ସୋମେଶ୍ୱର , ଭାରତୀୟ ରାଜ୍ୟ ଉତ୍ତରଖଣ୍ଡର ଅଲମୋରା ଜିଲ୍ଲାରେ ଅବସ୍ଥିତ ଥିବା ଏକ ଶୈଳ ନିବାସ ସହର ।  ଏହି ସହର କୋଶୀ ଓ ସାଇ ନଦୀର ସାଙ୍ଗମା ସ୍ଥଳରେ ଅବସ୍ଥିତ ଓ ପ୍ରସିଦ୍ଧ ପର୍ଯ୍ୟଟକ ସ୍ଥଳୀ କୌସାନିଠାରୁ 10 କିଲୋମିଟର ଦୁରବର୍ତୀ ।ଜୟନ୍ତୀ ଓ ଅଋ ପର୍ବତର ଶିଖର ନିକଟରେ ଏହା ରହିଛି ।ହିନ୍ଦୁ ଧର୍ମର ଏକ ପ୍ରସିଦ୍ଧ ଧର୍ମପୀଠ ହିସାବରେ ସୋମେଶ୍ୱର ଭକ୍ତ ତଥା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ । 

Someshwar

ଭୌଗୋଳିକ ଅବସ୍ଥିତି 

ସୋମେଶ୍ୱରର ଭୌଗୋଳିକ ଅବସ୍ଥିତି ହିମାଲୟର ପଦ ଦେଶରେ ଥିବାରୁ ଓ ଏଠାରେ ଉଭୟ ପାର୍ବତ୍ଯ ଓ ଉପତ୍ୟକା ସମତଳ ଇଲାକା ଥିବାରୁ ଏହାର ପରିବେଶ ଖୁବ ଆନନ୍ଦକର ।