[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Sikandrabad
city
Country India
StateUttar Pradesh
DistrictBulandshahr
Population
 (2001)
 • Total୬୯,୯୦୨
Languages
 • OfficialHindi
Time zoneUTC+5:30 (IST)
PIN
203205
Telephone code05735
ଯାନବାହାନ ପଞ୍ଚୀକରଣUP-13
Websitebulandshahar.nic.in


ସିକନ୍ଦରାବାଦ ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ବୁଲନ୍ଦ୍ଶହ୍ର୍ ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିକନ୍ଦରାବାଦ ସହରର ମୋଟ ଜନସଂଖ୍ୟା ୬୯୯୦୨ ଅଟେ ।[୧] ସେଥି ମଧ୍ୟରୁ ୫୨.୩୬% ଜଣ ପରୁଷ ହୋଇଥିବା ବେଳେ ୪୭.୬୪% ଜଣ ନାରୀ ଅଟନ୍ତି । ସିକନ୍ଦରାବାଦର ସାକ୍ଷରତା ହାର ୪୯.୮୧% ଅଟେ । ଏହା ଜାତୀୟ ହାରଠାରୁ ୧୫.୦୩% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୦.୨୮% ପ୍ରତିଶତ ପୁରୁଷ ଓ ୧୯.୫୩% ନାରୀ ଅଟନ୍ତି । ୧୭.୦୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]

ଭାଷା ସମ୍ପାଦନା

ହିନ୍ଦୀ ସିକନ୍ଦରାବାଦର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା