ସାରଦା ମୁଖାର୍ଜୀ

ଭାରତୀୟ ରାଜନୀତିଜ୍ଞ

ସାରଦା ମୁଖାର୍ଜୀ (ଜନ୍ମ ୨୪  ଫେବୃଆରୀ ୧୯୧୯ , ମୁମ୍ବାଇ [୧]) ଜଣେ ମହିଳା ରାଜନୀତିଜ୍ଞ ଥିଲେ ଓ ସେ ମହାରାଷ୍ଟ୍ରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ବିବାହ ପୂର୍ବ ନାମ ସାରଦା ପଣ୍ଡିତ ଥିଲା ଓ ସେ ଗୁଜରାଟଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବରେ 1987 ମସିହାରୁ 1983 ମସିହା ଯାଏ ରହିଥିଲେ । ସେ ଏୟାର ଚିଫ ମାର୍ଶଲ ସୁବ୍ରତ ମୁଖାର୍ଜୀଙ୍କୁ ୧୯୩୭  ବିବାହ କରିଥିଲେ ।  ତାଙ୍କର ଜଣେ  ପୁତ୍ର  ଅଛନ୍ତି । 

ସାରଦା ମହାରାଷ୍ଟ୍ରର ରତ୍ନଗିରି ଲୋକ ସଭା ମଣ୍ଡଳୀରୁ ତୃତୀୟ ଓ ଚତୁର୍ଥ ଲୋକ ସଭାକୁ ନିର୍ବାଚିତ ହେଇଥିଲେ । [୨]

References ସମ୍ପାଦନା

  1. "Members Profile". Retrieved 23 ଫେବୃଆରୀ 2012.
  2. "Former Members of Lok Sabha". Retrieved 23 ଫେବୃଆରୀ 2012.

ବାହାର ଲିଙ୍କ  ସମ୍ପାଦନା