ସର୍ବଦା ପ୍ରସଙ୍ଗ ସଂଖ୍ୟା ଓ ପ୍ରସଙ୍ଗର ଆକାର ବଦଳରେ ଠିକ ତଥ୍ୟ ଉପରେ ଗୁରୁତ୍ୱ ଦେବା ଉଚିତ । ଗୋଟିଏ ଦିନରେ ପାଞ୍ଚଟି ଅସଂପୂର୍ଣ୍ନ ପ୍ରସଙ୍ଗ ବଦଳରେ କେବଳ ଗୋଟିଏ ଠିକ ପ୍ରସଙ୍ଗ ତିଆରି କରିବା ଉଚିତ । ମନେରଖ ତୁମେ ନିଜେ ତୁମର ପ୍ରତିଯୋଗୀ । ଅନୁବାଦ କରିବା ପୂର୍ବରୁ ମୂଳ ଲେଖାଟି ଠିକ ଅଛି ନା ନାହିଁ ପରଖିନେବା ଆବଶ୍ୟକ । ହିନ୍ଦୀ ଉଇକିର ଅନେକ ପ୍ରସଙ୍ଗରେ ଭୁଲ ଲେଖା ଅଛି, ତେଣୁ କେବଳ ହିନ୍ଦୀ ଉଇକିରୁ ଅନୁବାଦ କଲେ ଭୁଲ ହେବାର ସମ୍ଭାବନା ଅଧିକ । ଅନୁବାଦ କଲାବେଳେ ମୂଳ ଇଂରାଜୀ ପ୍ରସଙ୍ଗଟିକୁ ମଧ୍ୟ ଦେଖିନେବା ଉଚିତ ହେବ ।  (ଲେଖାଟି 'କେବଳ' ମେସିନ ଅନୁବାଦ ହୋଇନଥିବା ଆବଶ୍ୟକ )। 

ହରିହର ମିଶ୍ର ସମ୍ପାଦନା

  • ଜନ୍ମଦିନ: [୧] ୨୦୧୬ ମସିହାର 'ଟେଲିଗ୍ରାଫ' ଆଧାର ଅନୁସାରେ ଜନ୍ମତାରିଖ ୨୦ ଜାନୁଆରୀ ୧୯୪୦ [୨]
  • 'ଧରିତ୍ରୀ‌ ଛୁଟିଦିନ'[୩] ପ୍ରକାଶିତ ଜନ୍ମତାରିଖ ୧୯ ନଭେମ୍ବର ୧୯୪୦

ଅନ୍ୟାନ୍ୟ ସମ୍ପାଦନା

  • ତଥ୍ୟପେଡ଼ି ଅନୁବାଦ ଅସଂପୂର୍ଣ୍ଣ ଅଛି ।
  • ଟିନା ଅମ୍ବାନୀ (ନଣନ୍ଦ) (ତଥ୍ୟଗତ ତୃଟି । ହିନ୍ଦୀ ଉଇକି ପ୍ରସଙ୍ଗର ତଥ୍ୟପେଡ଼ିରେ ଏବାବଦରେ ଲେଖା ନାହିଁ, ଇଂରାଜୀ ଉଇକିରେ ଲେଖାଯାଇଥିବା sister-in-law ≠ ନଣନ୍ଦ (ସ୍ବାମୀଙ୍କ ଭଉଣୀ), ଏଠାରେ sister-in-law = ଯା (ସ୍ବାମୀଙ୍କ ଭାଇଙ୍କ ସ୍ତ୍ରୀ) ଠିକ ହେବ ।)
  • नीता अंबानी धीरूभाई अंबानी इंटरनेशनल स्कूल की संस्थापक और चेयरपर्सन हैं। ≠ ନୀତା ଅମ୍ବାନୀ ଓ ଧିରୁଭାଈ ଅମ୍ବାନୀ ଆନ୍ତର୍ଜାତୀୟ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଅଟନ୍ତି ।
  • नीता अंबानी मुंबई इंडियंस क्रिकेट टीम की सह-मालकिन भी हैं। ≠ ନୀତା ଅମ୍ବାନୀ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ କ୍ରୀକେଟ ଦଳର ସହ-ମହିଳା ଅଟନ୍ତି ।
  • ଆଧାରରେ ତାରିଖ ଭୁଲ ଦେଖାଉଛି: Check date values in: |access-date= and |archive-date= (help)
  • ଭୁଲ ଆଧାରକୁ ଠିକ କରିବା ନିମନ୍ତେ ଆଧାର ବ୍ୟବହାର ହେଇଥିବା ତାରିଖ ସବୁର ଭାଷା ବଦଳେଇବାକୁ ପଡ଼ିବ, ଆଧାର ତାରିଖ ଓଡ଼ିଆ କିମ୍ବା ଇଂରାଜୀରେ ଲେଖା ହେବା ଆବଶ୍ୟକ । ଉ: |archive-date=28 अक्तूबर 2011 ବଦଳରେ |archive-date=୨୮ ଅକ୍ଟୋବର ୨୦୧୧ କିମ୍ବା |archive-date=28 October 2011 ଲେଖାଯିବା ଆବଶ୍ୟକ ।
  • ବିକେ ଶଶିକଳା ପ୍ରସଙ୍ଗଟି ହିନ୍ଦୀ ଓ ଇଂରାଜୀ ଉଇକିରୁ ଅନୁବାଦ ହେଇଛି ।
  • ତଥ୍ୟପେଡ଼ି ଅନୁବାଦ ଅସଂପୂର୍ଣ୍ଣ ଅଛି ।
  • She was appointed as the president and Dhinakaran the general secretary. ≠ ଶଶିକଳଆ ଙ୍କୁ ରାଷ୍ଟ୍ରପତି ଏବଂ ଧିନାକରନଙ୍କୁ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରାଯାଇଥିଲା ।
  • Her marriage to M. Natarajan was presided over by DMK leader M. Karunanidhi.[7] Her husband, was a public relations officer in the Government of Tamil Nadu, ≠ ଶଶିକଳାଙ୍କ ବିବାହ ତାମିଲନାଡୁ ସରକାର ଏମ ନଟରାଜନଙ୍କ ସହ ହୋଇଥିଲା ।
  • ଏଠାରେ ଦିଆଯାଇଥିବା ଆଧାରର ଲେଖା ସହ କୌଣସି ସମ୍ପର୍କ ନାହିଁ ।
  • On February 14, 2017, VK Sasikala was convicted and sentenced to 4 years sentence in Bangalore Parapana Jail and gave her 24 hours to surrender. The governor, then rejected her claims to become Chief Minister. ≠ ୧୪ ଫେବୃଆରୀ ୨୦୧୭ ରେ ଦୁଇ-ବେଞ୍ଚ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଏକ ଅନୁପ୍ୟୁକ୍ତ ସମ୍ପତ୍ତି ମାମଲାରେ ତାଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ , ଯାହା ଫଳରେ ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ଅଭିଳାଷ ସଫଳ ହୋଇଥିଲା ।
  • ତଥ୍ୟପେଡ଼ି ଅନୁବାଦ ଅସଂପୂର୍ଣ୍ଣ ଅଛି ।
  • She played a prominent role in the Save Silent Valley protest. ≠ ସେଭ ସାଇଲେଣ୍ଟ ଭ୍ୟାଲି ବିରୁଦ୍ଧରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
  • Sugathakumari died at the Government Medical College, Thiruvananthapuram, thirty days short from her 87th birthday. ≠ ସୁଗତା କୁମାରୀଙ୍କର ୮୭ତମ ଜନ୍ମଦିନରୁ ୩୦ ଦିନ ଦୂରରେ ଥିବା ସରକାରୀ ମେଡିକାଲ କଲେଜରେ ଥିରୁବନନ୍ତପୁରମରେ ମୃତ୍ୟୁ ଘଟିଥିଲା
  • ତଥ୍ୟପେଡ଼ି ଅନୁବାଦ ଅସଂପୂର୍ଣ୍ଣ ଅଛି ।
  • ଅନୁବାଦ କଲାବେଳେ ମୂଳ ଲେଖାର ସତ୍ୟତା ଯାଞ୍ଚ କରିବା ଆବଶ୍ୟକ (ଏଠାରେ ହିନ୍ଦୀ ଉଇକିରେ ହିଁ ଭୁଲ ଲେଖାଯାଇଛି)
  • She attended school in Kunnamkulam, another nearby town (Kottapadi is midway between Guruvayur and Kunnamkulam), before joining Maharaja's College, Ernakulam for her B.A. degree. She received her M.A. degree from Madras University. ≠ ଏର୍ନକୁଲ୍ଲମର ମହାରାଜା କଲେଜରେ ବି.ଏ ଡିଗ୍ରୀ ପାଇଁ ଭର୍ତ୍ତି ହେବା ପୂର୍ବରୁ ସେ ମାଡ୍ରାସ ବିଶ୍ୱବିଦ୍ୟାଳୟ ରୁ ଏମ.ଏର ଉପାଧି ପ୍ରାପ୍ତ କରିଥିଲେ ।
  • ଜିୟା ମୋଦୀ ପ୍ରସଙ୍ଗଟି ହିନ୍ଦୀ ଉଇକିରୁ ଅନୁବାଦ ହେଇଛି ।
  • Zia is the daughter of Soli Sorabjee, a former Attorney General of India. ≠ ପାର୍ସୀ ପରିବାରରେ ଜନ୍ମଗ୍ରହଣ କରିଥିବା ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ସହ ସେ ବାହା ସମ୍ପ୍ରଦାୟର ଜଣେ ସକ୍ରିୟ ସଦସ୍ୟ ଅଟନ୍ତି ।
  • मोदी भारतीय राजनीतिज्ञ सोली सोराबजी की बेटी हैं, पारसी होने के बाद भी वह बहाई समुदाय की सक्रिय सदस्य हैं। ≠ ପାର୍ସୀ ହୋଇଥିଲେ ମଧ୍ୟ ସେ ବାହୁବଳୀ ସମ୍ପ୍ରଦାୟର ସକ୍ରିୟ ସଦସ୍ୟ ଅଟନ୍ତି।