ଶ୍ରୀନିବାସରାଘବନ ଭେଙ୍କଟରଘବନ

ଭାରତୀୟ କ୍ରିକେଟ ଖେଳାଳୀ

ଶ୍ରୀନିବାସରାଘବନ ଭେଙ୍କଟରଘବନ (ଶବଦ ବିଷୟରେ pronunciation (ଜନ୍ମ 21 ଏପ୍ରିଲ 1945 , ଅସମର୍ଥିତ ସୂତ୍ରରୁ [୧]ଜଣେ ଭାରତୀୟ କ୍ରିକେଟ ଖେଳାଳି। ସେ ଭାରତ ପାଇଁ ଟେଷ୍ଟ କ୍ରିକେଟ ଖେଳିଥିଲେ ଓ ପରେ ICC ପାନେଲରେ ଅନ୍ତର୍ଜାତିକ ଅମପାୟର ଭାବରେ କାର୍ଯ୍ୟ କରିଥିଲେ ,[୨] ସେ ଇଂଲଣ୍ଡର ଡର୍ବିସାୟର କ୍ଲବ ପାଇଁ କ୍ରିକେଟ ଖେଳିଥିଲେ ,[୨]ସେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ .[୩]

ବ୍ୟକ୍ତିଗତ ତଥ୍ୟ
ନାମSrinivasaraghavan Venkataraghavan
ଡାକ ନାମVenkat
ବ୍ୟାଟିଂ ପ୍ରକାରRight-hand
ବୋଲିଂ ପ୍ରକାରRight-arm off break
ଭୂମିକାBowler, umpire
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 110)27 February 1965 v New Zealand
ଶେଷ ଟେଷ୍ଟ24 September 1983 v Pakistan
ପ୍ରଥମ ଦିନିକିଆ (cap 9)13 July 1974 v England
ଶେଷ ଦିନିକିଆ7 April 1983 v West Indies
ଘରୋଇ ଦଳ ତଥ୍ୟ
YearsTeam
1970–1985Tamil Nadu
1973–1975Derbyshire
1963–1970Madras
ଅମ୍ପାୟାରିଂ ତଥ୍ୟ
ଟେଷ୍ଟ ଅମ୍ପାୟାରିଂ73 (1993–2004)
ଦିନିକିଆ ଅମ୍ପାୟାରିଂ52 (1993–2003)
ପ୍ରଥମଶ୍ରେଣୀ ଅମ୍ପାୟାରିଂ79 (1990–2004)
ଲିଷ୍ଟ ଏ ଅମ୍ପାୟାରିଂ56 (1990–2003)
Career statistics
ପ୍ରତିଯୋଗିତା Tests ODI FC LA
ମ୍ୟାଚ ସଂଖ୍ୟା 57 15 341 71
ମୋଟ ରନ 748 54 6617 346
ବ୍ୟାଟିଂ ହାର 11.68 10.80 17.73 11.16
ଶତକ/ଅର୍ଦ୍ଧଶତକ 0/2 –/– 1/24 0/0
ସର୍ବାଧିକ ରନ 64 26* 137 26*
ବଲ ସଂଖ୍ୟା 14877 868 83548 3985
ଉଇକେଟ 156 5 1390 64
ବୋଲିଂ ହାର 36.11 108.40 24.14 35.34
ଇନିଙ୍ଗସରେ ୫ଟି ଉଇକେଟ 3 85 0
ମ୍ୟାଚରେ ୧୦ଟି ଉଇକେଟ 1 n/a 21 n/a
ସବୁଠୁ ଭଲ ବୋଲିଂ 8/72 2/34 9/93 4/31
କ୍ୟାଚ/ଷ୍ଟମ୍ପିଙ୍ଗ 44/– 4/– 316/– 29/–
Source: Cricket Archive, 10 March 2014


ଖେଳ ଜୀବନୀ  ସମ୍ପାଦନା

ସ୍ପିନ ବୋଲର ଭାବେ ଭେଙ୍କଟ 1970 ମସିହା ସମୟରେ ଥିବା ପ୍ରସିଦ୍ଧ ଭାରତୀୟ ସ୍ପିନ କୁଆର୍ତେଟ , ଯହିଁରେ  ବେଦି , ପ୍ରସନ୍ନା ଓ ଚନ୍ଦ୍ରଶେଖର [୪] ମଧ୍ୟଥିଲେ ,ର ସଦସ୍ୟ ଥିଲେ । ସେ ଜଣେ ବଳିଷ୍ଠ କ୍ଷେତ୍ର ରକ୍ଷକ ଥିବା ସହ ଜଣେ ଭଲ ତଳ ଓଡର ବେତସ ମେନ ଥିଲେ । [୪]   ମାତ୍ର 20 ବର୍ଷ ବଯଶରେ ସେ ଟେଷ୍ଟ ଦଳରେ ସ୍ଥାନ ପାଇ ନିଉଜିଲାଣ୍ଡ ଦଳ ବିପକ୍ଷରେ ଦିଲ୍ଲୀ ଟେଷ୍ଟରେ 12ଟି ୱିକେଟ ନେବା ସହ ନିଜକୁ ଜଣେ ଅନ୍ତର୍ଜାତିକ ସ୍ତରର ସ୍ପିନର ହିସାବରେ ପ୍ରତିପାଦନ କରିଥିଲେ । ସେ 1070-71ର ୱେଷ୍ଟ ଇଣ୍ଡିଜ ଓ ଇଂଲଣ୍ଡ ଗସ୍ତ ପାଇଁ ଯାଇଥିବା ଭାରତୀୟ ଦଳର ଉପଧିନାୟକ ଥିଲେ ଓ ଭାରତ ଉଭୟ ସିରିଜ ଜିତି ଥିଲା । ଭେଙ୍କଟ ତ୍ରିନିଦାଦ ଟେଷ୍ଟରେ 5 ୱିକେଟ ନେବା ସହ ଇଂଲଣ୍ଡରେ 3ଟି ଟେଷ୍ଟରେ 13ଟି ୱିକେଟ ନେଇ ଭାରତୀୟ ବିଜଯରେ ମହତ୍ୱପୂର୍ଣ ଯୋଗଦାନ ଦେଇଥିଲେ । ସେ 1975 ଓ 1979 ବିଶ୍ୱ କପରେ ଭ୍ୟାରତୀୟ ଦଳର ଅଧିନାଯକ ଥିଲେ । ଘରେଇ କ୍ରିକେଟରେ ସେ ତାମିଲନାଡୁ ଓ ଦକ୍ଷିଣ ଜୋନ ପାଇଁ ଖେଳୁଥିଲେ । [୪] 1985 ମସିହାରେ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ପରେ ସେ ଜଣେ କ୍ରିକେଟ ପ୍ରଶାସକ ତଥା ଭାରତୀୟ ଦଳର ମେନେଜର ଭାବରେ କାର୍ଯ୍ୟ କରିଥିଲେ ତାଙ୍କୁ 2003 ମସିହାରେ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା ।   .[୪]

ଅମପାୟର ଜୀବନୀ  ସମ୍ପାଦନା

ଅନ୍ତର୍ଜାତିକ ଅମପାୟର ଭାବରେ ଭେଙ୍କଟ ଜଯପୁରରେ 1993ମସିହାରେ ଭାରତ ବନାମ ଇଂଲଣ୍ଡ ମେଚରେ ପ୍ରଥମ ପଦାର୍ପଣ କଲେ ।ସେହି ମାସରେ ସେ ଟେଷ୍ଟ ଅମପାୟରେ ଭାବରେ କଲିକତାରେ ଭରତ ବନାମ ଇଂଲଣ୍ଡ ମେଚ ପରିଚାଳନା କରିଥିଲେ । 1994ରେ ICCଦ୍ୱାରା ଗଠନ କରାଯାଇଥିବା ଅମପାୟର ପ୍ଯାନେଲରେ ସେ ରହିଥିଲେ । 2002 ମସିହାରେ ICC ନୂତନ ଭାବେ ଶ୍ରେଷ୍ଠ 8 ଜଣ ଅମପାୟରଙ୍କୁ ନେଇ ଏଲାଇଟ ପ୍ଯାନେଲ ସୃଷ୍ଟି କରିଥିଲା ଓ ଭେଙ୍କଟ ସେଥିରେ ପୁରଣକାଳୀନ ଭିତ୍ତିରେ ସ୍ଥାନ ପାଇଥିଲେ । ସେ 2004 ମସିହାରେ ନିଜେ ସେଥିରୁ ଅବ୍ୟାହତି ନେଇ ଥିଲେ । ତାଙ୍କୁ ଜଣେ ଶ୍ରେଷ୍ଠ ଅମପାୟର ଭାବରେ ଗଣାଯାଏ । 

ଅମପାୟର ଭାବରେ ସେ 6ଟି ଏଶେସ ଟେଷ୍ଟ ଓ 1996,1999 ଓ 2003 ବିଶ୍ୱ କପ ମେଚ ପରିଚାଳନା କରିଥିଲେ । ସେ  1996 ଓ 1999ରେ ସେମିଫାଇନାଲ ତଥା 1999ରେ ଫାଇନାଲ ମେଚରେ ସେ ରହିଥିଲେ । ସେ ସମୁଦାଯ 73ଟି ଟେଷ୍ଟ ଓ 52ଟି ଏକ ଦିବାସୀୟରେ ଅମପାୟର ରହିଥିଲେ । [୪]

ଅମପାୟରିଙ୍ଗ ପରିସଙ୍ଖ୍ୟନ  ସମ୍ପାଦନା

First Last Total
Tests   India v   England at Kolkata, January 1993   South Africa v   West Indies at Centurion, January 2004 73
ODIs   India v   England at Jaipur, January 1993   Australia v   New Zealand at Faridabad, October 2003 52

Education ସମ୍ପାଦନା

ଭେଙ୍କଟ ଜଣେ ଇଂଜିନିଯରିଂ ଗ୍ରାଜୁଏଟ ଥିଲେ .[୫]

ପୁନଶ୍ଚ ଦେଖଣା  ସମ୍ପାଦନା

  • List of Test cricket umpires
  • List of One Day International cricket umpires

ଆଧାର  ସମ୍ପାଦନା

  1. "Birthday's today". The Telegraph. 21 April 2011. Retrieved 21 April 2014. Mr Srinivas Venkataraghavan, former India cricketer, 66
  2. ୨.୦ ୨.୧ http://madrasmusings.com/Vol%2023%20No%207/the-mr-versatile-of-indian-cricket.html. {{cite web}}: Missing or empty |title= (help) ଆଧାର ଭୁଲ: Invalid <ref> tag; name "Guindy Alumnus" defined multiple times with different content
  3. "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on October 15, 2015. Retrieved July 21, 2015.
  4. ୪.୦ ୪.୧ ୪.୨ ୪.୩ ୪.୪ {{cite web}}: Empty citation (help)
  5. Chatterjee, Abhijit (22 February 2004). "Goodbye to a glorious innings". The Sunday Tribune. The Tribune Trust. Retrieved 3 April 2012.

ବାହାର ଲିଙ୍କ  ସମ୍ପାଦନା