ବିଶ୍ୱନାଥ ପଣ୍ଡିତ

ଓଡ଼ିଆ ରାଜନୀତିଜ୍ଞ

ବିଶ୍ୱନାଥ ପଣ୍ଡିତ (୩ ଜାନୁଆରୀ ୧୯୧୯ - ୧୯ ମଇ ୨୦୦୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିର ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ବିଶ୍ୱନାଥ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କଟକ ସିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ବିଶ୍ୱନାଥ ପଣ୍ଡିତ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀଶ୍ରୀକାନ୍ତ ପଣ୍ଡା
ପର ଅଧିକାରୀଶ୍ରୀକାନ୍ତ ପଣ୍ଡା
ନିର୍ବାଚନ ମଣ୍ଡଳୀକଟକ ସିଟି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1919-01-03)୩ ଜାନୁଆରୀ ୧୯୧୯
ମୃତ୍ୟୁ୮ ମଇ ୨୦୦୨(2002-05-08) (ବୟସ ୮୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ବାପା/ବୋଉରାମନାଥ ପଣ୍ଡିତ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ବିଶ୍ୱନାଥ ପଣ୍ଡିତ ୧୯୧୯ ମସିହାର ଜାନୁଆରୀ ମାସ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାମନାଥ ପଣ୍ଡିତ ।[୧] ବିଶ୍ୱନାଥ‌ଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୧]

ରାଜନୈତିକ ଜୀବନ ସମ୍ପାଦନା

ବିଶ୍ୱନାଥ ପଣ୍ଡିତ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ବିଶ୍ୱନାଥ ପଣ୍ଡିତ ୨୦୦୨ ମସିହାର ମଇ ମାସ ୧୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Biswanath Pandit". odishaassembly.nic.in. Odisha Assembly. Retrieved 14 March 2020.