ସୁମନ ସହାୟ

ଭାରତୀୟ ବାୟୋକେମିସ୍ଟ, କାର୍ଯ୍ୟକର୍ତ୍ତା

ସୁମନ ସହାୟ ଜଣେ ଭାରତୀୟ କର୍ମୀ ଓ ଜିନ କ୍ୟାମ୍ପେନର ପ୍ରତିଷ୍ଠାତା ।

ସୁମନ ସହାୟ
ଜାତୀୟତାଭାରତୀୟ
ଜାତୀୟତାଭାରତ
ଶିକ୍ଷାପିଏଚ.ଡି., ୧୯୭୫
ଶିକ୍ଷାନୁଷ୍ଠାନଇଣ୍ଡିଆନ ଆଗ୍ରିକଲଚରାଲ ରିସର୍ଚ ଇନଷ୍ଟିଚ୍ୟୁଟ
ବୃତ୍ତିପ୍ରତିଷ୍ଠାତା ପରିଚାଳକ
ଜିନ କ୍ୟାମ୍ପେନ
ପୁରସ୍କାରଅର୍ଡ଼ର ଅଫ ଦି ଗୋଲ୍ଡେନ ଆର୍କ, ବର୍ଲଗ ଆୱାର୍ଡ଼, ପଦ୍ମଶ୍ରୀ

କ୍ୟାରିଅର ସମ୍ପାଦନା

ସହାୟ ଇଣ୍ଡିଆନ ଆଗ୍ରିକଲଚରାଲ ଇନଷ୍ଟିଚ୍ୟୁଟରୁ[୧] ୧୯୭୫ ମସିହାରେ ପିଏଚ.ଡି. ହାସଲ କରିଥିଲେ । ସେ ତା'ପରେ ଯଥାକ୍ରମେ ଅଲବର୍ଟା ବିଶ୍ୱବିଦ୍ୟାଳୟ, ଓ ଶେଷରେ ଚିକାଗୋ ବିଶ୍ୱବିଦ୍ୟାଳୟରୁ ହାଇଡଲବର୍ଗରେ ମାନବ ଆନୁବଂଶିକୀ ହାବିଲିଏସନ ଲାଭ କରିଥିଲେ ।[୨] ୱେବ ଅଫ ସାଇନ୍ସ ଅନୁସାରେ ସହାୟ ଜେନେଟିକ ଉପାୟରେ ବର୍ଦ୍ଧିତ ଜୀବମାନଙ୍କ ଉପରେ ୪୦ରୁ ଅଧିକ ପ୍ରସଙ୍ଗ ପ୍ରକାଶ କରିଛନ୍ତି ଓ ସେସବ୍ୟ ୧୫୦ରୁ ଅଧିକ ଥର ଆଧାର ଭାବେ ବ୍ୟବହାର ହୋଇସାରିଛି । ତାଙ୍କୁ ଏଥି ନିମନ୍ତେ ୭ ଏଚ-ଇଣ୍ଡେକ୍ସ ମିଳିଛି ।[୩] ସେ ଜିନ କ୍ୟାମ୍ପେନ ଅଣସରକାରୀ ଅନୁଷ୍ଠାନର ପରିଚାଳକ ।[୪][୫][୬]

ପୁରସ୍କାର ସମ୍ପାଦନା

  • ଅର୍ଡ଼ର ଅଫ ଦି ଗୋଲ୍ଡେନ ଆର୍କ, ୨୦୦୧[୧]
  • ବର୍ଲଗ ଆୱାର୍ଡ଼, ୨୦୦୪[୭]
  • ପଦ୍ମଶ୍ରୀ, ୨୦୧୧

ଚୋରୀ ସମ୍ପାଦନା

ଅପ୍ରେଲ୍ ୨୦୧୩ରେ ସ‌ହାୟ ତାଙ୍କ ଥେସିସ୍ ଚୋରି କରି ପ୍ରସ୍ତୁତ କରିଥିବା ଜଣା ପଡ଼ିଥିଲା,[୮] ଯାହା ୧୯୮୬ରେ ହେଇଡ଼େଲ୍‌ବର୍ଗ୍ ବିଶ୍ୱବିଦ୍ୟାଳୟରେ ଜମା କରାଯାଇଥିଲା ।[୯] ଅଧିକନ୍ତୁ ସେ କୌଣସି ପଦବୀରେ ନଥାଇ ମଧ୍ୟ ନିଜକୁ ବିଶ୍ୱବିଦୟାଳୟର ଅଧ୍ୟାପକ ବୋଲି ଦର୍ଶାଉଥିଲେ ।[୮] ୧୪ ଅପ୍ରେଲ୍ ୨୦୧୩ରେ, ହେଇଡ଼େଲ୍‌ବର୍ଗ୍ ବିଶ୍ୱବିଦ୍ୟାଳୟ ଏହି ଚୋରି ସ୍ୱୀକାର କରିଥିଲା ଓ ସ‌ହାୟଙ୍କର ନିଜକୁ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ କ‌ହିବାର କୌଣସି ଅଧିକାର ନାହିଁ ଓ ସ‌ହାୟ ନିଜକୁ venia legendi ଭାବେ ଘୋଷଣା କରିଥିଲେ ।[୮][୧୦]

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ "How I made it: Suman Sahai : Aspire". India Today. 2010-04-29. Retrieved 2013-03-29.
  2. "Dr Suman Sahai: Curriculum vitae". World Academy of Art and Science. Archived from the original on 2013-04-12. Retrieved 2013-04-12.
  3. Web of Science, accessed 2013-03-29.
  4. Basu, Paroma; Qiu, Jane; Powell, Kendall (2008). "Making a difference". Nature. 455 (7215): 1002–3. doi:10.1038/nj7215-1002a. PMID 18938259.
  5. Jayaraman, K.S. (2002). "Poor crop management plagues Bt cotton experiment in India". Nature Biotechnology. 20 (11): 1069. doi:10.1038/nbt1102-1069. PMID 12410241.
  6. Jayaraman, K.S. (1993). "Indians protest against US-led gene bank". Nature. 361 (6410): 291. Bibcode:1993Natur.361..291J. doi:10.1038/361291a0.
  7. "Subba Rao, Suman Sahai get Borlaug award". The Hindu. 2004-01-31. Archived from the original on 2008-09-24. Retrieved 2013-03-29. {{cite news}}: More than one of |accessdate= and |access-date= specified (help)
  8. ୮.୦ ୮.୧ ୮.୨ Köppelle, Winfried (9 ଅପ୍ରେଲ 2013). "Heidelberger Habilitations-Humbug". Laborjournal (in German) (4): 14–17. ISSN 1612-8354. OCLC 85726582. Archived from the original on 18 ଅପ୍ରେଲ 2013.{{cite journal}}: CS1 maint: unrecognized language (link) English translation
  9. "Sahai, Suman: Elucidation of the role of neurotransmitter glutamate in normal and abnormal mental function". HEIDI. University Library Heidelberg. Retrieved 2013-04-12.
  10. "Stellungnahme der Medizinischen Fakultät der Universität Heidelberg". UniversitätsKlinikum Heidelberg. Archived from the original on 29 ଅପ୍ରେଲ 2013. Retrieved 29 ଅପ୍ରେଲ 2013.

ବାହାର ତଥ୍ୟ ସମ୍ପାଦନା