ବିଶ୍ୱ ଆର୍ଦ୍ରଭୂମି ଦିବସ

ପ୍ରତିବର୍ଷ ଫେବୃଆରୀ ମାସ ୨ତାରିଖ ଦିନ ବିଶ୍ୱ ଆର୍ଦ୍ରଭୂମି ଦିବସ ପାଳନ କରାଯାଏ । ଆର୍ଦ୍ରଭୂମି ଓ ଏହାର ଉପକାରିତା ସମ୍ପର୍କରେ ଜନସଚେତନତା କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ୤ ଆର୍ଦ୍ରଭୂମି ହେଉଛି ଅଗଭୀର ଜଳର ବିସ୍ତୃତି ଯାହାର ନିମ୍ନ ଭାଗରେ ଉଦ୍ଭିଦଜଗତର ସ୍ଥିତି ଥାଏ ୤

ବିଶ୍ୱ ଆର୍ଦ୍ରଭୂମି ଦିବସ

ସମଗ୍ର ବିଶ୍ୱରେ ୧୯୯୮ଟି ଆର୍ଦ୍ରଭୂମି ଅଞ୍ଚଳକୁ ମାନ୍ୟତା ମିଳିଥିବାବେଳେ ସେଥିରୁ ଓଡ଼ିଶାରେ ୨ଟି ରହିଛି: ପ୍ରଥମଟି ଭିତରକନିକା ଓ ଅନ୍ୟଟି ଚିଲିକା


ଆଧାର ସମ୍ପାଦନା