ଲାବ୍ରାଡର

ଏକ ଶିକାରୀ କୁକୁର ଯିଏ କୌଣସି ଦ୍ରବ୍ୟକୁ ଖୋଜି ମାଲିକ ପାଖକୁ ନେଇଆସେ ।

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Labrador Retriever
Image of a yellow Labrador Retriever in a grassy field, looking to the left of the camera.
Other namesLabrador
Common nicknamesLab
OriginUnited Kingdom and Canada[୧]
Traits
Weight Male 29–36 kg (65–80 lb)[୨]
Female 25–32 kg (55–70 lb)[୩]
Height Male 56–57 cm (22–22 in)[୩]
Female 54–56 cm (21–22 in)[୩]
Colour Only black, chocolate, or yellow (ranges from pale yellow (nearly white) to fox red)[୩]
Litter size 5–10 puppies (avg: 7.6)[ଆଧାର ଲୋଡ଼ା]
Life span 12–14 years[ଆଧାର ଲୋଡ଼ା]
Classification / standards
FCI Group 8, Section 1 Retrievers #122 standard
AKC Sporting standard
ANKC Group 3 (Gundogs) standard
CKC Group 1 – Sporting standard
KC (UK) Gundog standard
NZKC Gundogs standard
UKC Gun Dog standard
NotesProvincial mammal of Labrador
Domestic dog (Canis lupus familiaris)

ଲାବ୍ରାଡର ବା ଲାବ୍ରାଡର ରିଟ୍ରିଭର (ଇଂରାଜୀ ଭାଷାରେ Labrador Retriever) ଏକ ଶିକାରୀ କୁକୁର ଯିଏ କୌଣସି ଦ୍ରବ୍ୟକୁ ଖୋଜି ମାଲିକ ପାଖକୁ ନେଇଆସେ । [୪] କାନାଡ଼ାରେ, [୫][୬] ସଂଯୁକ୍ତ ରାଷ୍ଟ୍ରରେ ,[୭]ଯୁକ୍ତରାଷ୍ଟ୍ର ଆମେରିକାରେ ଲାବ୍ରାଡର ରିଟ୍ରିଭର ସର୍ବାଧିକ ଲୋକପ୍ରିୟ କୁକୁର [୮][୯]

ଅନେକ ଦେଶରେ ଏହା ଏକ ସାହାଯ୍ୟକାରୀ (disability assistance ) କୁକୁର ମାନ୍ୟତା ପାଇଛି । ଅନ୍ଧତ୍ୱଅଟିଜିମ୍‌ ରୋଗ ପ୍ରପିଡ଼ିତ ଲୋକଙ୍କୁ ସାହାଯ୍ୟ କରିବା ନିମନ୍ତ ଏହି ଲାବ୍ରାଡର କୁକୁରକୁ ଅନେକ ପ୍ରଶିକ୍ଷଣ ଦିଆଯାଏ । ଲାବ୍ରାଡରକୁ ଏକ ଥେରାପି କୁକୁରର କାମ କରେ ଓ ସେଥିପାଇଁ ତାକୁ ମର୍ଯ୍ୟାଦା ଦିଆଯାଏ ଯିଏ । ଏହା ପୋଲିସ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ନିମନ୍ତେ ଅନୁସନ୍ଧାନ ଓ ସ୍କ୍ରିନିଙ୍ଗ କରେ । [୮] ଏହି ଜାତିର କୁକୁର ଅତି ଆଜ୍ଞାକାରୀ, ପ୍ରଭୁଭକ୍ତ ଓ ଖେଳୁଆଡ଼ ମନିଭାବର ହୁଅନ୍ତି । ଅଧିକନ୍ତୁ ସେମାନେ ଖେଲୁଆଡ଼ ଓ ଶିକାରି ହୋଇଥାଆନ୍ତି । [୧୦]

ସନ ୧୮୩୦ରେ ଆଲେକଜାଣ୍ଡର ହୋମ, ଦଶମ ଇଅର୍ଲ ଅଫ ହୋମ (10th Earl of Home), ଓ ତାଙ୍କ ପୁରୁରା ୱାଲଟର ମଣ୍ଟେଗୁ ଡଗଲାସ ସ୍କଟ, ୫ମ ଡ୍ୟୁକ ଅଫ କୁକ୍ଲେଉଚ (5th Duke of Buccleuch) ଓ ଲର୍ଡ଼ ଜନ ସ୍କଟ (Lord John Scott),[୧୧][୧୨] ଏହି କୁକୁରର ପୂର୍ବପୁରୁଷକୁ ନିଉଫାଉଣ୍ଡଲାଣ୍ଡରୁ ୟୁରୋପକୁ ଶିକାରୀ କୁକୁର ଭାବରେ ଆମଦାନୀ କରିଥିଲେ । ଏହି ନିଉଫା‌ଣ୍ଡଲାଣ୍ଡ କୁକୁରକୁ ପରେ ଲାବ୍ରାଡର ନାମକରଣ କରାଗଲା ଯାହାକୁ ଜେମସ୍ ହାରିସ (2nd Earl of Malmesbury) ପାଳନ କରି ୱାଟରଫାଉଲ ଶିକାର (waterfowling) ନିମନ୍ତେ ଦକ୍ଷ କରିଥିଲେ । [୧୧][୧୨]

ସନ ୧୮୮୦ରେ ଜେମସ୍ ହାରିସ, ଉଇଲିଅମ ମଣ୍ଟେଗୁ ଡଗଲାସ ସ୍କଟ ଓ ଚାର୍ଲସ ଡଗଲାସ-ହୋମ ସ‌ହ‌ଯୋଗ କରି ଆଧୁନିକ ଲାବ୍ରାଡରର ବିକାଶ ସାଧନ କଲେ । ଦୁଇ କୁକୁରଙ୍କୁ ଆମଦାନୀ କରାଯାଇଥିବା ମାଈ କୁକୁରଙ୍କ ସାଥିରେ ସଙ୍ଗମ କରେଇଲେ । ତାଙ୍କର ଛୁଆଗୁଡ଼ିକ ଅଧୁନିକ ଲାବ୍ରାଡରମାନଙ୍କର ପୁର୍ବପୁରୁଷର ମାନ୍ୟତା ଦିଆଯାଏ । [୧୨][୧୩]

ବର୍ଣ୍ଣନା ସମ୍ପାଦନା

 
The head of a Labrador should be broad with a pronounced stop.
 
Black Labrador
 
Chocolate Labrador

ଆକୃତି ସମ୍ପାଦନା

ଲାବ୍ରାଡର କୁକୁର ମଧ୍ୟମ ଆକାରର ହୁଅନ୍ତି, ଅଣ୍ଡିରା କୁକୁର ଓଜନ ୬୫ ପାଉଣ୍ଡ/ ୮୦ କେଜି ଓ ମାଈ କୁକୁରର ଓଜନ ୫୫ ପାଉଣ୍ଡ/ ୭୦ କେଜି ହୁଏ । [୧୪] ଏହି ପ୍ରଜାତିର ଅଧିକାଂଶ କୁକୁର ପ୍ରଜନନ ଫଳରେ ରିଟ୍ରିଭର (working retriever) କରାଯାଇଛି । କେତେକ ଲାବ୍ରଡର ଜାତି ଭିନ୍ନ ଭିନ୍ନ ହୋଇଥାଏ ଯେପରିକି କନଫରମେସନ ଓ ଫିଲ୍ଡ ଲାଇନ । ଯଦିଓ ଉଭୟ ଶ୍ରେଣୀ ପ୍ରତି ଶ୍ରେଣୀର ପାଳିତ ହୁଅନ୍ତି । କମଫର୍ମେସନ ଲାବ୍ରାଡରର ମଧ୍ୟମ ଆକାର, ଛୋଟ ଉଚ୍ଚତା, ସୁସ୍ଥ ଶବଳ, ପୂର୍ଣ୍ଣ ମୁଖମଣ୍ଡଳ ଓ ଅପେକ୍ଷାକୃତ ଶାନ୍ତ ହୁଏ । ଫିଲ୍ଡ ଲାବ୍ରାଡର ଡେଙ୍ଗା,ହାଲୁକା,ମୁହଁ ଅଳ୍ପ ଚଉଡ଼ା ଓ ଲମ୍ବା ନାକ ଥାଏ । ଆମେରିକା କେନେଲ କ୍ଲବ ମାନ‌କ ଅନୁସାରେ ଫିଲ୍ଡ କୁକୁର ଆହୁରି ଆନୁପାତିକ ହେବା ଆବଶ୍ୟକ ହେଉଛି । ଫିଲ୍ଡ ଲାବ୍ରାଡରର ଅତ୍ୟଧିକ ଲମ୍ବା ନାକ, ପତଳା ମୁଣ୍ଡ,ଲମ୍ବା ଗୋଡ଼ ଓ ପତଳା ଶରୀର ଥିବାରୁ ତାକୁ ମାନ‌କ ବିବେଚନା କରାଯାଏନାହିଁ । ଏହି ଦୁଇ ପ୍ରକାର କୁକୁର ଭିନ୍ନ ପୂର୍ବପୁରୁଷଙ୍କଠାରୁ ପ୍ରଜନନ ହେଉଛନ୍ତି । ଅଷ୍ଟ୍ରେଲିଆ ଲାବ୍ରାଡର ପଶ୍ଚିମ ଦେଶମାନଙ୍କରେ ଦେଖାଯାଆଅନ୍ତି ନାହିଁ, କିନ୍ତୁ ଏସିଆରେ ଅଛନ୍ତି । ଏମାନାଙ୍କର ପିଲାଙ୍କ ସ‌ହ ଭଲ ପଡ଼େ ।

ନାତିଶୀତୋଣ୍ଣ ଜଳବାୟୁରେ ପ୍ରତିବର୍ଷ ୨ଥର ଏମାନଙ୍କ ଦେହରୁ ରୁମ (shed) ଝଡ଼ିଯାଏ ।[୧୫] ଲାବ୍ରାଡର ରୁମ ଛୋଟ ଓ ଠିଆ ଠିଆ ହୋଇଥାଏ, ଲାଞ୍ଜ ମୋଟା ଓ ଟାଣୁଆ ଥାଏ । ତାଙ୍କର ଗୋଡ଼ ଆଙ୍ଗୁଠିର ଆକୃତି ଯୋଗୁ ଭଲ ପ‌ହଁରି ପାରନ୍ତି ।

ଆଧାର ସମ୍ପାଦନା

  1. Club, American Kennel. "Labrador Retriever History & Training/Temperament".
  2. http://cdn.akc.org/LabradorRetriever.pdf
  3. ୩.୦ ୩.୧ ୩.୨ ୩.୩ Labrador Retriever. Fédération Cynologique Internationale. Accessed May 2020.
  4. "Get to Know the Labrador Retriever", 'The American Kennel Club', Retrieved May 29, 2014
  5. "Most popular dog breeds in New Zealand". dogstuff.co.nz. 2007. Archived from the original on September 19, 2007. Retrieved September 26, 2007. ନିଉଜିଲାଣ୍ଡରେ
  6. http://www.ckc.ca/en/News/2015/Feb/CKC-Top-10-Dogs
  7. "2006 Top 20 Breed Registrations". The Kennel Club. January 23, 2007. Archived from the original on July 7, 2013. Retrieved April 9, 2012.
  8. ୮.୦ ୮.୧ "AKC Dog Registration Statistics". Akc.org. ଅପ୍ରେଲ 4, 2012. Archived from the original on May 11, 2012. Retrieved April 9, 2012.
  9. Smith, Stephen. "Most Popular Dog Breeds in America".
  10. Barmore, Laura. "History of the Lab". Archived from the original on ଅକ୍ଟୋବର 6, 2011. Retrieved ସେପ୍ଟେମ୍ବର 12, 2007.
  11. ୧୧.୦ ୧୧.୧ Article written for The Field, May 30, 1896, 'Labrador Dogs', by John S Kerss
  12. ୧୨.୦ ୧୨.୧ ୧୨.୨ "The Buccleuch Labrador". The Buccleuch Estates Limited. 2003. Archived from the original on January 15, 2007. Retrieved September 13, 2007.
  13. Miller, Liza Lee; Cindy Tittle Moore (ଜାନୁଆରୀ 7, 2004). "FAQ Labrador Retrievers". Puget Sound Labrador Rescue. Archived from the original on August 25, 2007. Retrieved September 13, 2007.
  14. "Labrador Retriever Breed Standard". American Kennel Club. March 31, 1994. Retrieved September 13, 2007.
  15. "Sporting breeds: Labrador Retriever." animalforum.com. (c) 1998–2007. Retrieved on September 17, 2007.