ସ୍ପାଇଡ଼ର-ମ୍ୟାନ ମାର୍ଭିଲ ପତ୍ରିକାର ଏକ କାଳ୍ପନିକ ଚରିତ୍ର । ଲେଖକ ଷ୍ଟାନ ଲି ଏବଂ ଷ୍ଟିଭ୍ ଦିଟ୍କୋଙ୍କଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଚରିତ୍ରଟି ଅନ୍ତଲୋଜି ପତ୍ରିକାର ଅମେଜିଙ୍ଗ ଫଣ୍ଟସିର ୧୫ ଭାଗରେ ଦେଖା ଦେଇଥିଲା ।ଲେଖକଙ୍କ ଲେଖା ଅନୁସାରେ ଏହି ଚରିତ୍ରଟି ଅନାଥ ଏବଂ ନିଜ ମାମୁ ଏବଂ ମାଇଁଙ୍କ ସଂଗେ ରହି ଆସୁଥିଲା । ଯୁବ ପିଢ଼ିରେ ପାଦ ଦେଉ ଦେଉ ତା ଉପରେ ଦୈନନ୍ଦିନ ସମସ୍ୟାମାନଙ୍କ ସହ ଅନେକ ଗୁଡ଼ିଏ ଦାଇତ୍ୱ ଲଦି ହୋଇ ଯାଇ ଥିଲା । ଏହା ସହିତ ଏହି ଚରିତ୍ର କେତେ ଗୁଡ଼ିଏ ଦୈବୀ ଶକ୍ତିର ଅଧିକାରୀ ମଧ୍ୟ ହୋଇଥିଲା, ଯେଉଁଥିରୁ ସ୍ପାଇଡର ସେନ୍ସ, କାନ୍ଥରେ ଛାଡ଼ିବା, ଜାଲ ବୁଣିବା ଆଦି ଅନ୍ୟତମ ।

ସ୍ପାଇଡର-ମ୍ୟାନ
ଫାଇଲ:Spiderman50.jpg
Cover of The Amazing Spider-Man vol. 2, #50
(April 2003)
Art by J. Scott Campbell and Tim Townsend
Publication information
PublisherMarvel Comics
First appearanceAmazing Fantasy #15 (Aug. 1962)
Created byStan Lee
Steve Ditko
In-story information
Alter egoPeter Benjamin Parker
SpeciesHuman Mutate
Team affiliationsAvengers
New Avengers
Future Foundation
New Fantastic Four
Secret Defenders[୧]
Heroes for Hire[୨]
Jean Grey School[୩]
Parker Industries
Uncanny Avengers
Notable aliasesRicochet , Dusk ll , Prodigy ll , Hornet ll , Ben Reilly/Scarlet Spider ll
Abilities
  • Superhuman strength, speed and agility
  • Ability to cling to most surfaces
  • Genius-level intellect
  • Precognitive Spider-sense
  • Utilizes web-shooters to shoot strong spider-web strings from wrists

ସ୍ପାଇଡର-ମ୍ୟାନ ଚରିତ୍ରଟି ପ୍ରଥମକରି ୧୯୬୦ରେ ଏକ ଯୁବ ନାୟକ ଭାବେ ପତ୍ରିକାରେ ଦେଖା ଦେଇ ଥିଲେ । ଏହି ସ୍ପାଇଡର-ମ୍ୟାନ ସିରିଜର ମୁଖ୍ୟ ଚରିତ୍ର ଥିଲା ପିଟର ପାର୍କର ଯିଏ କି, ସ୍ପାଇଡର-ମ୍ୟାନର ଅନ୍ୟ ଏକ ରୂପ । ଅନ୍ୟ ଭାଷାରେ ଏକ ଗୁପ୍ତ ରୂପ । ସ୍ପାଇଡ଼ର-ମ୍ୟାନ ସିରିଜର ସମସ୍ତ ଅଧ୍ୟାୟରେ ସ୍ପାଇଡ଼ର-ମ୍ୟାନ ଗୋଟିଏ ପରେ ଗୋଟିଏ ଖଲନୟକଙ୍କ ସଂଗେ ଲଢ଼ି ଅଛି ।

ଆଧାର ସମ୍ପାଦନା

  1. Secret Defenders #6
  2. Heroes for Hire vol. 3 #8
  3. Spider-Man and the X-Men #1