ୟଶ ଚୋପ୍ରା

ହିନ୍ଦୀ ଚଳଚ୍ଚିତ୍ର ନିର୍ଦ୍ଦେଶକ

ୟଶ ରାଜ ଚୋପ୍ରା (୨୭ ସେପ୍ଟେମ୍ବର ୧୯୩୨- ୨୧ ଅକ୍ଟୋବର ୨୦୧୨)[୧] ଜଣେ ଭାରତୀୟ କଥାଚିତ୍ର ନିର୍ଦ୍ଦେଶକ, ଚିତ୍ରନାଟ୍ୟ ଲେଖକ ଓ ପ୍ରଯୋଜକ ଥିଲେ ।

ୟଶ ଚୋପ୍ରା
ଜନ୍ମ(1932-09-27)୨୭ ସେପ୍ଟେମ୍ବର ୧୯୩୨
ଲାହୋର, ବ୍ରିଟିଶ ଶାସନାଧୀନ ଭାରତ
ମୃତ୍ୟୁ୨୧ ଅକ୍ଟୋବର ୨୦୧୨(2012-10-21) (ବୟସ ୮୦)
ବୃତ୍ତି(ସମୂହ)କଥାଚିତ୍ର ନିର୍ମାତା, ନିର୍ଦ୍ଦେଶକ, ପ୍ରଯୋଜକ, ଚିତ୍ରନାଟ୍ୟ ଲେଖକ
ସକ୍ରିୟ ବର୍ଷ୧୯୫୯–୨୦୧୨
ବୈବାହିକ-ସାଥୀପାମେଲା ଚୋପ୍ରା (୧୯୭୦–୨୦୧୨)
ସନ୍ତାନଆଦିତ୍ୟ ଚୋପ୍ରା
ଉଦୟ ଚୋପ୍ରା
ସମ୍ପର୍କୀୟବଳଦେବ ରାଜ ଚୋପ୍ରା (ଭାଇ)
ଧରମ ଚୋପ୍ରା (ଭାଇ)

ଆଧାର ସମ୍ପାଦନା

  1. "Veteran filmmaker Yash Chopra dies at 80". IBN Live. 2012-10-21. Archived from the original on 2012-10-23. Retrieved 2012-10-21.

ଅଧିକ ତଥ୍ୟ ସମ୍ପାଦନା