ସେରାଟୋସୌରସ (English: Ceratosaurus) ଡାଇନୋସର ବଂଶର ଜୀବ ଅଟେ ।[୧] ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର ଜୀବାଶ୍ମ ଓ ଅବଶେଷ ଆଫ୍ରିକାରୁ ମିଳିଥିଲା ।[୨] ଏହାର ଜୀବାଶ୍ମ ଓ ଅବଶେଷ ଉତ୍ତର ଆମେରିକାରୁ ମିଳିଥିଲା ।[୩] ଏହାର ଜୀବାଶ୍ମ ଓ ଅବଶେଷ ଇଉରୋପରୁ ମିଳିଥିଲା ।[୪] ଏହି ଡାଇନୋସରଟି ଜୁରାସିକ ଯୁଗରେ ବାସ କରୁଥିଲା । ସେରାଟୋସୌରସ ଏକ ମାଂସାଶୀ ଜୀବ ଅଟେ ।

ଇତିହାସ ସମ୍ପାଦନା

 
C. nasicornis holotype, as mounted by Charles Gilmore in 1910 and 1911, National Museum of Natural History

ପ୍ରଥମ ନମୁନା, UNNM ୪୭୩୭ ନମୂନାର ନମୂନା, ୧୮୮୩ ଏବଂ ୧୮୮୪ ମସିହାରେ କୃଷକ ମାର୍ଶଳ ପାର୍କର ଫେଲଚ ଖୋଜିଥିଲେ । ଏକ ବ୍ୟକ୍ତ କଙ୍କାଳ (ହାଡ ସହିତ ଏବେ ମଧ୍ୟ ତାହାର ମୂଳ ରଚନାତ୍ମକ ସ୍ଥିତିରେ), ଏହା ଖପୂରି ସହିତ ପାଖାପାଖି ପୂର୍ଣ୍ଣ ଥିଲା । ନମୂନା କଠିନ ବଳୁଆ ପଥରରେ ଘେରି ହୋଇଥିବା ଅବସ୍ଥାରେ ମିଳିଥିଲା; ଜୀବାଷ୍ମ ଅନୁଶାରେ ଖପୂରୀର ହାଡ ଭାରୀ ରୂପେ ବିକୃତ କରାଯାଇଥିଲା ।

ବର୍ଗୀକରଣ ସମ୍ପାଦନା

 
Restoration of C. nasicornis by J. M. Gleeson from 1901, made under supervision of Charles R. Knight.

ସେରାଟୋସୌରସ ପ୍ରକାରର ନମୂନା ଏବଂ ଏହାପରର ପ୍ରକାଶନର ମୂଳ ବିବରଣୀରେ ମାର୍ଶ ବହୁ ବିଶେଷତାର ଉଲ୍ଲେଖ କରିଥିଲେ ଯାହା ସେହି ସମୟର ଅନ୍ୟ ସମସ୍ତ ତେରୋପିଡୋରେ ଅଜ୍ଞାତ ଥିଲେ । ଏଥିରୁ ଦୁଇ ବିଶେଷତା, ଫିଉଜ ପେଲଭିସ ଏବଂ କୋ-ଓସିଫିଲ୍ଡ ମେଟାଟାଇସ, ଯାହା ଆଧୁନିକ ପକ୍ଷୀ ଗଣରେ ଜଣାଯୌଥିଲା ଏବଂ ମାର୍ଶ ଅନୁଶାରେ ପରେ ଆହୁରି ଅଧିକ ଡାଇନେସର ମଧ୍ୟରେ ଘନିଷ୍ଠ ସମ୍ବନ୍ଧକୁ ସ୍ପଷ୍ଟ ଋପେ ପ୍ରଦର୍ଶିତ କରିଥାଏ ।

ଆଧାର ସମ୍ପାଦନା

  1. Olshevsky, G. (1995 onwards). Dinosaur Genera List Archived 2011-07-15 at the Wayback Machine.. Retrieved February 24, 2014.
  2. Dinosaur Jungle. "African Dinosaurs". Retrieved 19 March 2014.
  3. Dinosaur Jungle. "North American Dinosaur". Retrieved 19 March 2014.
  4. Dinosaur Jungle. "European Dinosaurs". Retrieved 15 March 2014.

ବହି ଆଧାର ସମ୍ପାଦନା

  • Walters, M. & J. Paker (1995). Dictionary of Prehistoric Life. Claremont Books. ISBN 1-85471-648-4.
  • Weishampel, D.B., P. Dodson & H. Osmólska (eds.) (2004). The Dinosauria, Second Edition. University of California Press. ISBN 0-520-24209-2.

ଆହୁରି ପଢନ୍ତୁ ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା