ନମସ୍କାର ବନ୍ଧୁ, ଉଇକିପିଡ଼ିଆକୁ ସ୍ଵାଗତ!

ଏଇ କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:
ମୁଁ ଆଶା କରୁଛି ଆପଣଙ୍କୁ ଏଠାରେ ଭଲ ଲାଗିବ ଏବଂ ଆପଣଙ୍କ ଅବଦାନ ଜାରି ରହିବ !

ଆପଣ କିଛି ଜାଣିବାକୁ ବା ପଚାରିବାକୁ ଚାହୁଛନ୍ତି!; ମୋ ଆଲୋଚନା ପୃଷ୍ଠା ବା ଚାଟ ସଭାରେ ପଚାରିପାରିବେ । ଧନ୍ୟବାଦ! -- ଅଂଶୁମାନ ତାର ଯୋଡ଼ିବେ? ୧୦:୫୯, ୮ ଜୁଲାଇ ୨୦୧୨ (UTC)

ଲିଙ୍କ ବାବଦରେ ସମ୍ପାଦନା

ପ୍ରିୟ ଓକିଆଳି ବନ୍ଧୁ,
ଉଇକିପିଡ଼ିଆରେ ଆପଣଙ୍କ ଅବଦାନ ନିମନ୍ତେ ଅନେକ ସାଧୁବାଦ ।

ସୁରେନ୍ଦ୍ର ମହାନ୍ତି ପ୍ରସଙ୍ଗରେ ଆପଣ କରିଥିବା ବଦଳରେ ସାମାନ୍ୟ ତୃଟି ରହିଯାଇଛି, ତେଣୁ ଠିକ ଭାବେ ଦେଖାଯାଉନି :( ସେ ସ୍ଥାନରେ ନୀଳଶୈଳ ପ୍ରସଙ୍ଗଟିକୁ ଦେଖାଇବା ନିମନ୍ତେ ନୀଳଶୈଳ ପ୍ରସଙ୍ଗର ସମ୍ପୂର୍ଣ୍ଣ ଠିକଣା ବଦଳରେ କେବଳ ପ୍ରସଙ୍ଗର ନାମଟିକୁ ଏକଯୋଡ଼ା ବର୍ଗ ବନ୍ଧନୀ ମଧ୍ୟରେ (ଯେପରିକି: [[ନୀଳଶୈଳ]]) ଲେଖନ୍ତୁ । ଅଧିକ ଜାଣିବା ନିମନ୍ତେ ଲିଙ୍କ ପୃଷ୍ଠାଟି ଦେଖନ୍ତୁ ।

ଓଡ଼ିଆ ଉଇକିପିଡ଼ିଆ ବାବଦରେ କିଛି ସହଯୋଗ ଦରକାର ହେଲେ, ଚାଟସଭାରେ, ଫେସବୁକ ଗୋଠରେ କିମ୍ବା ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପ୍ରଶ୍ନଟିଏ ପଚାରି ପାରିବେ । ଧନ୍ୟବାଦ ସହ --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୩:୦୫, ୯ ଜୁଲାଇ ୨୦୧୨ (UTC)

ଆପଣ ଚାଟସଭାରେ ପଚାରିଥିବା ପ୍ରଶ୍ନର ଉତ୍ତର ଦିଆଗଲା! ସମ୍ପାଦନା

ଆଦରର ଶିତିକଣ୍ଠ ଭାଇ, ଆପଣ ଚାଟସଭାରେ ପଚାରିଥିବା ପ୍ରଶ୍ନର ଉତ୍ତର ଏଠାରେ ଦିଆଗଲା!--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୫:୫୬, ୧୨ ଜୁଲାଇ ୨୦୧୨ (UTC)

ମୋ ଉତ୍ତର ସମ୍ପାଦନା

ସୁରେନ୍ଦ୍ର ମହାନ୍ତି ଏବଂ ନୀଳଶୈଳ ପୃଷ୍ଠାରେ କରିଥିବା ତ୍ରୁଟି ମୁଁ ସୁଧାରି ଦେଇଛି ......... । ଆପଣଙ୍କ ସାହାଯ୍ୟ ପାଇଁ ଧନ୍ଯବାଦ । ପ୍ଲୁଟୋ ପୃଷ୍ଠାର ଆଧାର ବିଭାଗରେ ଅନେକ କିଛି ଲିଙ୍କ ଅଛି , କିନ୍ତୁ show ହଉନାହିଁ । ଆଧାରରେ ଥିବା ସୌରଜଗତ linkଟି ୱିକିପିଡିୟାରେ ଥିବା ସତ୍ବେ କାମ କରୁନାହିଁ ।

ହଁ ଭାଇ, ସେଇଟା ବଢିଆ ହେଇଛି, ଅସଲ କଥା ହେଲା ପ୍ଲୁଟୋ ପ୍ରସଙ୍ଗରେ କିଛି ଆଧାର ନଥିଲା, ଲିଙ୍କ ଯୋଡିବା ପାଇ ଲିଙ୍କର ଆଗରେ <ref> ଆଉ ପଛରେ </ref> ଯୋଡିବାକୁ ପଡେ । ହଁ, ତମ ପାଇଁ କିଛି ଛବିଳ ସହଜରେ ଲେଖିବା ପାଇଁ ଶିକ୍ଷଣ ଏଠାରେ ଅଛି । ସେଥିରେ ଥିବା ଛବି ଓ ଲେଖା ତମ କାମରେ ନିଶ୍ଚେ ଆସିବ । ଆଉ କିଛି ଅସୁବିଧା ହେଲେ ସେଇ ଚାଟସଭାରେ ବା ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୫:୨୨, ୧୩ ଜୁଲାଇ ୨୦୧୨ (UTC)

- ଧନ୍ୟବାଦ .... - ତେବେ ଆଧାର headରେ [[ ]] ରେ ଲେଖାଯାଇ ଥିବା ତଥ୍ୟସବୁ କଣ ଅଟେ ?

[[ ]] ମଧ୍ୟରେ ଥିବା ଲେଖା ସବୁ ଶ୍ରେଣୀ ବିଭାଗ ନିମନ୍ତେ ଲେଖାଯାଇଛି, ଶ୍ରେଣୀ ବିଭାଗ କରିବା ଦ୍ଵାରା ଏକା ପ୍ରକାର ଲେଖାଗୁଡ଼ିକୁ ବାଛିବା ସହଜ ହୋଇଥାଏ । ଆଧାର ସବୁ ପ୍ରସଙ୍ଗ ମଧ୍ୟରେ ବିଭିନ୍ନ ସ୍ଥାନରେ ଥାଏ ଓ ପଢ଼ିଲା ବେଳେ ଆଧାର ଶିରୋନାମା ତଳେ କ୍ରମାନୁସାରେ ଦେଖାଯାଏ । ଅଧିକ ଜାଣିବା ନିମନ୍ତେ ଆଧାର ପୃଷ୍ଠାଟି ଦେଖ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୯:୨୮, ୧୪ ଜୁଲାଇ ୨୦୧୨ (UTC)

ଅନ୍ୟ ଏକ ପ୍ରଶ୍ନ ସମ୍ପାଦନା

ଦକ୍ଷିଣ ଆଫ୍ରିକା ପ୍ରସଙ୍ଗରେ କ୍ଷ ବଦଳରେ କ୍ଷି ଦେଖାଯାଉଛି କାହିଁକି ....... ଲେଖିବି ହଉନି.... । chrome ରେ ଠିକ ଆସୁଛି କିନ୍ତୁ firebox ରେ ନୁହେଁ ।

ଆପଣଙ୍କ ପ୍ରଶ୍ନରୁ ସମସ୍ୟାଟିକୁ ଠିକ ଭାବରେ ବୁଝି ହେଉନି । ପ୍ରସଙ୍ଗଟିର କେଉଁ ସ୍ଥାନରେ କ୍ଷ ବଦଳରେ କ୍ଷି ଦେଖାଯାଉଛି ଜଣାଇବାକୁ ଅନୁରୋଧ । ମୋ ମତରେ ଦକ୍ଷିଣ ଆଫ୍ରିକାରେ 'କ୍ଷି' ହିଁ ଲେଖାଯାଇଛି, ଉଚ୍ଚାରଣ ଅନୁସାରେ କ୍ଷି ରହିବା କଥା । firefox ରେ 'କ୍ଷ' (ksha (Odia Transliteration)) ଲେଖିହେଉଛି । ଅନ୍ୟ କିଛି ପଚାରିବାକୁ ଚାହୁଁ ଥିଲେ ପୁଣି ପଚାରନ୍ତୁ । କେବଳ ଦକ୍ଷିଣ ଆଫ୍ରିକା ପ୍ରସଙ୍ଗ ବାବଦରେ ପ୍ରଶ୍ନ ଥିଲେ ଆପଣ ଆଲୋଚନା:ଦକ୍ଷିଣ ଆଫ୍ରିକା ପୃଷ୍ଠାରେ ମଧ୍ୟ ପ୍ରଶ୍ନ ପଚାରି ପାରିବେ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୪:୧୩, ୧୬ ଜୁଲାଇ ୨୦୧୨ (UTC)
ମୋତେ ଲାଗୁଛି ସେଇଟା ଫଣ୍ଟର ଅସୁବିଧା ପାଇଁ ହେଉଛି, ସଭା ଉପରେ ଯେଉଁ "Select font" ଅଛି ସେଥିରେ କ୍ଲିକ କରି "Reset" କରିଦିଅନ୍ତୁ, ହୋଇଯିବ ବୋଲି ଆଶା ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୬:୩୬, ୧୬ ଜୁଲାଇ ୨୦୧୨ (UTC)

- ଭାଇ ... ମୋତେ କ ତଳେ ଷ ଦେଖାଯାଉଥିଲା କିନ୍ତୁ କ୍ଷ ଦେଖାଯାଉନଥିଲା ... । ଏବେ select font use କରିବାରୁ ଠିକ ହେଇଗଲା । ଧନ୍ୟବାଦ ।

ଆଉ ଭାଇ ଏଇ ପ୍ରଶ୍ନସବୁ ତମେ ଚାଟସଭାରେ ବି ପଚାରିପାରିବ । ତମ ଭଳି ବାକି ଯେଉଁମାନେ ଏହି ଅସୁବିଧା ଭୋଗୁଥିବେ ସେମାନେ ବି ଉପକୃତ ହୁଅନ୍ତେ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୫:୦୨, ୧୭ ଜୁଲାଇ ୨୦୧୨ (UTC)

- ନିଶ୍ଚୟ ଭାଇ ....... ଅରଥରକୁ ମୁଁ ଚଟସଭାରେ ପଚାରିବି ।

ଆପଣଙ୍କ ମତ ଗୁରୁତ୍ଵପୂର୍ଣ୍ଣ; ଉଇକିପିଡ଼ିଆ ପରିଚାଳନାରେ ଭାଗ ନିଅନ୍ତୁ ସମ୍ପାଦନା

ବନ୍ଧୁ ନମସ୍କାର, ଅନେକ ଧନ୍ୟବାଦ ଆପଣଙ୍କ ଅବଦାନ ପାଇଁ । ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ଆଗ୍ରହ ଦେଖି ଆମ୍ଭେ ବହୁତ ଖୁସି, ଆଶା କରୁଛୁ ଆପଣ ଏମିତି ଅବଦାନ ଜାରି ରଖିବେ । ଉଇକିପିଡ଼ିଆର କେତେକ ବିଷୟରେ ନିର୍ଣ୍ଣୟ ନେବା ପୂର୍ବରୁ ଆମେ ଆପଣଙ୍କ ମତ, ବିଚାର, ଟିପ୍ପଣୀ ଏବଂ ସହଯୋଗ ଲୋଡୁ । ଉଦାହରଣ ଭାବେ "କେଉଁ ଓଡ଼ିଆ ଶବ୍ଦ ବ୍ୟବହାର କରାଯିବ", "ଆସନ୍ତା ମାସ ପାଇଁ କେଉଁ ଲେଖାଟିକୁ ପ୍ରଧାନ ପୃଷ୍ଠା ପାଇଁ ବଛାଯିବ", "ଆସନ୍ତା ସପ୍ତାହ ପାଇଁ କେଉଁ ଛବିଟିକୁ ପ୍ରଧାନ ପୃଷ୍ଠାରେ ରଖାଯିବ" ଇତ୍ୟାଦି ଇତ୍ୟାଦି । ଅନ୍ୟ ବିଷୟରେ ଆମେ ଆଲୋଚନା ସଭାରେ ଆଲୋଚନା କରୁଛୁ । ଓଡ଼ିଆ ଉଇକିପିଡ଼ିଆକୁ ସୂଚାରୁରୂପେ ଚଳାଇବା ପାଇଁ ଆପଣ ମାନଙ୍କ ସହଯୋଗ ଆବଶ୍ୟକ, ତେଣୁ ଏଠାରେ ହେଉଥିବା ଆଲୋଚନାରେ ଭାଗ ନେଇ ନିଜ ମତ ଜଣାଇବା ପାଇଁ ଆମ୍ଭେ ଅନୁରୋଧ କରୁଛୁ । ଧନ୍ୟବାଦ   -- ଅଂଶୁମାନ ତାର ଯୋଡ଼ିବେ? ୧୪:୧୧, ୧୭ ଜୁଲାଇ ୨୦୧୨ (UTC)

- ଉତ୍ସାହିତ କରିଥିବାରୁ ଧନ୍ୟବାଦ । ମୁଁ ମୋ ପାରୁ ପର୍ଯ୍ୟନ୍ତ ସହଯୋଗ କରିବି ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୨:୫୩, ୨୦ ଜୁଲାଇ ୨୦୧୨ (UTC)

A barnstar for you! ସମ୍ପାଦନା

  The Barnstar of Diligence
ଭାଇ, ଆପଣଙ୍କ ସୁନ୍ଦର ଲେଖା ଓ ଉନ୍ନତ ସମ୍ପାଦନା, ଓଡିଆ ଉଇକି କୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଅଶେଷ ଧନ୍ୟବାଦ... ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୨୬, ୧୧ ଅଗଷ୍ଟ ୨୦୧୨ (UTC)
ଅନେକ ଅନେକ ଧନ୍ୟବାଦ ଭାଇ --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୭:୨୭, ୧୩ ଅଗଷ୍ଟ ୨୦୧୨ (UTC)


ସମ୍ପାଦନ ବିଷୟରେ ସମ୍ପାଦନା

ଭାଇନା, ଦୁଇଟା Diff ଲିଙ୍କ ଦଉଛି, ଲକ୍ଷ କରିବେ ବଦଳଗୁଡିକ । ମାଇକ୍ରୋସଫ୍ଟ ଏବଂ ଉତ୍କଳ ବିଶ୍ଵବିଦ୍ୟାଳୟ, ପ୍ରଥମ ଲେଖାରେ ଦୁଇଟା ଆଧାର ଠିକରେ ଦିଆଯାଇନଥିଲା ଆଉ ଛବି ମଧ୍ୟ ନ ଥିଲା । ଦ୍ଵିତୀୟ ଲେଖାରେ flagicon|ଭାରତ ର ଆବଶ୍ୟକତା ନାହିଁ (ଆପଣ ଦେଇ ନାହାନ୍ତି, ତଥାପି ଜଣେଇ ଦଉଛି); ଯେହେତୁ ଲେଖାଟି ଓଡ଼ିଶାର ବିଶ୍ଵବିଦ୍ୟାଳୟ ତେଣୁ ସମସ୍ତେ ଜାଣିଛନ୍ତି ଭାରତର ପତାକା । ଅନ୍ୟ ଦେଶ ସମ୍ବନ୍ଧିତ ଲେଖାରେ ରଖିଲେ ଚଳିବ। ଲେଖାରେ ଯେତେ କମ ଛାଞ୍ଚ ରହିଲେ ଭଲ । ଆଧାରରେ ସବୁ ପାରାମିଟର ଲେଖିବାକୁ ଚେଷ୍ଟା କରନ୍ତୁ ଆଉ ଏ କ୍ଷେତ୍ରରେ ଯେହେତୁ ଏହା ଉତ୍କଳ ବିଶ୍ଵବିଦ୍ୟାଳୟର ନିଜ ସାଇଟ ଲିଙ୍କ, ତେଣୁ ଏହାକୁ ପ୍ରାଥମିକ ସ୍ରୋତ ଭାବେ ଗଣାଯାଏ, ସେଥିପାଇଁ ଆଧାର ଭାବେ ନ ଦେଲେ ଭଲ, ଗୋଟେ ଚଳିବ ଆଉ କିଛି ଆଧାର ନ ମିଳିଲେ । ବହୁତ ବହୁତ ଧନ୍ୟବାଦ ଆପଣଙ୍କ ଅବଦାନ ପାଇଁ । -- ଅଂଶୁମାନ ତାର ଯୋଡ଼ିବେ? ୧୫:୫୮, ୨୭ ନଭେମ୍ବର ୨୦୧୨ (UTC)

ଆପଣଙ୍କ feedback ନିମନ୍ତେ ଧନ୍ୟବାଦ । ମାଇକ୍ରୋସଫ୍ଟ ଲେଖାରେ ହୋଇଥିବା ଭୁଲ ପାଇଁ ଦୁଃଖିତ । ଆଧାର ପୁରା ନଥିଲା, ମୁଁ ଏକଥା ଧ୍ୟାନ ଦେଇନଥିଲି । ଉତ୍କଳ ବିଶ୍ଵବିଦ୍ୟାଳୟ ସମ୍ପର୍କିତ ଅନ୍ୟ ଆଧାର ମୁଁ ଖୋଜିବାକୁ ଚେଷ୍ଟା କରିବି ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୯:୦୯, ୨୭ ନଭେମ୍ବର ୨୦୧୨ (UTC)
ଆଉ ଏକ ବିଷୟ ପଚାରିବାର ଥିଲା, ଉତ୍କଳ ବିଶ୍ୱବିଦ୍ୟାଳୟ ଲେଖାରେ [[ପ୍ରାଣକୃଷ୍ଣ ପାରିଜା|"ଡଃ॰ ପ୍ରାଣକୃଷ୍ଣ ପାରିଜାଙ୍କ"]] କୁ ବଦଳେଇବାର ଆବଶ୍ୟକତା କଣ ଥିଲା ଜଣେଇବେ । so that ମୁଁ ଚେଷ୍ଟା କରିବି ଆଗକୁ ଏପରି ଭୁଲ ନ କରିବା ପାଇଁ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୯:୧୬, ୨୭ ନଭେମ୍ବର ୨୦୧୨ (UTC)
  • ଉଇକିପିଡ଼ିଆ ପଲିସି ଅନୁସାରେ ନାମ ସହିତ ଡକ୍ଟର, ସାର, ଶ୍ରୀ, ମହୋଦୟ ଇତ୍ୟାଦି ଲେଖିବା ବାରଣ । କାରଣ ଏହା ଏକ ଜ୍ଞାନକୋଷ, ତେଣୁ ଏସବୁର ଆବଶ୍ୟକତା ନାହିଁ । ଯଦି ସେ ଡକ୍ଟରେଟ ଉପାଧି ପାଇଛନ୍ତି ତାହେଲେ ତାଙ୍କ ଲେଖାରେ ଆଧାର ସହିତ ଲେଖାଯାଇପାରିବ, କିନ୍ତୁ ଉଇକିପିଡିଆରେ ଅନ୍ୟ ଜାଗାରେ ଲେଖିବା ଦରକାର ନାହିଁ । କିନ୍ତୁ ଉଇକିପିଡିଆ ବାହାରେ ଲେଖିବା ଆବଶ୍ୟକ ;-) । Refer en:Wikipedia:Naming_conventions_(Indic)#Titles_and_honorifics, and en:MOS:HONORIFIC. ଆଲୋଚନା:ଉତ୍କଳ ବିଶ୍ଵବିଦ୍ୟାଳୟ ରେ ଉତ୍ତର ଦେଲି । -- ଅଂଶୁମାନ ତାର ଯୋଡ଼ିବେ? ୦୭:୧୨, ୨୮ ନଭେମ୍ବର ୨୦୧୨ (UTC)
ଏହି ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା ନିମନ୍ତେ ଧନ୍ୟବାଦ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୮:୦୬, ୨୮ ନଭେମ୍ବର ୨୦୧୨ (UTC)


Dear uploader: The media file you uploaded as ଫାଇଲ:Vagdevi.jpg has been listed for speedy deletion because you selected a copyright license type implying some type of restricted use, such as for non-commercial use only, or for educational use only or for use on Wikipedia by permission. While it might seem reasonable to assume that such files can be freely used on Wikipedia, this is in fact not the case[୧][୨]. Please do not upload any more files with these restrictions on them, because images on Wikipedia need to be compatible with the Creative Commons Attribution-ShareAlike or another free license, which allow anyone to use it for any purpose, commercial or non-commercial. See our non-free content guidelines for more information.

If you created this media file and want to use it on Wikipedia, you may re-upload it (or amend the image description if it has not yet been deleted) and use the license {{cc-by-sa-3.0}} to license it under the Creative Commons Attribution-ShareAlike 3.0 license, or use {{PD-self}} to release it into the public domain. Note, if you did create this file, you may want to upload it to Wikimedia Commons, which will allow the image to be accessed by all Wikimedia Foundation projects (which include the various localized versions of Wikipedia)

If you did not create this media file, please understand that the vast majority of images found on the internet are not appropriate for Wikipedia. Most content on the internet is copyrighted and the creator of the image has exclusive rights to use it. Wikipedia respects the copyrights of others - do not upload images that violate others' copyrights. In certain limited cases, we may be able to use an image under a claim of fair use - if you are certain that fair use would apply here, you may choose one of the fair use tags from this list. If no fair use rationale applies, you may want to contact the copyright holder and request that they make the media available under a free license.

If you have any questions please ask at ଉଇକିପିଡ଼ିଆ:Media copyright questions. Thank you. -- ଅଂଶୁମାନ ତାର ଯୋଡ଼ିବେ? ୨୦:୪୫, ୪ ଜାନୁଆରୀ ୨୦୧୩ (UTC)

more... ସମ୍ପାଦନା

In Hindi Wikipedia there is no license for this file. In fact there are many such files. So don't upload such images which are not eligible to be on Wikimedia. For more information see User:Ansumang/UploadingHelp, any further questions ask me. -- ଅଂଶୁମାନ ତାର ଯୋଡ଼ିବେ? ୨୦:୪୫, ୪ ଜାନୁଆରୀ ୨୦୧୩ (UTC)

reply ସମ୍ପାଦନା

here is the page चित्र:Vagdevi1.jpg.
ଠିକ ଅଛି, ଯଦି ଲାଇସେନ୍ସ ଯୋଗୁଁ ଏହି ଅସୁବିଧା, ତେବେ ଏହାକୁ ବଦଳା ଯାଇପାରିବ । କଣ କରିବାକୁ ହେବ ଟିକିଏ explain କରିବେ ?--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୨୧:୫୦, ୪ ଜାନୁଆରୀ ୨୦୧୩ (UTC)

Try to find the source and see if its available under any free license which Wikimedia allows? -- ଅଂଶୁମାନ ତାର ଯୋଡ଼ିବେ? ୧୩:୩୫, ୫ ଜାନୁଆରୀ ୨୦୧୩ (UTC)
ଅନ୍ୟ ଭାଷାର ଉଇକିରେ ଅପଲୋଡ ହେଇଥିବା ଚିତ୍ର ଗୁଡିକ ବି ତ free license under ରେ ଆସେ । ତେବେ ଅସୁବିଧା କେଉଁଠି ?--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୭:୧୫, ୫ ଜାନୁଆରୀ ୨୦୧୩ (UTC)
I understand your point. But these are non-free images and can not be here, these files have no license at all. They should be deleted ASAP. -- ଅଂଶୁମାନ ତାର ଯୋଡ଼ିବେ? ୨୧:୦୭, ୫ ଜାନୁଆରୀ ୨୦୧୩ (UTC)
ହିନ୍ଦୀ ଉଇକିରେ ସେହି ଚିତ୍ର ଥିବା ଫାଇଲ ତଳେ ଲେଖା ହେଇଛି non-licensed Image । ସେହି link (श्रेणी:Non Licensed Images uploaded पूर्णिमा वर्मन) ରେ ଲେଖାଯାଇଛି ଯେ "इस श्रेणी में हिन्दी विकिपीडीया पर अपलोड की गयी लाइसेंस विकल्प रहित चित्र है जिन्हें विकिपीडिया एवं विकिमीडिया फाउण्डेशन की नीतियों के अनुसार तुरन्त हटा देना चाहिये" । କିନ୍ତୁ ବର୍ଷେ କିମ୍ବା ଦୁଇ ବର୍ଷ ତଳୁ ଅପଲୋଡ ହେଇଥିବା ଫାଇଲ ଗୁଡିକ ଏ ପର୍ଯ୍ୟନ୍ତ ଡଲିଟ ହୋଇନାହିଁ । ଏହା କିପରି ସମ୍ଭବ ହେଲା କହିପାରିବେ ? ମୁଁ ଜାଣି ନାହିଁ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୭:୨୪, ୫ ଜାନୁଆରୀ ୨୦୧୩ (UTC)
I have noticed that the first time. That is why I said "there are many such files". They are violating the copyright law, Wikimedia takes these copyright issues very seriously. I/We don't want that to happen here on Odia Wikipedia. So don't follow Hindi Wikipedia. My apology for the replies in English. -- ଅଂଶୁମାନ ତାର ଯୋଡ଼ିବେ? ୨୧:୦୭, ୫ ଜାନୁଆରୀ ୨୦୧୩ (UTC)
ଠିକ କଥା । ଓଡ଼ିଆ ଉଇକିରେ କିଛି ଭୁଲ ନରହୁ । ଆପଣ ଏହି ଚିତ୍ରକୁ ଡିଲିଟ କରିଦିଅନ୍ତୁ । ପରେ copy right free ଫୋଟ ମିଳିଲେ ଅପଲୋଡ କରିବି ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୨୧:୫୩, ୫ ଜାନୁଆରୀ ୨୦୧୩ (UTC)
thanks... let me read them first.--ଶିତିକଣ୍ଠ (ଆଲୋଚନା) ୨୧:୪୧, ୬ ଜାନୁଆରୀ ୨୦୧୩ (UTC)
ମୁଁ trial basis ରେ ଆଉ ଗୋଟିଏ ଫୋଟ ଅପଲୋଡ କରିଛି । ଅବଶ୍ୟ ଏହି ଫୋଟଟି ଆବଶ୍ୟକୀୟ, କିନ୍ତୁ commons ରେ ପୂର୍ବରୁ ଡ଼ିଲିଟ ହେଇଯାଇଥିଲା । ମୁଁ ସେଥିରେ କିଛି lisence କିମ୍ବା rationale ଯୋଡିନଥିଲି । ଆବଶ୍ୟକୀୟ ତଥ୍ୟମାନ ଯୋଡି ଏବେ ଓଡ଼ିଆ ଉଇକିରେ ପୁଣିଥରେ ଉପଲୋଡ କରିଛି, (ଫାଇଲ:SurendraMohanty.jpg) - ଟିକିଏ ପରଖି ନେବେ । ଯଦି ଏଥିରେ କିଛି ଅସୁବିଧା ନାହିଁ ତେବେ ମୁଁ ବାଗଦେବୀ ଫୋଟ ବଦଳେଇବାକୁ ଚେଷ୍ଟା କରିବି । --ଶିତିକଣ୍ଠ (ଆଲୋଚନା) ୨୩:୦୪, ୬ ଜାନୁଆରୀ ୨୦୧୩ (UTC)
Before you upload a non-free media, you should make sure there is no image of that particular subject or person available under free license. One way to search for free CC images at http://search.creativecommons.org/. And the media/file needs "non free rationale" for each usage. That means you can use the image only once in an article by citing one "Non free rationale".
And before uploading check for an appropriate en:Wikipedia:Image copyright tags/Non-free#Categories and en:Wikipedia:Non-free content criteria, 10 criteria. I will get back to you about the file SurendraMohanty.jpg. I do not know everything :D I need to go through these guidelines myself. So be patient. -- ଅଂଶୁମାନ ତାର ଯୋଡ଼ିବେ? ୧୬:୧୪, ୭ ଜାନୁଆରୀ ୨୦୧୩ (UTC)
  • Yeah, we can keep the file as he is not alive and there is no alternative available.

"The logic is that we can use images under non-free content criteria as long as we can prove that there are no free images available to replace it. Also, it should be impossible to create free images in the future. For example, you cannot upload picture of a living person saying that no free image is available. It is possible to create a free image any time." told by Sreejith.
And about the Vagdevi image, I think its possible in future to get an image as the trophy would be awarded in coming years. -- ଅଂଶୁମାନ ତାର ଯୋଡ଼ିବେ? ୧୮:୫୩, ୭ ଜାନୁଆରୀ ୨୦୧୩ (UTC)

This statuette (en:File:Oscar statuette.jpg) is given for Oscar award. Still they are using "Non-free media information and use rationale for Academy Award" tag. Should i Do the same for Vagdevi image. Anyway thanks for your help.--ଶିତିକଣ୍ଠ (ଆଲୋଚନା) ୦୬:୫୬, ୮ ଜାନୁଆରୀ ୨୦୧୩ (UTC)
yes, find the source, then add the rationale. -- ଅଂଶୁମାନ ତାର ଯୋଡ଼ିବେ? ୧୩:୧୫, ୮ ଜାନୁଆରୀ ୨୦୧୩ (UTC)
source ଯୋଡି ଦେଇଛି । ଟିକେ ଦେଖିନେବେ ।--ଶିତିକଣ୍ଠ (ଆଲୋଚନା) ୧୬:୪୬, ୧୦ ଜାନୁଆରୀ ୨୦୧୩ (UTC)
Fine, great work. Thanks :-) -- ଅଂଶୁମାନ ତାର ଯୋଡ଼ିବେ? ୦୬:୫୦, ୧୧ ଜାନୁଆରୀ ୨୦୧୩ (UTC)
     --ଶିତିକଣ୍ଠ (ଆଲୋଚନା) ୧୭:୫୭, ୧୨ ଜାନୁଆରୀ ୨୦୧୩ (UTC)

ରାଧାନାଥ ରାୟ image ସମ୍ପାଦନା

Never use all caps character writing a file name, title, heading etc. :) -- ଅଂଶୁମାନ ତାର ଯୋଡ଼ିବେ? ୨୩:୦୩, ୩୧ ଜାନୁଆରୀ ୨୦୧୩ (UTC)
actually it shows name as it was in my desktop. I hadn't change that name :P . Anyway thanks. I'll try not to repeat this again. :)--ଶିତିକଣ୍ଠ (ଆଲୋଚନା) ୦୭:୩୬, ୧ ଫେବ୍ରୁଆରୀ ୨୦୧୩ (UTC)

Hi Shitikantha. It was good meeting you. Heard that some new articles have been created after our meeting. Wonderful!! Keep up the good work. I hope you have remembered the promise you made to me about growing the Odia Wikipedia Vishnu (talk)୧୧:୩୮, ୨୧ ମାର୍ଚ୍ଚ ୨୦୧୩ (UTC)

Welcome Sir.--ଶିତିକଣ୍ଠ (ଆଲୋଚନା) ୧୧:୪୦, ୨୧ ମାର୍ଚ୍ଚ ୨୦୧୩ (UTC)


ବିଲେଇ ଛୁଆ ନିଅ ହୋ ଭାଇ! ଖେଳ :) ସମ୍ପାଦନା

 

ପୁରା ଲାଗିପାତି ବଡ଼ କଷ୍ଟ କରିଛ ଆଜି ପୁରା ଦିନସାରା, ଏବେ ଏ କୁନି ବିରାଡ଼ି ଛୁଆ ସାଙ୍ଗେ ଖେଳ! ;)

ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୩:୨୬, ୧ ଅପ୍ରେଲ ୨୦୧୩ (UTC)

ବଢିଆ ଗୁଲୁଗାଲିଆ ହେଇଛି । ଥାଙ୍କୁ :)--ଶିତିକଣ୍ଠ (ଆଲୋଚନା) ୧୫:୧୮, ୧ ଅପ୍ରେଲ ୨୦୧୩ (UTC)

Please create article on this Wikipedia. Greeting! --Kolega2357 (ମୋ ଆଲୋଚନା) ୧୮:୩୯, ୨୦ ଅପ୍ରେଲ ୨୦୧୩ (UTC)

k, I will...--ଶିତିକଣ୍ଠ (ଆଲୋଚନା) ୧୮:୪୩, ୨୦ ଅପ୍ରେଲ ୨୦୧୩ (UTC)

Thank you very much. --Kolega2357 (ମୋ ଆଲୋଚନା) ୧୯:୨୫, ୨୦ ଅପ୍ରେଲ ୨୦୧୩ (UTC)

ପଛକୁ ଫେରାଇବା ଅଧିକାରୀ ସମ୍ପାଦନା

ଭାଇ, ଏହି ଟୁଲଟି ସକ୍ଷମ କରିଦେଲି ତୁମ ଆକାଉଣ୍ଟରେ । ଏହି ଅଧିକାର ବିଷୟରେ ଫେସବୁକରେ କହିଥିଲି, ବ୍ୟବହାର କରିବା ପୂର୍ବରୁ ଟିକେ ବ୍ୟବହାରକାରୀଙ୍କ_ଆଲୋଚନା:Aditya_Mahar#Rollback_enabled ପଢିନେବେ । ଧନ୍ୟବାଦ :-) -- ଅଂଶୁମାନ ତାର ଯୋଡ଼ିବେ? ୦୬:୪୦, ୨ ମଇ ୨୦୧୩ (UTC)

ଧନ୍ୟବାଦ ଭାଇ । ମୁଁ ଆଗ ଲିଙ୍କ ଗୁଡିକୁ ଟିକେ ପଢିନିଏ । --ଶିତିକଣ୍ଠ (ଆଲୋଚନା) ୧୧:୦୬, ୨ ମଇ ୨୦୧୩ (UTC)


୫୦୦୦ ପ୍ରସଙ୍ଗ ପୂର୍ଣ୍ଣ ଅବସରରେ ସମ୍ପାଦନା

  ୫୦୦୦ ପ୍ରସଙ୍ଗ ପୂର୍ଣ୍ଣ ଅବସରରେ
ଶିତିକଣ୍ଠ ଭାଇ.. ୨୦୧୩ ମସିହାରେ ସମସ୍ତଙ୍କ ଲକ୍ଷ୍ୟ ଥିବା ୫୦୦୦ ପ୍ରସଙ୍ଗ ଶେଷ ମୂହୂର୍ତ୍ତରେ ତୁମ ଚେଷ୍ଟା ପାଇଁ ପୂର୍ଣ୍ଣ ହୋଇଯାଇଛି। ଏହି ଖୁସି ଅବସରରେ ମୋ ତରଫରୁ ଏ କାକରା ପିଠା। କିଛି ମିଠା ହେଉଯାଉ :) Aditya Mahar (ମୋ ଆଲୋଚନା) ୧୦:୨୬, ୨୨ ଡିସେମ୍ବର ୨୦୧୩ (UTC)


  --ଶିତିକଣ୍ଠ (ଆଲୋଚନା) ୦୯:୨୦, ୨୩ ଡିସେମ୍ବର ୨୦୧୩ (UTC)


ଓଡ଼ିଆ ଉଉକିପିଡ଼ିଆର ୧୦ମ ଜନ୍ମତିଥି ପାଇଁ ମତାମତ ସମ୍ପାଦନା

ଓଡ଼ିଆ ଉଉକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ସମ୍ବନ୍ଧରେ ମୁଁ ପୃଷ୍ଠାଟିଏ ତିଆରି କରିଛି । ତେବେ ଜଣେ ଅଭିଜ୍ଞ ଉଇକିଆଳି ଭାବରେ ତମର ଯୋଗଦାନ ଏହି ଉତ୍ସବରେ ତ‌ଥା ଏହି କାର୍ଯ୍ୟକ୍ରମ ପୃଷ୍ଠାରେ ଏକାନ୍ତ ଆବଶ୍ୟକ । ଆମେ ଏହି ଉତ୍ସବରେ ଅଧିକ କଣ କଣ କରିପାରିବା ସେ ବାବଦରେ ତମର ମତ ଦେଲେ ଭଲ ହେବ । ଏହା ବାଦ ଏହି ପୃଷ୍ଠାରେ ସେସବୁ ଉଲ୍ଲିଖିତ କରି ପୃଷ୍ଠାଟିକୁ ବାକିମାନଙ୍କ ସ‌ହ ବାଣ୍ଟିବ । ଶୁଭେଚ୍ଛା ସ‌ହ --ସୁଭାସିସ ପାଣିଗାହି ମୋ ସାଙ୍ଗେ କ‌ଥାବାର୍ତ୍ତା ୦୯:୧୬, ୮ ଜାନୁଆରୀ ୨୦୧୪ (UTC)--ସୁଭାସିସ ପାଣିଗାହି ମୋ ସାଙ୍ଗେ କ‌ଥାବାର୍ତ୍ତା ୦୯:୧୫, ୮ ଜାନୁଆରୀ ୨୦୧୪ (UTC)


ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ନିମନ୍ତେ ନିମନ୍ତ୍ରଣ ସମ୍ପାଦନା


ଓଡ଼ିଆ ଉଇକିପିଡ଼ିଆ ଦଶମ ଜନ୍ମତିଥି ପାଳନ

 
ଆଦରର ଶିତିକଣ୍ଠ ଦାଶ,

ଆଗାମୀ ଜାନୁଆରୀ ୨୮ ଓ ୨୯ ତାରିଖରେ ଓଡ଼ିଆ ଉଇକିପିଡ଼ିଆ ଏହାର ଦଶମ ଜନ୍ମ ବାର୍ଷିକୀ ପାଳନ କରୁଛି । ୧୦ ବର୍ଷ ତଳେ ଜାନୁଆରୀ ୨୯ ରେ ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ହେଇଥିଲା । ଏ ବର୍ଷ ଜାନୁଆରୀ ୨୮ ତାରିଖରେ ଭୁବନେଶ୍ଵରର KISS ଓ ୨୯ ତାରିଖରେ ଢେଙ୍କାନାଳ IIMC ଠାରେ ଜନ୍ମବାର୍ଷିକୀ ପାଳନ କରିବାର ଯୋଜନା କରାଯାଇଛି । ଆପଣଙ୍କ ପାଇଁ ନିମନ୍ତ୍ରଣ ରହିଲା । ଏଠାରେ ନିଜ ନାମ ଲେଖିବା ପାଇଁ ଅନୁରୋଧ । ଆପଣ ଯଦି ଦୂର ସ୍ଥାନରୁ ଆସୁଛନ୍ତି, ତା ହେଲେ ଆଗୁଆ ଜଣାଇଲେ ଆମେ ଆପଣଙ୍କ ରହିବା ବ୍ୟବସ୍ଥା କରିପାରିବୁ । ୨୮-୨୯ ଜାନୁଆରୀ ଆପଣଙ୍କୁ ଭେଟିବା ଅପେକ୍ଷାରେ । ଧନ୍ୟବାଦ ସହ ।

ଶିତି ଭାଇ.. ନିତିଦିନିଆ ଘର କୁଣିଆଙ୍କୁ ନିମନ୍ତ୍ରଣ ନ ଦେଲେ ବି ଦୁଇ ଦିନ ପୂର୍ବରୁ ଉପସ୍ଥିତ ରହିବା କଥା, ତଥାପି ଓଡ଼ିଆ ପରମ୍ପରା ଅନୁସାରେ ନିମନ୍ତ୍ରଣ ରହିଲା ;) --ଆଦିତ୍ୟ ମହାର (ମୋ ଆଲୋଚନା) ୦୪:୧୮, ୨୬ ଜାନୁଆରୀ ୨୦୧୪ (UTC)

ଧନ୍ୟବାଦ ଆଦିତ୍ୟ ଭାଇ --ଶିତିକଣ୍ଠ (ଆଲୋଚନା) ୧୦:୨୮, ୨୬ ଜାନୁଆରୀ ୨୦୧୪ (UTC)


ବାର୍ଣ୍ଣଷ୍ଟାର ସମ୍ପାଦନା

  ଥକିଯାଉନଥିବା ଅବଦାନକାରୀ ବାର୍ଣ୍ଣଷ୍ଟାର
ଅବିରତ କାମ କରି ଚାଲିଛ, ନିଅ ଏଇଟି Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୯:୩୩, ୭ ଫେବୃଆରୀ ୨୦୧୪ (UTC)
ଅନେକ ଅନେକ ଧନ୍ୟବାଦ ଜ୍ଞାନ ଭାଇ । :P --ଶିତିକଣ୍ଠ (ଆଲୋଚନା) ୧୧:୧୪, ୭ ଫେବୃଆରୀ ୨୦୧୪ (UTC)
          
 

An initiative to bring the voices of Indian Wikimedians to the world
Hi Snip1,

I am writing as Community Communications Consultant at CIS-A2K. I would like to interview you. It will be a great pleasure to interview you and to capture your experiences of being a wikipedian. You can reach me at rahim@cis-india.org or call me on +91-7795949838 if you would like to coordinate this offline. We would very much like to showcase your work to the rest of the world. Some of the previous interviews can be seen here.

Thank you! --Rahmanuddin Shaik (ମୋ ଆଲୋଚନା) ୦୬:୫୩, ୨୧ ମାର୍ଚ୍ଚ ୨୦୧୪ (UTC)

ଆଲୋଚନା ପୃଷ୍ଠାକୁ ଶ୍ରେଣୀଭୁକ୍ତ କରିବା ଆବଶ୍ୟକ ନାହିଁ! ସମ୍ପାଦନା

https://or.wikipedia.org/w/index.php?title=ଉଇକିପିଡ଼ିଆ_ଆଲୋଚନା:ଓଡ଼ିଶା_ଦିବସ_୨୦୧୪&diff=150797&oldid=150790, ଭାଇ ମେଟାରେ ଏଟୁକେକୁ ଦେଖିକି ଶିଖିଲ କି? :D ସେମାନଙ୍କୁ ଅନୁସରଣ କରନା ଜମାରୁ । -- ଅଂଶୁମାନ ତାର ଯୋଡ଼ିବେ? ୧୮:୨୩, ୨୩ ମାର୍ଚ୍ଚ ୨୦୧୪ (UTC)

ନା ଭାଇ ତାଙ୍କୁ ଦେଖି କାହିଁ ଶିଖିବି.... ଭାବିଲି ସବୁ ଗୁରୁତ୍ତ୍ୱପୂର୍ଣ୍ଣ ପୃଷ୍ଠାକୁ ଗୋଟିଏ ଶ୍ରେଣୀଭୂକ୍ତ କରିଦେବି । ସେଇଥିପାଇଁ ଯୋଡିଦେଇଥିଲି । ଆଗକୁ ସେମିତି କରିବି ନାହିଁ :) :) --ଶିତିକଣ୍ଠ (ଆଲୋଚନା) ୦୬:୦୮, ୨୪ ମାର୍ଚ୍ଚ ୨୦୧୪ (UTC)

A barnstar for you! ସମ୍ପାଦନା

  The Original Barnstar
ମୁଁ ଦେଊଥିବା ବାର୍ନଷ୍ଟାର କେବଳ ନିମିତ୍ତ ମାତ୍ର, ଆପଣ ସବୁ ବାର୍ନଷ୍ଟାରର ଉର୍ଦ୍ଧ୍ଵରେ । ସୁବାସ ଚନ୍ଦ୍ର ରାଉତ Subas Chandra Rout (ମୋ ଆଲୋଚନା) ୦୬:୫୭, ୧୪ ଜୁଲାଇ ୨୦୧୪ (UTC)
ସାର, ଆପଣଙ୍କ ଏହି "ବାର୍ନଷ୍ଟାର"ଟି ମୋ ପାଇଁ କିନ୍ତୁ ସ୍ମରଣୀୟ ହେଇ ରହିବ । ବହୁତ ବହୁତ ଧନ୍ୟବାଦ ।--ଶିତିକଣ୍ଠ (ଆଲୋଚନା) ୦୨:୧୨, ୧୬ ଜୁଲାଇ ୨୦୧୪ (UTC)

I am not sure what went wrong but your changes to Template:Rnd broke ଚିଲିକା ହ୍ରଦ and many other articles using convert. If you change it again, please test it with

{{formatnum:{{rnd|2019.9803149606|1}}}}

to make sure it still works. Thank you! Frietjes (ମୋ ଆଲୋଚନା) ୧୪:୨୯, ୩୦ ଜୁଲାଇ ୨୦୧୪ (UTC)

Thanks for your help, Frietjes. But there is a problem with Magic Word "formatnum" here. Check {{formatnum:2019.9803149606}} on Odia wiki and Eng wiki. Can you help with this ?--ଶିତିକଣ୍ଠ (ଆଲୋଚନା) ୧୯:୦୫, ୨ ଅଗଷ୍ଟ ୨୦୧୪ (UTC)

ବଟ ବାବଦରେ ସମ୍ପାଦନା

ଶିତି ଭାଇ, ଇଂରାଜୀ ନାମରେ ଥିବା ପ୍ରସଙ୍ଗମାନଙ୍କର ଓଡ଼ିଆ ନାମକରଣ କରି ସେମାନଙ୍କୁ ଓଡ଼ିଆ ନାମକୁ ଘୁଞ୍ଚାଇବା ଏକ ବଡ଼ ଆବଶ୍ୟକତା । ତମେ ସବୁ ଇଂରାଜୀ ନାମର ଗୋଟିଏ ସ୍ପ୍ରେଡ଼ସିଟ ତିଆରି କରିପାରିଲେ ମୁଁ ବ୍ୟକ୍ତିଗତ ଭାବେ ସେସବୁକୁ ଓଡ଼ିଆ ନାମକୁ ରୂପାନ୍ତର କରିବାରେ ସାହାଯ୍ୟ କରିବାକୁ ଆଗ୍ରହୀ । ବିଶେଷ କରି ଏତେ ଗୁଡ଼ାଏ ଡାଇନୋସର ପ୍ର୍ରସଙ୍ଗର ନାମ ଓ ପ୍ରଥମ ବାକ୍ୟଟିର ଆରମ୍ଭ ଇଂରାଜୀରେ ହେବା ଠିକ ଲାଗୁନାହିଁ । ସେଥିରେ ଅଧିକ ତଥ୍ୟ ଯୋଡ଼ିବାଟି ଆଉ ଏକ ସୋପାନ, କିନ୍ତୁ ପ୍ରଥମ ନାମସବୁ ଓଡ଼ିଆ ହେବାଟା ଜରୁରୀ । ଆଗରୁ ତିଆରି ହୋଇଥିବା ଅନେକ ପ୍ରସଙ୍ଗ ସେହିଭଳି ଓଡ଼ିଆରେ ନାମିତ ହେବା ମଧ୍ୟ ଜରୁରୀ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୭:୪୯, ୨୦ ଅଗଷ୍ଟ ୨୦୧୪ (UTC)

ମୁଁ ଭାବୁଛି ସ୍ପ୍ରେଡସିଟର ଆବଶ୍ୟକତା ପଡିବ ନାହିଁ । ସବୁ ଆପେ ଆପେ ହେଇପାରିବ । କିଛି କାମ ବାକି ଅଛି, ସେତକ ସାରିଲେ ନା ବଦଳେଇ ଦିଅ ଯିବ । ଏଇ ନାମ ବଦଳେଇବା ପ୍ରୋଗ୍ରାମ ଉପରେ କାମ ଚାଲିଛି । ପ୍ରୋଗ୍ରାମ ଟି ପ୍ରାୟ ଠିକ ଠାକ କାମ କରୁଛି । --ଶିତିକଣ୍ଠ (ଆଲୋଚନା) ୧୫:୧୫, ୨୦ ଅଗଷ୍ଟ ୨୦୧୪ (UTC)
ହଉ, ଯେମନ୍ତେ ଆପଣ ଇଚ୍ଛିବେ! :) --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୯:୨୧, ୨୦ ଅଗଷ୍ଟ ୨୦୧୪ (UTC)

Hello. I want you, if you have time, to translate the introductory paragraphs of en:Nea Salamis Famagusta FC and create the article in your wiki. Xaris333 (ମୋ ଆଲୋଚନା) ୧୮:୪୯, ୨୦ ଅଗଷ୍ଟ ୨୦୧୪ (UTC)

I will do it in my free time. Thank you.--ଶିତିକଣ୍ଠ (ଆଲୋଚନା) ୧୦:୫୭, ୨୪ ଅଗଷ୍ଟ ୨୦୧୪ (UTC)

ଓଡିଆ ଉଇକି ପୃଷ୍ଠାରେ ଛୋଟ URL ର ବ୍ୟବହାର ସମ୍ପର୍କରେ ମୁଁ ଜାଣିବାକୁ ଚାହେଁ । Hpsatapathy (ମୋ ଆଲୋଚନା) ୦୫:୪୦, ୧୧ ଅକ୍ଟୋବର ୨୦୧୪ (UTC)

Hpsatapathy ଭାଇ ଏହି ଛାଞ୍ଚ:Prettyurl ପୃଷ୍ଠାଟି ଦେଖନ୍ତୁ । ଯଦି କିଛି ଅସୁବିଧା ହେବ ଜଣେଇବେ ।--ଶିତିକଣ୍ଠ (ଆଲୋଚନା) ୧୨:୫୬, ୧୫ ଅକ୍ଟୋବର ୨୦୧୪ (UTC)

ଇତିହାସ ଆହରଣ ସମ୍ପାଦନା

ଭାଇ, ମୁଁ ମୃତ୍ୟୁଞ୍ଜୟ ଭାଇଙ୍କ ଆଲୋଚନା ପୃଷ୍ଠାରେ ଏ ବିଷୟରେ କିଛି ଲେଖିଥିଲି, ଦେଖିବେ ଯଦି କିଛି ସାହାଯ୍ୟ ମିଳିପାରେ! ସବୁବେଳେ ୟାକୁ ବ୍ୟବହାର କରିବନି, ଯେବେ ନିହାତି ଦରକାର ହେବ ସେବେ କରିବ । :) -- ଅଂଶୁମାନ ତାର ଯୋଡ଼ିବେ? ୧୪:୦୧, ୧୧ ଅକ୍ଟୋବର ୨୦୧୪ (UTC)

Hello, can you take a look at commons:User talk:ଶିତିକଣ୍ଠ ଦାଶ? --Derbeth (ମୋ ଆଲୋଚନା) ୧୫:୦୮, ୮ ଫେବୃଆରୀ ୨୦୧୫ (UTC)

Your temporary access has expired ସମ୍ପାଦନା

Hello, the temporary access you requested on this wiki has expired. Just to let you know that If you want it back, feel free to make a local announcement and open a new request on stewards' permission request page on Meta-Wiki later. Moreover, if you think the community is big enough to elect a permanent administrator, you can place a local request here for a permanent adminship, so stewards can grant you the permanent access. Please ask me or any other steward if you have any questions. Thank you! Ajraddatz (ମୋ ଆଲୋଚନା) ୦୭:୪୩, ୬ ମାର୍ଚ୍ଚ ୨୦୧୫ (UTC)

ତମ ଉଇକିଅଭିଧାନ କାମ ଆଉ ବାକି ସବୁ ଉଇକି କାମ ଲାଗି ମିଠାଭାର ସମ୍ପାଦନା

  ସାଆନ୍ତେ ହୋ,
ତମେ ପୂରା ଅଚଳ ହୋଇପଡ଼ିଥିବା ଉଇକିଅଭିଧାନରେ ଜନମପାଣି ପକେଇଲ । ସେଥିପାଇଁ ସୁଦୂର ବେଙ୍ଗାଳୁରୁରୁ ଏଇ ମିଠାଭାର । ମୁହଁ ମିଠା କର, ଡାଇବେଟିସ ଥିଲେ କୁମ୍ପାନି ଦାୟୀ ନାହିଁ । କାର୍ବୋହାଇଡ୍ରେଟ ଖାଇଲେ ବଳ ହେବ ଆଉ ହେଲେ ସିନା ତମ ରାତି ଉଜାଗର ଦୁଃଖ ମେଣ୍ଟିବ ଆଉ ତମେ ଅଧିକ ଅଧିକ ଏଇ ଜିନିଷସବୁ କରିବ । ତେବେ ମିଡ଼ିଆଉଇକି ଟ୍ରେନ-ଦି-ଟ୍ରେନ ହେବାର ଅଛି ଜୁନ ଆଡ଼କୁ । ମନ ଭିତରେ ରଖିଥିବ, ଠିକଣା ହେଲେ ଘୋଷଣା ହେବ । ସୁଭାସିସ ପାଣିଗାହି (ଆଳାପ) ୦୮:୧୮, ୨୭ ମାର୍ଚ୍ଚ ୨୦୧୫ (UTC)

MediaWiki Train the Trainer 2015 barnstar ସମ୍ପାଦନା

MediaWiki Train the Trainer 2015 barnstar
 
 

This barnstar is awarded to you in recognition of your leadership and presentation skills in the MediaWiki Train the Trainer 2015 program. We hope to have enriched your Wiki-experience and would like to see active contribution from you towards MediaWiki and other scripts, gadgets and tools-related activities. Thank you once again for your enthusiastic participation.   -- CIS-A2K (talk) ୧୪:୫୪, ୩ ସେପ୍ଟେମ୍ବର ୨୦୧୫ (UTC)
Return to the user page of "Snip1/ଅଭିଲେଖ ୧".