ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


B banu, ଧନ୍ୟବାଦ ଗପୁ (ମୋ ଆଲୋଚନା) ୨୦:୧୪, ୩୦ ମଇ ୨୦୨୧ (IST)Reply

ଦାଶରଥି ଭୂୟାଁ ସମ୍ପାଦନା

ନାମ : ଦାଶରଥି ଭୂୟାଁ ଜନ୍ମତାରିଖ: ୨୦.୦୪.୧୯୬୫ ଜନ୍ମସ୍ଥାନ: ବିଷୋୟୀ ନୂଆପାଲ୍ଲୀ, ହିଞ୍ଜିଳିକାଟୁ,ଜିଲ୍ଲା ଗଂଜାମ ବୃତ୍ତି: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପନା ରତ ପ୍ରକାଶିତ ପୁସ୍ତକ: 1. ପ୍ରଗତିର ଚକତଳେ (ଗଳ୍ପ ), କଟକ ଲେଖକ ସହଯୋଗ ସମିତି 2. ମାଛ ଆଖିରେ ଲୁହ (ଗଳ୍ପ ), ଇତିଶ୍ରୀ ପବ୍ଲିକେଶନ , ବ୍ରହ୍ମପୁର 3. ମୂଲ୍ୟହୀନ ସ୍ୱାଧୀନତା (ଗଳ୍ପ ), ଦାସ ବ୍ରଦର୍ସ ,ବ୍ରହ୍ମପୁର 4. ଅଲୋଡ଼ା ମଣି (ଗଳ୍ପ ), କାବ୍ୟାଲୋକକ, ଭୁବନେଶ୍ୱର 5. ଦୁୁଃଖ (ଗଳ୍ପ ), ଲେଖା ଓ ଲେଖକ, ବ୍ରହ୍ମପୁର 6. ଅସମର୍ଥ ହାତ (ଗଳ୍ପ ), ଲେହାରାଖଣ୍ଡି ସାହିତ୍ୟ ସଂସଦ, ଭଞ୍ଜନଗର 7. ସୁରତ ଏକ୍ସପ୍ରେସ (ଗଳ୍ପ ), କିତାବ ମହଲ , କଟକ 8. ମିଳନ ମୁହୂର୍ତ୍ତ (କବିତା), ସୁରତରଙ୍ଗିଣୀ, ଭୁବନେଶ୍ୱର 9. ନିର୍ବାଚିତ ସ୍ତମ୍ଭ (ପ୍ରବନ୍ଧ), ଲେଖା ଓ ଲେଖକ, ବ୍ରହ୍ମପୁର 10. କଲାହାଣ୍ଡି କେ ଲୋଗ (ହିନ୍ଦୀରେ ଅନୁଦିତ ଗଳ୍ପ), ସଞ୍ଜୟ ବୁକ ସେଣ୍ଟର, ବାରଣାସୀ 11. ଜନ୍ମ ଜନ୍ମାନ୍ତର (ଉପନ୍ୟାସ ), ଅନୁପମ ଭାରତ, ବ୍ରହ୍ମପୁର

*ସମ୍ପାଦନା* :

‘ଭିନ୍ନସ୍ୱର’ ସାହିତ୍ୟ ପତ୍ରିକା

ଅନ୍ୟାନ୍ୟ କୃତି:


ଅନେକ ଗଳ୍ପ ହିନ୍ଦୀରେ ଅନୁଦିତ ହୋଇ ‘ସମକାଳୀନ ଭାରତୀୟ ସାହିତ୍ୟ ’, 

‘ସାହିତ୍ୟ ଅମୃତ’, ‘କକସଡ’, ‘ବୀଣା’ , ‘ଭାଷା ’ , ‘ଆଜକାଲ ’, ‘ ମଧୁମତି’ ଆଦି ହିନ୍ଦୀ ସାହିତ୍ୟ ପତ୍ରିକାରେ ପ୍ରକାଶିତ • ୧୦୦ ରୁ ଅଧିକ ଇଂରାଜୀ ଲେଖା ପ୍ରକାଶିତ • ସ୍ତମ୍ଭକାର ହିସାବଷର ରାଜ୍ୟର ପ୍ରମୁଖ ଖବର କାଗଜର ସମ୍ପାଦକୀୟ ପୃଷ୍ଠାରେ ଅନେକକ ଲେଖା ପ୍ରକାଶିତ • କିତାବ ମହଲ କଟକ ଦ୍ୱାରା ୩୦ ରୁ ଅଧିକ ପାଠ୍ୟପୁସ୍ତକ ପ୍ରକାଶିତ • ଦିଲ୍ଲୀର ବିଭିନ୍ନ ପ୍ରକାଶଙ୍କ ଦ୍ୱାରା ୧୪ ଟିପୁସ୍ତକ ପ୍ରକାଶିତ

ଆନୁଷ୍ଠାନିକ ସମ୍ମାନ ଓ ସ୍ୱୀକୃତି: ବାରିପଦା ପୁସ୍ତକମେଳା ପୁରସ୍କାର, ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ପୁରସ୍କାର , ପ୍ରତୀକ ସାହିତ୍ୟ ସଂସଦ , ଲେଖା ଓ ଲେଖକ, ବ୍ରହ୍ମପୁର ପ୍ରତିଭା ସମ୍ମାନ , ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜୀ ସମାଜ ସମ୍ମାନ ଇତ୍ୟାଦି . B banu (ମୋ ଆଲୋଚନା) ୨୧:୪୩, ୨୬ ଫେବୃଆରୀ ୨୦୨୨ (IST)Reply