ବେଜିଂ , ଚୀନର ରାଜଧାନୀ ଅଟେ। ଏହା ପୃଥିବୀର ଦ୍ୱିତୀୟ ଜନାକୀର୍ଣ୍ଣ ସହର। ଏହି ସହର ଚୀନର ଉତ୍ତର ଭାଗରେ ଅବସ୍ଥିତ। ଚୀନର ସରକାର ଏହି ସହରକୁ ସିଧାସଳଖ ମହାନଗର ନିଗମ ଭାବେ ପରିଚାଳିତ କରୁଛନ୍ତି ଓ ଏହା ସହିତ ଜାତୀୟ ସରକାର ଅଧୀନରେ ୧୬ଟି ପୌରାଞ୍ଚଳ, ଉପ-ପୌରାଞ୍ଚଳ ଓ ଗ୍ରାମ୍ୟାଞ୍ଚଳ ଶାସିତ ହେଉଛନ୍ତି। ବେଜିଂ ଉଭୟ ଆଧୁନୀକ ଓ ପାରମ୍ପରିକ ସ୍ଥାପତ୍ୟର ମିଶ୍ରଣ ଅଟେ। ବେଜିଂ ଶିକ୍ଷା,ରାଜନିତୀ,ଅର୍ଥନିତୀ,ଇତିହାସ,ପରମ୍ପରା,ପ୍ରଯୁକ୍ତି ବିଦ୍ୟା ଆଦିରେ ଅନେକ ପ୍ତିପତ୍ତି ହାସଲ କରିସାରିଛି। ସିଙ୍ଘଘାଇ ପରେ ବେଜିଂ ଦ୍ୱିତୀୟ ଚାଇନିଜ୍ ସହର ଯେଉଁଟାକି ପୌରଞ୍ଚଳବାସୀଙ୍କ ଦ୍ୱରାରା ଜନାକୀର୍ଣ୍ଣ ଏବଂ ଏହା ଦେଶର ରାଜନିତୀ,ପରମ୍ପରା ଓ ଶିକ୍ଷାର କ୍ଷେତ୍ର ମଧ୍ୟ ଅଟେ। ୨୦୧୦ ମସିହା ପରଠାରୁ ବେଜିଂ ରାଜଧାନୀ ଅନ୍ତର୍ଜାତୀୟ ବିମାନବନ୍ଦର ପୃଥିବୀର ବହୁଳ ଯାତ୍ରୀମାନଙ୍କ ପାଇଁ ବ୍ୟସ୍ତପୂର୍ଣ୍ଣ ଅନ୍ତର୍ଜାତୀୟ ବିମାନବନ୍ଦର ପାଲଟିଛି।

ବେଜିଂ

北京
Municipality of Beijing • 北京市
Clockwise from top: Tiananmen, Temple of Heaven, National Grand Theatre, and Beijing National Stadium
Location of Beijing Municipality within China
Location of Beijing Municipality within China
CountryPeople's Republic of China
Divisions[୧]
 - County-level
 - Township-level

16 districts, 2 counties
289 towns and villages
ସରକାର
 • ପ୍ରକାରMunicipality
 • CPC Ctte SecretaryGuo Jinlong
 • MayorWang Anshun (acting)
କ୍ଷେତ୍ରଫଳ
 • Municipality16,801.25 km2 (6,487�00 sq mi)
Elevation
43.5 m (142.7 ft)
ଜନସଂଖ୍ୟା
 (2010)[୨]
 • Municipality୧୯,୬୧୨,୩୬୮
 • ଘନତା1,200/km2 (3,000/sq mi)
 • Ranks in China
Population: ୨୬th;
Density: ୪th
Demonym(s)Beijinger
Major ethnic groups
 • Han96%
 • Manchu2%
 • Hui2%
 • Mongol0.3%
ସମୟ ମଣ୍ଡଳUTC+8 (China standard time)
ପିନ କୋଡ଼
100000–102629
ଏସଟିଡି କୋଡ଼10
GDP[୩]2011
 - TotalCNY 1.6 trillion
US$ 247.7 billion (13th)
 - Per capitaCNY 80,394
US$ 12,447 (3rd)
 - Growthincrease 8.1%
HDI (2008)0.891 (2nd)—very high
License plate prefixes京A, C, E, F, H, J, K, L, M, N, P, Q
京B (taxis)
京G, Y (outside urban area)
京O (police and authorities)
京V (in red color) (military headquarters,
central government)
City treesChinese arborvitae (Platycladus orientalis)
 Pagoda tree (Sophora japonica)
City flowersChina rose (Rosa chinensis)
 Chrysanthemum (Chrysanthemum morifolium)
ୱେବସାଇଟwww.ebeijing.gov.cn
ବେଜିଂ
Chinese 北京
Hanyu Pinyin Běijīng
About this sound[Listen] 
Postal Map Peking
Literal meaning Northern capital

ଉତ୍ପତି ତତ୍ତ୍ୱସମ୍ପାଦନ କରନ୍ତୁ

୩୦୦୦ ବର୍ଷ ପୂର୍ବରୁ ବେଜିଂର ବହୁତ ନାମ ଥିଲା। ବେଜିଂର ଅର୍ଥ "ଉତ୍ତରାଞ୍ଚଳ ରାଜଧାନୀ"। ବେଜିଂର official Latin alphabet abbreviation ହେଉଛି "BJ"।

ଭୂଗୋଳସମ୍ପାଦନ କରନ୍ତୁ

ଇତିହାସସମ୍ପାଦନ କରନ୍ତୁ

ପୂର୍ବ ଇତିହାସସମ୍ପାଦନ କରନ୍ତୁ

ଜଣାପଡିଛିକି ପୁରାତନ ବେଜିଂ ସହର, ଗୁମ୍ଫାଗୁଡିକର ଡ୍ରାଗନ୍ ବୋନ୍ ହିଲ୍ ନିକଟସ୍ଥ ଫଙ୍ଗସାନ୍ ଜିଲ୍ଲାର Zhoukoudian ଗ୍ରାମଠାରେ ଠାବ କରାଯାଇଥିଲା ଯେଉଁଠାରେ ପେକିଙ୍ଗ ମ୍ୟାନ୍ ବାସ କରୁଥିଲା। ଯେଉଁ Homo erectus କଙ୍କାଳ ଏହି ଗୁମ୍ଫାରେ ଦେଖିବାକୁ ମିଳେ ୨୩୦ ହଜାରରୁ ୨୫୦ ହଜାର ବର୍ଷ ପୂର୍ବର। Paleolithic Homo sapiens ମଧ୍ୟ ୨୭ ହଜାର ବର୍ଷ ପୂର୍ବରୁ ଏଠାରେ ବାସ କରୁଥିଲେ। ବେଜିଂର ପ୍ରଥମ ପ୍ରସ୍ଥର ନଗର ହେଉଛି ଜୀ।


ପର୍ଯ୍ୟଟନସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. "Township divisions". the Official Website of the Beijing Government. Retrieved 22 July 2009.
  2. "Communiqué of the National Bureau of Statistics of People's Republic of China on Major Figures of the 2010 Population Census". National Bureau of Statistics of China. Archived from the original on 2012-05-23.
  3. "2011年北京人均可支配收入3.29万 实际增长7.2%". People.com.cn. 20 January 2012. Retrieved 22 February 2012.

ବାହାର ତଥ୍ୟସମ୍ପାଦନ କରନ୍ତୁ