ସୂର୍ଯ୍ୟୋଦୟ ତତ୍କାଳ ଅଟେ, ଯେଉଁଥିରେ ସକାଳ ସମୟରେ ସୂର୍ଯ୍ୟଙ୍କ ଉପର ପାର୍ଶ୍ୱ ଦିଗବଳୟରେ ପ୍ରକଟ ହୋଇଥାଏ । [୧] ଏହି ଶବ୍ଦ ଦିଗବଳୟକୁ ଅତିକ୍ରମ କରୁଥିବା ସମୁଚି ପ୍ରକ୍ରିୟାକୁ ମଧ୍ୟ ସନ୍ଦର୍ଭିତ କରିପାରେ ଏବଂ ଏହା ସହିତ ବାୟୁମଣ୍ଡଳୀୟ ପ୍ରଭାବ ପକେଇପରେ ।[୨]

ଜୁଲାଇ ୨୦୧୭ ମସିହାରେ ଭିଏତନାମାରେ ସୂର୍ଯ୍ୟୋଦୟର ଫଟୋ

ଉଦୟ ସମ୍ପାଦନା

ଯଦିଓ ଦିଗବଳୟରୁ ସୂର୍ଯ୍ୟ "ଉଦୟ" ପ୍ରକଟ ହୋଇଥାଏ, ଏହା ବାସ୍ତବରେ "ପୃଥିବୀ"ର ଗତି ଅଟେ ଯାହା ସୂର୍ଯ୍ୟଙ୍କୁ ପ୍ରକଟ ହେବାର କାରଣ ବତେଇଥାଏ । ପୃଥିବୀର ପର୍ଯ୍ୟବେକ୍ଷଣରେ ଚାଲୁଥିବା ସୂର୍ଯ୍ୟଙ୍କ ଭ୍ରମଣ ଏକ (ଘୁର୍ଣ୍ଣନ ସନ୍ଦର୍ଭ ଫ୍ରେମ)ରେ ହୋଇଥାଏ। [୩] ଆର୍କିଟେକ୍ଟ ବୈକମିନଷ୍ଟର ଫୁଲର ସୂର୍ଯ୍ୟଙ୍କ ରଶ୍ମି ଏବଂ ସୂର୍ଯ୍ୟ ଫ୍ଲିପକୁ ସୁତ୍ରୀୟ ମଣ୍ଡଳର ଭଲ ପ୍ରତିନିଧିତ୍ୱ କରିବା ପାଇଁ ପ୍ରସ୍ତାବିତ କରିଥିଲେ, କିନ୍ତୁ ଏହି ଶବ୍ଦ ସାଧାରଣ ଭାଷାରେ ପ୍ରବେଶ କରାଯାଇନଥିଲା ।

ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା

  1. "U.S. Navy: Rise, Set, and Twilight Definitions". Archived from the original on 2015-08-14. Retrieved 2017-08-02.
  2. Sunrise – Definition and More from the Free Merriam-Webster Dictionary
  3. "The Earth Is the Center of the Universe: Top 10 Science Mistakes". Archived from the original on 2012-11-18. Retrieved 2017-08-02.