଶ୍ଳୋକ 335 ଅଧ୍ୟାୟ ତଥା 12 ସ୍କନ୍ଦ ଅଟେ

ସମ୍ପାଦନା

ପ୍ରଥମ ସ୍କନ୍ଦ - ଅତିରେ ଭକ୍ତିଯୋଗ ଏବଂ ତହିଁରେ ଉପଟନ ଏବଂ ତାହାକୁ ସ୍ଥିର ରଖିବାର ବୈରାଗ୍ୟ ଵର୍ଣ୍ଣନ !

ଦ୍ଵିତୀୟ ସ୍କନ୍ଦ - ବ୍ରହ୍ମାଣ୍ଡର ଉତ୍ପତି ଏବଂ ତହିଁରେ ବିରାଟ ପୁରୁଷଙ୍କ ସ୍ଥିତିର ସ୍ୱରୂପ !

ତୃତୀୟ ସ୍କନ୍ଦ - ଉଦ୍ଧବଙ୍କ ଦ୍ୱାରା ଭଗବାନଙ୍କ ବାଲ ଚରିତ୍ର (ଲୀଳା) ର ଵର୍ଣ୍ଣନ !

ଚତୁର୍ଥ ସ୍କନ୍ଦ - ରାଜର୍ଷି ଦ୍ରୁବ ଏବଂ ପୃଥୁ ଆଦି ନ୍କ ଚରିତ !

ପଞ୍ଚମ ସ୍କନ୍ଦ - ସମୁଦ୍ର,ପର୍ବତ,ନଦି,ପାତାଳ,ନରକ ଆଦିର ସ୍ଥିତି !

ଷଷ୍ଠ ସ୍କନ୍ଦ - ଦେବତା,ମନୁଷ୍ୟ,ପଶୁ,ପକ୍ଷୀ,ଆଦିଙ୍କ ଜନ୍ମ କଥା !

ସପ୍ତମ ସ୍କନ୍ଦ - ହିରଣ୍ୟକଶ୍ୟପୁ,ହିରଣାକ୍ଷଙ୍କ ସହିତ ଭକ୍ତ ପ୍ରହଲ୍ଲାଦଙ୍କ ଚରିତ !

ଅଷ୍ଟମ ସ୍କନ୍ଦ - ଗଜେନ୍ଦ୍ର ମୋକ୍ଷ,ମନମନ୍ଥର କଥା,ବାମନ ଅବତାର ଵର୍ଣ୍ଣନ !

ନବମ ସ୍କନ୍ଦ - ରାଜବଂଶର ଵିଵରଣ ,ଶ୍ରୀରାମଚନ୍ଦ୍ରଙ୍କ କଥା ଚରିତ ଵର୍ଣ୍ଣନ !

ଦଶମ ସ୍କନ୍ଦ - ଭଗବାନ ଶ୍ରୀକୃଷ୍ଣଙ୍କ ଅନନ୍ତ ଲୀଳା ଚରିତ ଵର୍ଣ୍ଣନ !

ଏକାଦଶ ସ୍କନ୍ଦ - ଯଦୁବଂଶର ସଂହାର !

ଦ୍ୱାଦଶ ସ୍କନ୍ଦ - ବିଭିନ୍ନ ଯୁଗ ତଥା ପ୍ରଳୟ ଏବଂ ଭଗବାନଙ୍କ ଉପାଙ୍ଗ ଆଦିର ସ୍ୱରୂପ ଵର୍ଣ୍ଣନ !


ପ୍ରଥମ ଦିବସ - ମହାତ୍ମ ଠାରୁ ଆରମ୍ଭ କରି ତୃତୀୟ ସ୍କନ୍ଦ କର୍ଦମ ଦେବହୁତୀ ବିବାହ ପର୍ଯ୍ୟନ୍ତ !

ଦ୍ଵିତୀୟ ଦିବସ -କପିଳ ଦେବହୁତୀ ସମ୍ବାଦରୁ ପଞ୍ଚମ ସ୍କନ୍ଦ ଜଡ଼ଭରତ ଉପାଖ୍ୟାନ ପର୍ଯ୍ୟନ୍ତ !

ତୃତୀୟ ଦିବସ -ପଞ୍ଚମସ୍କନ୍ଦ ଭାରତବର୍ଷ ମହିମାଠାରୁ ନାରଦଋଷି ଦ୍ୱାରା ଧର୍ମରାଜ ଯୁଧିଷ୍ଠିରଙ୍କୁ ଗୃହସ୍ତଧର୍ମ ଉପଦେଶ ସମ୍ପୂର୍ଣ ସପ୍ତମସ୍କନ୍ଦ ପର୍ଯ୍ୟନ୍ତ !

ଚତୁର୍ଥ ଦିବସ - ଅଷ୍ଟମ ସ୍କନ୍ଦ ଆରମ୍ଭରୁ ଶ୍ରୀକୃଷ୍ଣ ଜନ୍ମ ପର୍ଯ୍ୟନ୍ତ !

ପଞ୍ଚମ ଦିବସ - ଦଶମ ସ୍କନ୍ଦ ପୁତନା ଉଦ୍ଧାରରୁ ନେଇ ଉତ୍ତରାର୍ଦ୍ଧ ରୁକ୍ମିଣି ବିବାହ ପର୍ଯ୍ୟନ୍ତ !

ଷଷ୍ଠ ଦିବସ - ଦଶମ ସ୍କନ୍ଦ ପ୍ରଦ୍ୟୁମ୍ନ ଜନ୍ମରୁ ନେଇ ଏକାଦଶ ସ୍କନ୍ଦର ଶ୍ରୀକୃଷ୍ଣଙ୍କ ଦ୍ୱାରା ଉଦ୍ଧବଙ୍କୁ ହଂସ ଅବତାର ମହିମା ଗାନ ପର୍ଯ୍ୟନ୍ତ !

ସପ୍ତମ ଦିବସ -ଏକାଦଶସ୍କନ୍ଦରେ ବର୍ଣ୍ଣାଶ୍ରମଧର୍ମର ବ୍ୟବସ୍ଥା ଠାରୁ ଦ୍ୱାଦଶସ୍କନ୍ଦ ସହିତ ସ୍କନ୍ଦପୁରାଣ ଅନ୍ତର୍ଗତ ମାହାତ୍ମ୍ୟ ଓ ମହିମାର ଵର୍ଣ୍ଣନ ପର୍ଯ୍ୟନ୍ତ!