ଶିଶୁନାଗ

ଭାରତୀୟ ରାଜା

ଶିଶୁନାଗ (or Shusunaga) (c. 444 – 363 BCE) ଶିଶୁନାଗ ବଂଶର ପ୍ରତିଷ୍ଠାତା । ବର୍ତ୍ତମାନର ଉତ୍ତର ଭରତରେ ଥିବା ପ୍ରାଚୀନ ମଗଧ ସମ୍ଭ୍ରାଜ୍ୟ ସେ ସ୍ଥାପନ କରିଥିଲେ । ପ୍ରଥମେ ସେ ହରାଯନକା ବଂଶ ପରିଚାଳିତ ମଗଧ ରାଜ୍ୟରେ ଜଣେ ଅମାତ୍ୟ ଥିଲେ । ରାଜ୍ୟର ଲୋକମାନେ ଶାସକଙ୍କ ବିରୁଦ୍ଧରେ ବିଦ୍ରୋହ କରି ଶିଶୁନାଗଙ୍କୁ ଗାଦିନଶିନ କରିଥିଲେ । ପୁରାଣ ବର୍ଣ୍ଣନା ଅନୁସାରେ ସେ ତାଙ୍କର ପୁତ୍ରକୁ ବାରଣାଶୀରେ ରାଖୀ ନିଜେ ରାଜଗୃହଠାରୁ ଶାସନ କାର୍ଯ୍ୟ କରିଥିଲେ । ତାଙ୍କ ଅନ୍ତେ ପୁତ୍ର କଳାଶୋକ ତାଙ୍କର ଉତ୍ତରାଧିକାରୀ ଭାବରେ ରାଜ୍ୟ ପାଇଥିଲେ । 

ଶିଶୁନାଗ
Founder of Shishunaga dynasty
ଶାସନକାଳ c. 412 – c. 395 BCE
ପୂର୍ବାଧିକାରୀ Nāgadāsaka (of Haryanka dynasty)
ଉତ୍ତରାଧିକାରୀ Kalashoka (Kakavarna)
ସନ୍ତାନସନ୍ତତିଗଣ
Kalashoka

Early life ସମ୍ପାଦନା

ମହାବଂଶତିକା ଅନୁସାରେ ଶ୍ରୀଶ୍ରୁଙ୍ଗବୈଶାଳୀର  ଲିଛଭି ବଂଶର ରାଜାଙ୍କ ପୁତ୍ର ଥିଲେ । ସେ ନଗର ଶୋଭୀନୀଙ୍କ ଔରସରୁ ଜନ୍ମ ହେଇ ଜଣେ କର୍ମଚାରୀଙ୍କଦ୍ୱାରା ପାଳିତ ହେଇଥିଲେ । ବିଦ୍ରୋହ ସମୟରେ ସେ ରାଜା ନଗଦଶକଙ୍କ ଅଧୀନରେ ବରାଣଶୀଠାରେ ଭାଇସରାୟ ଭାବରେ ଅବସ୍ଥିତ ଥିଲେ । .[୧]  

ରାଜୁତି  ସମ୍ପାଦନା

ଶ୍ରୀଶ୍ରୁଙ୍ଗ ଖ୍ରୀଷ୍ଟପୂର୍ବ 413ରୁ 395 ଯାଏ ଶାସନ କରିଥିଲେ । ତାଙ୍କର ରାଜଧାନୀ ରାଜଗୃହଠାରେ ଥିଲା ଓ ବୈଶାଳୀଠାରେ ଦ୍ୱିତୀୟ ପ୍ରସାଦ ଥିଲା । ପରେ ସେ ବୈଶାଳୀକୁ ରାଜଧାନୀ ପରିବର୍ତ୍ତନ କରିଥିଲେ । ସେ ପ୍ରଦ୍ୟୋତ ରାଜବଂଶ ନିର୍ମାଣ କରିଥିବା କୀର୍ତ୍ତି ସମୂହକୁ ଦ୍ୱଂଶ କରିଥିଲେ । .[୨]

ପୁରାଣ ଅନୁସାରେ ସେ ତାଙ୍କର ପୁତ୍ରଙ୍କୁ ବରାନଶୀରେ ରାଜଗଦିରେ ବସେଇ ନିଜେ ରାଜବଂଶ ଓ ବୈଶାଲୀରେ ଶାସନ କରୁଥିଲେ । [୩][୪]

ରାଜ୍ୟ ବିସ୍ତାର  ସମ୍ପାଦନା

ତାଙ୍କ ସମୟରେ ତାଙ୍କ ସମ୍ଭ୍ରାଜ୍ୟ ବିଶାଳ ଆକାର ଧାରଣ କରିଥିଲା । ସେ ତାମିଲନାଡୁ , ମଦୁରାଇ , ପାକିସ୍ତାନ , ନେପାଲ , ଭୁଟାନ , ଆଫଗାନିସ୍ତାନ,ସବୁ ବିଜଯ କରି ନିଜ ସମ୍ଭାର୍ଜ୍ୟରେ ମିସେଇଥିଲେ । 

ନୋଟ ସବୁ  ସମ୍ପାଦନା

  1. Upinder Singh 2016, p. 272.
  2. Raychaudhuri 1972, pp. 193–5.
  3. Raychaudhuri 1972, p. 193.
  4. Mahajan 2007, pp. 250–1.

References ସମ୍ପାଦନା

  • Mahajan, V.D. (2007) [1960], Ancient India, New Delhi: S. Chand, ISBN 81-219-0887-6
  • Raychaudhuri, H.C. (1972), Political History of Ancient India, Calcutta: Calcutta: University of Calcutta
  • Singh, Upinder (2016), A History of Ancient and Early Medieval India: From the Stone Age to the 12th Century, Pearson Education, ISBN 978-93-325-6996-6
  • Thapar, Romila (1990) [1966], A History of India, vol. 1, Penguin Books, ISBN 978-0-14-194976-5


ଛାଞ୍ଚ:India-hist-stub ଛାଞ୍ଚ:India-royal-stub