[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବୀଡ଼
Beed
बीड, بیڑ
ନଗର
ଦେଶ ଭାରତ
ରାଜ୍ୟMaharashtra
RegionMarathwada
DistrictBeed
Founded13th century CE (Possibly)
Government
 • TypeMunicipal Council
Area
 • ସମୁଦାୟ8.29 km2 (3.20 sq mi)
Elevation
515 m (1,690 ft)
Population
 (2011)Largest city of Beed district
 • Total୧,୪୬,୭୦୯
 • Rank321
 • Density17,697.1/km2 (45,835/sq mi)
DemonymBeedkar
Language
 • ସରକାରୀMarathi, Urdu (unofficial)
Time zoneUTC+5:30 (IST)
PIN
431 122
ଟେଲିଫୋନ କୋଡ଼+91-2442
ଯାନବାହାନ ପଞ୍ଚୀକରଣMH-23
Sex ratio933 /
Child sex ratio843 /
Literacy88.56%
Male literacy94.01%
Female literacy82.81%
ClimateBSh (Köppen)
Precipitation666 millimetres (26.2 in)
Avg. summer temperature40 °C (104 °F)
Avg. winter temperature15 °C (59 °F)
Websitebeed.nic.in

ବୀଡ଼ ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ବିଦ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ବୀଡ଼ ୧୬.୬୪୮୨ ଉତ୍ତର ଅକ୍ଷାଂଶ ଓ ୭୪.୧୨୯୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୭୩୮ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବୀଡ଼ ସହରର ମୋଟ ଜନସଂଖ୍ୟା ୧୩୮୦୯୧ ଅଟେ ।[୪] ସେଥି ମଧ୍ୟରୁ ୫୧.୯୯% ଜଣ ପରୁଷ ହୋଇଥିବା ବେଳେ ୪୮.୦୧% ଜଣ ନାରୀ ଅଟନ୍ତି । ବୀଡ଼ର ସାକ୍ଷରତା ହାର ୭୨.୨୬% ଅଟେ । ଏହା ଜାତୀୟ ହାରଠାରୁ ୭.୪୨% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୦.୭୬% ପ୍ରତିଶତ ପୁରୁଷ ଓ ୩୧.୫୦% ନାରୀ ଅଟନ୍ତି । ୧୪.୧୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା ସମ୍ପାଦନା

ମରାଠୀ ବୀଡ଼ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Gazetteers Department – Bhir". maharashtra.gov.in (Government of Maharashtra). Archived from the original on 2007-02-24. Retrieved 2007-02-27.
  2. "New Page 4". beed.nic.in. Retrieved 2007-03-04.
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା