Topic on ଉଇକିପିଡ଼ିଆ:ଚାଟସଭା/ପ୍ରଶ୍ନ

ରାଜନୀତି ବିଜ୍ଞାନ ବିଭାଗ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

1
B banu (ଆଲୋଚନାଅବଦାନ)

ବ୍ରହ୍ମପୁର ବ ବିଶ୍ୱବିଦ୍ୟାଳୟ ଅଧୀନ ରାଜନୀତି ବିଜ୍ଞାନ ଏଠାରେ l 1967 ମସିହାରେ ରାଜନୀତି ବିଜ୍ଞାନ ବିଭାଗ ସ୍ଥାପନ ହୋଇଥିଲା ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ହେଉଛନ୍ତି ଡ଼ ଦାଶରଥି ଭୂୟାଁ l l ଏହି ବିଭାଗରେ ଅଧ୍ୟୟନ କରି ଅନେକ ଛାତ୍ରଛାତ୍ରୀ ରାଜ୍ୟ ଏବଂ ଦେଶରେ ନାଁ କରିପାରିଛନ୍ତି l 50 ଟି ସିଟରେ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରୁଛନ୍ତି l ଏବେ ଏହି ବିଭାଗରେ ଅନେକ ଅଭିଜ୍ଞ ପ୍ରଫେସର ମାନଙ୍କ ଠାରୁ ଛାତ୍ରଛାତ୍ରୀ ମାନେ ଶିକ୍ଷା ଗ୍ରହଣ କରୁଛନ୍ତି l ପ୍ରତ୍ୟେକ ସପ୍ତାହରେ ଆଲୋଚନା ଚକ୍ର ହୋଇଥାଏ ଯାହା ଛାତ୍ରଛାତ୍ରୀମାନଙ୍କ ଜ୍ଞାନ ବୃଦ୍ଧି କରିଥାଏ l l