ସାଲେମ ବିମାନ ବନ୍ଦର ( ଭାରତ )


ସାଲେମ ବିମାନ ବନ୍ଦର (IATA: SXVICAO: VOSM)IATA: SXV, ICAO: VOSM) ଭାରତୀୟ ରାଜ୍ୟ ତାମିଲନାଡୁର ସାଲେମ ସହରରୁ ଉତ୍ତର ପଶ୍ଚିମରେ ୧୫ କିଲୋମିଟର ଦୁରବର୍ତୀ କମଳାପୁରମ ଅବସ୍ଥିତ । ଏହା ସାଲେମ, ଧର୍ମପୁରୀ ଓ କୃଷ୍ଣଗିରି ଜିଲ୍ଲାକୁ ବିମାନ ସେବା ଯୋଗେଇଥାଏ । 

Salem Airport
சேலம் விமான நிலையம்
Cēlam Vimāṉa Nilaiyam
IATA: SXVICAO: VOSM
ସାରକଥା
ବିମାନ ବନ୍ଦର ପ୍ରକାର Public
Owner Government of India
ପରିଚାଳକ Airports Authority of India
ସେବା Salem District
ଅବସ୍ଥାନ Salem, India
ଉଚ୍ଚତା (ସମୁଦ୍ର ଠାରୁ) 1008 ft / 307 m
ଦିଗବାରେଣି 11°46′55″N 078°03′52″E / 11.78194°N 78.06444°E / 11.78194; 78.06444
Map
SXV is located in Tamil Nadu
SXV
SXV
SXV is located in India
SXV
SXV
Location in Salem
ରନବେ
ଦିଗ ଲମ୍ବ ଭୂମି
ft m
04/22 5,925 1,806 Asphalt
Source: DAFIF[୧][୨]

ଇତିହାସ  ସମ୍ପାଦନା

୧୯୯୩ ମସିହାରେ ସାଲେମ ବିମାନ ବନ୍ଦର ୬ କୋଟି ଟଙ୍କାର ଅଟକଳରେ ମୁଖ୍ଯତଃ ସ୍ଥାନୀୟ ବ୍ୟବସାୟୀ ଓ ଶିଲ୍ପପତି ମାନଙ୍କଦ୍ୱାରା ଦାନ ସୂତ୍ରରେ ପ୍ରଦତ୍ତ ୧୩୬ ଏକର ପରିମିତ ସ୍ଥାନରେ ନିର୍ମିତ ହେଇଥିଲା। ଏହା ଭାରତର ପ୍ରଥମ ବିମାନ ବନ୍ଦର ଯାହା ସାଧାରଣ ଜନତା , ସ୍ଥାନୀୟ ଶିଳ୍ପ ସମୂହଙ୍କ ସହଯୋଗିତା ଭିତ୍ତିରେ ନିର୍ମିତ ହେଇଥିଲା । ପ୍ରଥମେ ବାୟୁଦୂତର ସାନ ବିମାନ ପାଇଁ ହେଇଥିବା ୧,୩୫୦ ମିଟର ରାନୱେକୁ ପରେ ଆହୁରି ୬୦୦ ମିଟର ବୃଦ୍ଧହୀ କରାଯାଇଥିଲା । NSPCଦ୍ୱାରା ଏଠାକୁ ଚେନ୍ନଇରୁ ବିମାନ ସେବା ଆରମ୍ଭ ହେଇଥିଲେ ମଧ୍ୟ ତାହା ଆର୍ଥିକ ଭାବରେ ଲାଭଯୁକ୍ତ ନା ହେବାରୁ ବନ୍ଦ ହେଇଗଲା ।  [୩]  ଏହା ଅନେକ ଦିନ ଉପଯୋଗ ନ ହେଇ ପଡି ରହିବା ପରେ ୨୦୦୬ରେ ଡେକାନ ଏୟାର ( ଯାହା କିଙ୍ଗ ଫିଶର[୪] ସହ ମିଶି ଯାଇଥିଲା )ଦ୍ୱାରା ପୁନର୍ଚାଳିତ ହେଲା । ଏହା ମଧ୍ୟ ୨୦୧୨ରୁ ବନ୍ଦ ହେଇଗଲା । [ଆଧାର ଲୋଡ଼ା]

ପରେ ବହୁ ଉଦ୍ୟମ ପରେ ପୁଣି କିଙ୍ଗ ଫିଶର ଏୟାର ଲାଇନ ୨୦୦୯ରୁ ବିମାନ ଚଳେଇଥିଲେ ମଧ୍ୟ ୨୦୧୧ରେ ଫେର ବନ୍ଦ କରିଦେଲା । [୫]

Flight training and pilot training centres ସମ୍ପାଦନା

ଏଠାରେ ଅନୁକୂଳ ବାତାବରଣ ଯୋଗୁଁ ୨ଟି ବିମାନ ଚାଳନା ଟ୍ରେନିଂ ସ୍କୁଲ ଖୋଲିଛି । [୫]

References ସମ୍ପାଦନା

  1. VOMM ପାଇଁ ବିମାନ ବନ୍ଦର ତଥ୍ୟ (ବିଶ୍ଵ ବିମାନ ତଥ୍ୟ) Source: DAFIF.
  2. ଛାଞ୍ଚ:GCM
  3. "Salem airport is all set to get a new lease of life". The Hindu. 19 August 2006. Archived from the original on 28 August 2006. Retrieved 6 Jan 2012. {{cite news}}: More than one of |accessdate= and |access-date= specified (help)
  4. "Salem airport back in operation after Kingfisher starts Chennai-Salem service". The Times of India. 16 November 2009. Archived from the original on 15 July 2012. Retrieved 6 Jan 2012. {{cite news}}: More than one of |accessdate= and |access-date= specified (help)
  5. ୫.୦ ୫.୧ "More flying schools land in Salem airport as commercial flights shut". The Times of India. 28 December 2011. Archived from the original on 3 January 2013. Retrieved 6 Jan 2012. {{cite news}}: More than one of |accessdate= and |access-date= specified (help)