ଲକ୍ଷ୍ମୀନାରାୟଣ ମିଶ୍ର

ସ୍ଵାଧୀନତା ସଂଗ୍ରାମୀ

ଲକ୍ଷ୍ମୀନାରାୟଣ ମିଶ୍ର (୧୧ ଅପ୍ରେଲ ୧୯୦୪ – ୩୦ ମଇ ୧୯୭୧) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଓଡ଼ିଶାର ସମ୍ବଲପୁରଠାରେ ଜନ୍ମଗ୍ରହଣ କରିଥିଲେ । [୧]

ଲକ୍ଷ୍ମୀନାରାୟଣ ମିଶ୍ର
ଝାରସୁଗୁଡ଼ାସ୍ଥିତ ଲକ୍ଷ୍ମୀନାରାୟଣ କଲେଜରେ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ପ୍ରତିମୂର୍ତ୍ତି
ଲକ୍ଷ୍ମୀନାରାୟଣ କଲେଜ, ଝାରସୁଗୁଡ଼ାରେ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ପ୍ରତିମୂର୍ତ୍ତି
Born(1904-04-11)ଅପ୍ରେଲ ୧୧, ୧୯୦୪
Died୩୦ ମଇ ୧୯୭୧(1971-05-30) (ବୟସ ୬୭)
Occupationସ୍ୱାଧୀନତା ସଂଗ୍ରାମୀ

ଆଧାର ସମ୍ପାଦନା

  1. Yamin, Mohammed. Impact of Islam on Orissan Culture (in ଇଂରାଜୀ). Readworthy. ISBN 978-93-5018-102-7.