ସୁନା ହରିଣୀ

୧୯୯୯ର ଓଡ଼ିଆ କଥାଚିତ୍ର

ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ସୁନା ହରିଣୀ [୨] ୧୯୯୯ ମସିହାରେ ମୁକ୍ତିଲାଭ କରିଥିଲା ।

ସୁନା ହରିଣୀ
ନିର୍ଦ୍ଦେଶକହିମାଂଶୁ ପରିଜା
ପ୍ରଯୋଜକକେଶବ ରାଉତ
ଚିତ୍ରନାଟ୍ୟହିମାଂଶୁ ପରିଜା, ସୁବୋଧ ପଟ୍ଟନାୟକ
କାହାଣୀହିମାଂଶୁ ପରିଜା
କଳାକାରରଚନା ବାନାର୍ଜୀ, ସିଦ୍ଧାନ୍ତ ମହାପାତ୍ର, ହର ପଟ୍ଟନାୟକ, ଦେବୁ ବୋଷ
ସଙ୍ଗୀତମନ୍ମଥ ମିଶ୍ର
ଚିତ୍ରଗ୍ରହଣଦିଲ୍ଲିପ
ସମ୍ପାଦକଦେବେନ ମିଶ୍ର
ମୁକ୍ତିଲାଭ ତାରିଖ
୧୨ ଅକ୍ଟୋବର ୧୯୯୯ [୧]
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୮୯ଲକ୍ଷ ୬୫ହଜାର


ଅଭିନୟରେ ସମ୍ପାଦନା

ଓଡ଼ିଆଚଳଚ୍ଚିତ୍ର ‘ସୁନା ହରିଣୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର ସମ୍ପାଦନା

  1. ଧରିତ୍ରୀ (୨୩ଡିସେମ୍ବର୧୯୯୯)
  2. ଇଣ୍ଟରନେଟ ମୁଭି ଡାଟାବେସରେ ସୁନା ହରିଣୀ
  3. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.