ଲାମ୍ମାଶିଙ୍ଗୀ ଶୈଳ ନିବାସ

ଭାରତରେ ଗ୍ରାମ

ଲାମ୍ମାଶିଙ୍ଗୀ (Lammasingi) ଭାରତୀୟ ରାଜ୍ୟ ଆନ୍ଧ୍ର ପ୍ରଦେଶରେସ୍ଥିତ ଏକ କ୍ଷୁଦ୍ର ଗ୍ରାମ ।  ବିଶାଖାପାଟଣାର ଚିନ୍ତାପାଲି ମଣ୍ଡଳରେ ଥିବା ଏହି ଗ୍ରାମକୁ 'ଆନ୍ଧ୍ର ପ୍ରଦେଶର କାଶ୍ମୀର' କୁହାଯାଇଥାଏ । ସମୁଦ୍ର ପତ୍ତନଠାରୁ ୧୦୦୦ ମିଟର ଉତ୍ଚରେ ଥିବା ଏହି ସ୍ଥାନରେ ଡିସେମ୍ବର - ଜାନୁଆରୀରେ ତାପ ମାତ୍ରା ଶୂନ୍ୟ  ଡିଗ୍ରୀ ପର୍ଯ୍ୟନ୍ତ ଯାଏ ଓ ଗ୍ରୀଷ୍ମ କାଳରେ ଖୁବ ଶୀତଳ ଥାଏ । ତେଣୁ ଏହା ଦକ୍ଷିଣ ଭାରତରେ ଏକ ଶୈଳ ନିବାସ ଭାବେ ବ୍ୟବହାର ହେଇ ଥାଏ ।[୧][୨] 

ଯାତାୟତ ବ୍ୟବସ୍ଥା  ସମ୍ପାଦନା

ଲାମ୍ମାଶିଙ୍ଗୀ ସଡକ ପଥଦ୍ୱାରା ସଂଯୁକ୍ତ । ଏହା ବିଶାଖାପାଟଣାଠାରୁ ୧୦୧ କିଲୋମିଟର ଦୁରବର୍ତୀ  ଓ ଚିନ୍ତାପାଲିଠାରୁ ୧୯ କିଲୋମିଟର ଦୂର ।

ଗ୍ୟାଲେରି ସମ୍ପାଦନା

 

ଆଧାର  ସମ୍ପାଦନା

  1. "Lambasingi records 2º c". Deccan Chronicle. Visakhapatnam. 16 December 2013. Retrieved 26 November 2014. {{cite news}}: More than one of |accessdate= and |access-date= specified (help)
  2. Ganguly, Nivedita (17 September 2014). "Lambasingi set to become tourist hotspot". The Hindu. Visakhapatnam. Retrieved 26 November 2014. {{cite news}}: More than one of |accessdate= and |access-date= specified (help)