୨୦୧୯ର ଓଡ଼ିଆ କଥାଚିତ୍ର

୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ତାଲିକା

ଓଡ଼ିଆ କଥାଚିତ୍ର ଜଗତରେ ୨୦୧୯ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।

ଓଡ଼ିଆ ସିନେମା
ପ୍ରସିଦ୍ଧ
୧୯୩୦-୧୯୩୯
୧୯୩୬
୧୯୪୦-୧୯୪୯
୧୯୪୯
୧୯୫୦-୧୯୫୯
୧୯୫୦ ୧୯୫୧ ୧୯୫୩ ୧୯୫୪ ୧୯୫୬
୧୯୫୯
୧୯୬୦-୧୯୬୯
୧୯୬୦ ୧୯୬୧ ୧୯୬୨ ୧୯୬୩ ୧୯୬୪
୧୯୬୫ ୧୯୬୬ ୧୯୬୭ ୧୯୬୮ ୧୯୬୯
୧୯୭୦-୧୯୭୯
୧୯୭୦ ୧୯୭୧ ୧୯୭୨ ୧୯୭୩ ୧୯୭୪
୧୯୭୫ ୧୯୭୬ ୧୯୭୭ ୧୯୭୮ ୧୯୭୯
୧୯୮୦-୧୯୮୯
୧୯୮୦ ୧୯୮୧ ୧୯୮୨ ୧୯୮୩ ୧୯୮୪
୧୯୮୫ ୧୯୮୬ ୧୯୮୭ ୧୯୮୮ ୧୯୮୯
୧୯୯୦-୧୯୯୯
୧୯୯୦ ୧୯୯୧ ୧୯୯୨ ୧୯୯୩ ୧୯୯୪
୧୯୯୫ ୧୯୯୬ ୧୯୯୭ ୧୯୯୮ ୧୯୯୯
୨୦୦୦-୨୦୦୯
୨୦୦୦ ୨୦୦୧ ୨୦୦୨ ୨୦୦୩ ୨୦୦୪
୨୦୦୫ ୨୦୦୬ ୨୦୦୭ ୨୦୦୮ ୨୦୦୯
୨୦୧୦-୨୦୧୯
୨୦୧୦ ୨୦୧୧ ୨୦୧୨ ୨୦୧୩ ୨୦୧୪

୨୦୧୫ ୨୦୧୬ ୨୦୧୭ ୨୦୧୮ ୨୦୧୯

୨୦୨୦-୨୦୨୯
୨୦୨୦ ୨୦୨୧ ୨୦୨୨ ୨୦୨୩ ୨୦୨୪

'୨୦୧୯'ମସିହାର ଓଡ଼ିଆ କଥାଚିତ୍ର ତାଲିକା ସମ୍ପାଦନା

କ୍ରମାଙ୍କ ନାମ ନିର୍ଦ୍ଦେଶକ ଅଭିନେତା ମୁକ୍ତିଲାଭ ତାରିଖ
୨୦୧୯
ଏ ଦିଲ୍ ତତେ ଦେଲି ନିଲୁ ବକ୍ସ ବିଭାସ, ରିୟାନା ଶୁକ୍ଳା ୪ ଜାନୁଆରୀ
ଚାଲ୍ ଟିକେ ଦୁଷ୍ଟ ହବା ତାପସ ସରଘରିଆ ମିହିର ଦାସ, ଦୀପକ ମିଶ୍ର, ପ୍ରିୟଙ୍କା ୧୧ ଜାନୁଆରୀ
ବାପା ତମେ ଭାରି ଦୁଷ୍ଟ ଟି. ଗଣେଶ ଜୟଜିତ ଦାସ, ସମିତା, ପ୍ରଦ୍ୟୁମ୍ନ ଲେଙ୍କା ୧୧ ଜାନୁଆରୀ
ଅଜବ ସଞ୍ଜୁର ଗଜବ ଲଭ୍ ଅଶୋକ ପତି ବାବୁଶାନ୍, ଅର୍ଚ୍ଚିତା ସାହୁ, ମିହିର ଦାସ ୧୩ ଜାନୁଆରୀ
ନିମ୍‌କି ସୁଶାନ୍ତ ମଣି ବର୍ଷା ପ୍ରିୟଦର୍ଶିନୀ ୨୩ ଜାନୁଆରୀ
ତୁ ମୋ ସୁନା ଚଢ଼େଇ ଦିଲୀପ ପଣ୍ଡା ଜ୍ୟୋତି ରଞ୍ଜନ ନାୟକ, ଏଲ୍‌ସା ଘୋଷ ୨୫ ଜାନୁଆରୀ
ପ୍ରେମ ପାଇଁ ମହାଭାରତ ନିରଞ୍ଜନ ବେହେରା ସମ୍ବିତ ଆଚାର୍ଯ୍ୟ, ରିୟା ଦେ, ଶ୍ରୀତମ ଦାସ, ବବି ମିଶ୍ର ୮ ଫେବୃଆରୀ
ପ୍ରେମରେ ରଖିଚି ୧୦୦ରୁ ୧୦୦ ସଞ୍ଜୟ ନାୟକ ଜ୍ୟୋତି ରଞ୍ଜନ ନାୟକ, ରିୟା ଦେ ୧୦ ଫେବୃଆରୀ
ଟ୍ୱିଷ୍ଟବାଲା ଲଭ୍ ଷ୍ଟୋରୀ ରାଜେଶ ମହାନ୍ତି ଶୁବାଷିଷ ଶର୍ମା, ଜଗଜିତ ପାଲ, ରାଜ ରାଜେଶ, ମହାପ୍ରସାଦ କର ୧୦ ଫେବୃଆରୀ
୧୦ ବୋବାଲ ଟୋକା ସୁଧାକର ବସନ୍ତ ପ୍ରଦୀପ ଦତ୍ତ, ପିଣ୍ଟୁ ନନ୍ଦ ୧୫ ଫେବୃଆରୀ
୧୧ ରଙ୍ଗିଲା ବୋହୂ ଶ୍ରୀତମ ଦାସ ଲିପ୍ସା ମିଶ୍ର, ଦେବାଶିଷ ପାତ୍ର, ପିଣ୍ଟୁ ନନ୍ଦ ୨୪ ଫେବୃଆରୀ
୧୨ ଚମ୍ପିଆନ କେ. ମୂରଲୀକ୍ରିଷ୍ଣା ଅର୍ଚ୍ଚିତା ସାହୁ, ମନୋଜ ମିଶ୍ର ୮ ମାର୍ଚ୍ଚ
୧୩ ବିଜୁ ବାବୁ ଦେବୀ ପ୍ରସାଦ ଲେଙ୍କା, ବିଶାଳ ମୌର୍ଯ୍ୟ ଅନୁଭବ ମହାନ୍ତି, ସୁପ୍ରିୟା ନାୟକ, ଅଶ୍ରୁମୋଚନ ମହାନ୍ତି ୨୯ ମାର୍ଚ୍ଚ
୧୪ ବନ୍ଧନ ରାଇମୋହନ ପରିଡ଼ା, ଅଶ୍ରୁମୋଚନ ମହାନ୍ତି, ପ୍ରୀତିରାଜ ଶତପଥୀ ୩୧ ମାର୍ଚ୍ଚ
୧୫ କଟି ପତଙ୍ଗ କୁମାର ସରୋଜ ଅଭିଶେକ ରଥ, ଅନନ୍ୟା, ଅସୀତ ପତି, ଉତ୍ତମ ମହାନ୍ତି ୧୨ ଅପ୍ରେଲ
୧୬ କ୍ରିଷ୍ଣା- ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍ କ୍ରିଷ୍ଣା ରେଡ୍ଡୀ କ୍ରିଷ୍ଣା ରେଡ୍ଡୀ, ସୂର୍ଯ୍ୟମୟୀ, ସୋମେଶ୍ୱର ରେଡ୍ଡୀ ୨୬ ଅପ୍ରେଲ
୧୭ ଚିରକୁଟ୍ ପପୁ ପମ ପମ ଅରଜ୍ୟୋତି, ଅନନ୍ୟା ୧୪ ଜୁନ
୧୮ ତୁ ମୋ ଲଭ୍ ଷ୍ଟୋରୀ ୨ ତାପସ ସରଗରିଆ ସ୍ୱରାଜ, ଭୂମିକା, ସିଦ୍ଧାନ୍ତ, ଅନୁ ଚୌଧୁରୀ ୧୪ ଜୁନ
୧୯ ଗୋଲ୍ ମାଲ୍ ଲଭ୍ ଅଶୋକ ପତି ବାବୁଶାନ୍, ତମନ୍ନା, ବିଜୟ ମହାନ୍ତି, ଶ୍ରୀତମ ଦାସ ୧୪ ଜୁନ
୨୦ ତୋ ବିନା କିଛି ମୁଁ ଚାହେଁନା ରାଜେଶ ମହାନ୍ତି ରାକେଶ ଦେଓ, ମନସ୍ୱିନୀ ପତି, ଅଶୋକ ଦାସ ୧୬ ଜୁନ
୨୧ ଝିଅଟା ଅଲଗା ପ୍ରକାର ଶ୍ରୀତମ ଦାସ ପୁଷ୍ପା ପଣ୍ଡା, ଉଷସୀ ମିଶ୍ର, କୁନା ତ୍ରିପାଠୀ ୩୦ ଜୁନ
୨୨ ଅଭିମାନ ମୃତ୍ୟୁଞ୍ଜୟ ସାହୁ ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ ୪ ଜୁଲାଇ
୨୩ ସେଲଫିସ୍ ଦିଲ୍ ବସନ୍ତ ସାହୁ ଶ୍ରେୟାନ୍, ସୂର୍ଯ୍ୟମୟୀ, ବିଜୟ ମହାନ୍ତି, ସଲିଲ ମିତ୍ର ୪ ଜୁଲାଇ
୨୪ ବୈଶାଳୀ ଆଶୁତୋଷ ଦାସ ଅଭିଶେକ, ସୁମନ, ବିଜୟ ମହାନ୍ତି, ଅପରାଜିତା ମହାନ୍ତି ୧୯ ଜୁଲାଇ
୨୫ କାଳିଆ କରୁଛି ଲୀଳା ଅଶ୍ୱିନୀ ଗଡ଼ନାୟକ ଜ୍ୟୋତିପ୍ରକାଶ ପଣ୍ଡା, ଶ୍ରଦ୍ଧା ପାଣିଗ୍ରାହୀ, ଦେବାଶିଷ ପାତ୍ର, ସୁରେଶ ବଳ ୨୧ ଜୁଲାଇ
୨୬ ରଙ୍ଗ ବରଷିବ ଟୁପୁରୁ ଟୁପୁରୁ ଜିତେନ୍ଦ୍ରନାଥ ମହାପାତ୍ର ତାପସ ବେହେରା, ସୁଶ୍ରୀ ରଥ, ମିହିର ଦାସ, ଅପରାଜିତା ମହାନ୍ତି, ଅଶ୍ରୁମୋଚନ ମହାନ୍ତି ୨ ଅଗଷ୍ଟ
୨୭ ପ୍ରେମ ତୋର ନଟି ନଟି ଏସ୍.କେ. ମୂରଲୀଧରନ ଦେବବ୍ରତ ପ୍ରଧାନ, ତମନ୍ନା ବ୍ୟାସ, ମିହିର ଦାସ ୮ ଅଗଷ୍ଟ
୨୮ ନାୟକର ନାଁ ଦେବଦାସ ମୃତ୍ୟୁଞ୍ଜୟ ସାହୁ ଅସୀତ, ଭୂମିକା ଦାଶ, ଅନୁ ଚୌଧୁରୀ ୯ ଅଗଷ୍ଟ
୨୯ ଖୁସି ତାପସ ସରଘରିଆ ଐଶ୍ୱର୍ଯ୍ୟା, କାବ୍ୟା କିରଣ, ଅଶୋକ ଦାସ, ମିହିର ଦାସ ୨୩ ଅଗଷ୍ଟ
୩୦ ତୁ କହିଦେ ଆଇ ଲଭ୍ ୟୁ ସତ୍ୟବ୍ରତ ନାୟକ ରାକେଶ ଦେଓ, ଦିବ୍ୟା ମହାନ୍ତି, ମିହିର ଦାସ, ପ୍ରୀତିରାଜ ଶତପଥୀ, ନମ୍ରତା ଦାସ ୧୩ ସେପ୍ଟେମ୍ବର
୩୧ ଛବିରାଣୀ ବବି ଇସ୍‌ଲାମ୍ ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ ୧୯ ସେପ୍ଟେମ୍ବର
୩୨ ଜୋର୍ କା ଝଟ୍‌କା ପିନୁ ନାୟକ ଦୀପକ ବାରିକ, ପିଙ୍କି ପ୍ରିୟଦର୍ଶିନୀ ୨୦ ସେପ୍ଟେମ୍ବର
୩୩ ଲଭ୍ ଟୁଇଷ୍ଟ ସଚିଦାନନ୍ଦ ସାମଲ ଦେବ୍, ମନସ୍ମିତା, ମିହିର ଦାସ, ପ୍ରଜ୍ଞା ଖଟୁଆ, ପୁଷ୍ପା ପଣ୍ଡା, ପିଣ୍ଟୁ ନନ୍ଦ ୨୭ ସେପ୍ଟେମ୍ବର
୩୪ ଦେଖା ହେଲା ପ୍ରେମ ହେଲା ଟି. ଗଣେଶ ଅଭିଶେକ ରଥ, ସୁଭାଶିଷ ଶର୍ମା, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରତିଭା ପଣ୍ଡା ୨୭ ସେପ୍ଟେମ୍ବର
୩୫ ମିଷ୍ଟର ମଜନୁ ଅଶୋକ ପତି ବାବୁଶାନ୍, ଶୀତଲ ପତ୍ର, ଦିବ୍ୟା ମହାନ୍ତି, ସୂର୍ଯ୍ୟମୟୀ ମହାପାତ୍ର, ମିହିର ଦାସ, ରାଇମୋହନ ୪ ଅକ୍ଟୋବର
୩୬ ଦିସ୍ ଇଜ୍ ମାୟରେ ବାୟା ସୁଶାନ୍ତ ମଣି ସିଦ୍ଧାନ୍ତ ମହାପାତ୍ର, ଝିଲିକ୍, ସ୍ୱରାଜ ବାରିକ, ଏଲିନା ସାମନ୍ତରାୟ ୬ ଅକ୍ଟୋବର
୩୭ ବାଳ-ଦ ରିଦମ୍ ଅଫ୍ ଲାଇଫ୍ ଅମରେଶ ପତି ସମୀର ଶତପଥୀ, ଦିବ୍ୟା ମହାନ୍ତି, ଅନନ୍ୟା ମିଶ୍ର, ଅପରାଜିତା ମହାନ୍ତି, ସଲିଲ ମିତ୍ର ୧ ନଭେମ୍ବର
୩୮ ଫ୍ରମ୍ ମି ଟୁ ୟୁ ହେମନ୍ତ ସାହୁ ଅମ୍ଳାନ ଦାସ, ଜ୍ୟୋତି ରଞ୍ଜନ ନାୟକ, ଶ୍ରଦ୍ଧା ପାଣିଗ୍ରାହୀ, ବିଜୟ ମହାନ୍ତି, ସ୍ମିତା ମହାନ୍ତି ୧ ନଭେମ୍ବର
୩୯ ମାଲ୍ ମହୁ ଜୀବନ ମାଟି ରମେଶ ରାଉତ ସବ୍ୟସାଚୀ ମିଶ୍ର, ଏଲିନା ସାମନ୍ତରାୟ, ବିଦୁସ୍ମିତା, ବିଜୁ ବଡ଼ଜେନା ୮ ନଭେମ୍ବର
୪୦ ଲାଲ୍‌ପାନ ବିବିର ସ୍ମାର୍ଟ୍ ଫ୍ୟାମିଲି ଅଶ୍ୱିନୀ ଗଡ଼ନାୟକ ମହାଶ୍ୱେତା ରାୟ, ମିହିର ଦାସ, ଅଙ୍କିତ ଦଳବେହେରା, ଦେବୀକା ଅରୁନ୍ଧତୀ ସାମଲ ୨୪ ନଭେମ୍ବର
୪୧ ବିଶ୍ୱରୂପ ସରୋଜ କାନ୍ତ ବିଶ୍ୱରୂପ, ଅମ୍ରିତା, ମନୋଜ ମିଶ୍ର ୧୩ ଡିସେମ୍ବର