ଲୋଇସିଂହା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଲୋଇସିଂହା (କ୍ରମିକ ସଂଖ୍ୟା: ୬୬) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଲୋଇସିଂହା ବ୍ଳକ, ଆଗଲପୁର ବ୍ଳକ ଓ ପୁଇଁତଳା ବ୍ଳକ ।[୨][୩]

ଲୋଇସିଂହା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୧୧,୦୮୨
ଜିଲ୍ଲା: ବଲାଙ୍ଗୀର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବଲାଙ୍ଗୀର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଯୋଗେନ୍ଦ୍ର ବେହେରା ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପାଣ୍ଡବ ଚନ୍ଦ୍ର କୁମ୍ଭାରଙ୍କଠାରୁ ୨୨୮୫୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୫୭ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୫][୬]

୨୦୦୯ ନିର୍ବାଚନ ସମ୍ପାଦନା

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରମାକାନ୍ତ ସେଠ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପାଣ୍ଡବ ଚନ୍ଦ୍ର କୁମ୍ଭାରଙ୍କଠାରୁ ୪,୦୯୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୭]

୨୦୦୯ ବିଧାନ ସଭା ନିର୍ବାଚନ, ଲୋଇସିଂହା [୮]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ରମାକାନ୍ତ ସେଠ ୪୯,୬୫୯ ୩୪.୪୦ -
କଂଗ୍ରେସ ପାଣ୍ଡବ ଚନ୍ଦ୍ର କୁମ୍ଭାର ୪୫,୫୬୬ ୩୧.୫୬ -
ଭାଜପା ମାଘ କୁମ୍ଭାର ୩୮,୨୬୧ ୨୬.୫୦ -
ବସପା ଦେବେନ୍ଦ୍ର ବାରିକ ୪,୫୮୮ ୩.୧୮ -
ସପା ଗଜେନ୍ଦ୍ର ଦଣ୍ଡସେନା ୨,୭୯୬ ୧.୯୪ -
ସ୍ୱାଧୀନ ଲମ୍ବୋଦର କୁମ୍ଭାର ୧,୭୬୭ ୧.୨୨ -
ଓଡ଼ିଶା ମୁକ୍ତି ମୋର୍ଚ୍ଚା ନୀରଜ ତାଣ୍ଡି ୧,୭୩୨ ୧.୨୦ -
ଭୋଟ ବ୍ୟବଧାନ ୪,୦୯୩ ୨.୮୪* -
ମତଦାନ ହାର ୧,୪୪,୩୮୧ ୭୨.୦୭ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର ସମ୍ପାଦନା

  1. "Loisingha Assembly Election 2009, Orissa". empoweringindia.org. Retrieved 11 June 2013. Constituency: Loisingha (66) District : Bolangir
  2. Assembly Constituencies and their Extent
  3. Seats of Odisha
  4. https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "State Elections 2004 - Partywise Comparision for 110-Loisingha Constituency of ORISSA". eci.nic.in. 2006. Retrieved 11 June 2013. List Of Winning Candidates
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  7. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 4093
  8. http://eci.nic.in/eci_main/StatisticalReports/AE2009/stat_OR_April2009.pdf