[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Sasaram
सासाराम
City
sasaram city
Country India
StateBihar
RegionShahabad
DivisionPatna Division
DistrictRohtas
Ward40
Government
 • TypeMunicipal Council
 • BodySasaram Municipality
 • ChairmanNazia Begum
Elevation
150 m (490 ft)
Population
 (2014)[୧]
 • Total୧,୪୭,୪୦୮
 • Rank180th
DemonymSasaramite
Time zoneUTC+5:30 (IST)
PIN
821115
Telephone code91-6184
ଯାନବାହାନ ପଞ୍ଚୀକରଣBR 24
Railway StationSasaram Junction
Websiterohtas.bih.nic.in


ସାସାରାମ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ବିହାରର ରୋହ୍ତସ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ସାସାରାମ ୨୪.୯୪୮୭ ଉତ୍ତର ଅକ୍ଷାଂଶ ଓ ୮୪.୦୧୬୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୩୪ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାସାରାମ ସହରର ମୋଟ ଜନସଂଖ୍ୟା ୧୩୧୦୪୨ ଅଟେ ।[୩] ସେଥି ମଧ୍ୟରୁ ୫୩.୧୬% ଜଣ ପରୁଷ ହୋଇଥିବା ବେଳେ ୪୬.୮୪% ଜଣ ନାରୀ ଅଟନ୍ତି । ସାସାରାମର ସାକ୍ଷରତା ହାର ୬୫.୦୯% ଅଟେ । ଏହା ଜାତୀୟ ହାରଠାରୁ -୦.୨୫% ପ୍ରତିଶତ କମ ଅଟେ । ସେଥିରୁ ୩୮.୦୭% ପ୍ରତିଶତ ପୁରୁଷ ଓ ୨୭.୦୨% ନାରୀ ଅଟନ୍ତି । ୧୫.୫୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା ସମ୍ପାଦନା

ହିନ୍ଦୀ ସାସାରାମର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା