ସୁସ୍ମିତା ସେନ

ଭାରତୀୟ ଅଭିନେତ୍ରୀ

ସୁସ୍ମିତା ସେନ (ଜନ୍ମ ୧୯ ନଭେମ୍ବର ୧୯୭୫) ଜଣେ ଭାରତୀୟ ଚ୍ଚଳଚ୍ଚିତ୍ର ଅଭିନେତ୍ରୀ, ମଡେଲ୍ ଓ ୧୯୯୪ ମସିହାରେ ସେ ବିଶ୍ୱ ସୁନ୍ଦରୀ ପ୍ରିଯୋଗିତାର ବିଜେତା।ସେନ୍ ହେଉଛନ୍ତି ପ୍ରଥମ ଭାରତୀୟ ଯିଏକି ଏହି ମୁକୁଟ ଜିତିଥିଲେ।[୫]

Sushmita Sen
Sen in 2011
Born (1975-11-19) ୧୯ ନଭେମ୍ବର ୧୯୭୫ (ବୟସ ୪୮)[୧][୨]
Hyderabad, Andhra Pradesh, India[୩]
(now in Telangana, India)
OccupationActress
Years active1994 – present
TitleFemina Miss India 1994 (Winner)
Miss Universe 1994 (Winner)
Children2
AwardsBest Supporting Actress (1999) for Biwi No.1
Signature
ଫାଇଲ:Sushmita Sen Signature.jpg

ସେ ହିନ୍ଦୀ ଚଳଚ୍ଚିତ୍ର ଦସ୍ତକରୁ ତାଙ୍କ ସିନେମା ଜୀବନ ଆରମ୍ଭ କରିଥିଲେ।ତାମିଲ ଚଳଚ୍ଚିତ୍ର ରତଛାଗନ୍ରେ ନାଗାର୍ଜୁନଙ୍କ ସହ ଅଭିନୟ କରି ସେ ଏ ଦିଗରେ ଆଗକୁ ବଢିଥିଲେ।

ପ୍ରାଥମିକ ଜୀବନ ସମ୍ପାଦନା

ସେନ୍ ହାଇଦ୍ରାବାଦର ଏକ ବଙ୍ଗାଳୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ସୁବର ସେନ୍ ଜଣେ ଭାରତୀୟ ବାୟୁସେନାର ସେନାପତି ଓ ମାତା ଶୁଭ୍ରା ସେନ୍ ଜଣେ ଗହଣା ନକ୍ସାକାରୀ ଥିଲେ। ତାଙ୍କ ଭଉଣୀଙ୍କ ନାମ ନିଲମ୍ ଓ ଭାଇଙ୍କ ନାମ ରାଜୀବ ଅଟେ।

  1. "Bollywood beauty Sushmita Sen turns 40". The Indian Express. Retrieved 18 ଅପ୍ରେଲ 2016.
  2. "Sushmita Sen turns a year older: Lesser known facts". India Today. 19 ନଭେମ୍ବର 2015. Archived from the original on 8 ସେପ୍ଟେମ୍ବର 2017. Retrieved 18 ଅପ୍ରେଲ 2016.
  3. IANS (21 ମଇ 2010). "News : Sushmita Sen now wants a biological child". The Hindu. Chennai, India. Retrieved 24 ଅକ୍ଟୋବର 2011.
  4. Gupta, Pratim D. (20 ଅପ୍ରେଲ 2007). "Calcutta : Frontpage". The Telegraph. Kolkota, India. Retrieved 14 ଫେବୃଆରୀ 2011.
  5. win the crown, Sen was the. "Susmita Sen". Retrieved 14 ମାର୍ଚ୍ଚ 2017.