ଲକ୍ଷ୍ମୀନାରାୟଣ ମନ୍ଦିର, ଥେରୁବାଲି

ଭାରତର ଏକ ହିନ୍ଦୁ ମନ୍ଦିର

ଲକ୍ଷ୍ମୀନାରାୟଣ ମନ୍ଦିର ରାୟଗଡା ଜିଲ୍ଲାର ଥେରୁବାଲିସ୍ଥିତ ଇମ୍ଫା ପରିସର ମଧ୍ୟରେ ଅବସ୍ଥିତ । ସୁନ୍ଦର କାରୁକାର୍ଯ୍ୟରେ ଶୋଭିତ ଏହି ମନ୍ଦିରରେ ଲକ୍ଷ୍ମୀ ନାରାୟଣ, ହନୁମାନ, ଜଗନ୍ନାଥ, ବଳଭଦ୍ର, ଓ ଶୁଭଦ୍ରା ପୂଜା ପାଆନ୍ତି । ଏତଦ୍ ବ୍ୟତୀତ ଭଗବାନ ଶିବଙ୍କର ମଧ୍ୟ ଆରାଧନା କରାଯାଏ ।[୧][୨][୩]

ଲକ୍ଷ୍ମୀନାରାୟଣ ମନ୍ଦିର, ଥେରୁବାଲି
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଥେରୁବାଲି
Stateଓଡ଼ିଶା
Countryଭାରତ

ଇତିହାସ ସମ୍ପାଦନା

ପ୍ରାୟ ଚଉଦ ବର୍ଷ ପୂର୍ବେ ଇମ୍ଫାଦ୍ୱାରା ନିର୍ମିତ ଏହି ମନ୍ଦିର ରାୟଗଡ଼ା ଜିଲ୍ଲାର ଏକ ପର୍ଯ୍ୟଟନସ୍ଥଳୀ ।[୪]

ପର୍ଯ୍ୟଟନ ଆକର୍ଷଣ ସମ୍ପାଦନା

ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୨୫ କି.ମି. ଦୂରରେ ଅବସ୍ଥିତ ଏହି ମନ୍ଦିର ଏକ ପର୍ଯ୍ୟଟନ ସ୍ଥଳୀ ଅଟେ ।[୫][୬] ପର୍ଯ୍ୟଟକ ତଥା ଭକ୍ତମାନେ ଏଠାକୁ ବିଶେଷ ଭାବେରେ ମଙ୍ଗଳବାରରେ ବହୁସଂଖ୍ୟାରେ ଆସିଥାନ୍ତି ।[୭]

ଆଧାର ସମ୍ପାଦନା

  1. "Tourist Attractions". rayagada.nic.in. Retrieved 29 July 2015.
  2. "Laxminarayana temple". oddistricts.nic.in. Archived from the original on 24 September 2015. Retrieved 29 July 2015.
  3. "Article: Rayagada- The Land Of Natural Beauty. By Manoj Senapati". www.nuaodisha.com. Retrieved 30 July 2015.
  4. "INDIAN METALS AND FERRO ALLOYS LTD, Therubali". as1.ori.nic.in. Archived from the original on 31 July 2015. Retrieved 30 July 2015.
  5. Patra, Dasarathi. "Rayagada : The Treasure of Tribal Tourism and Culture" (PDF). Odishareview (November 2011): 63 to 68.
  6. "Laxminarayan Beauty of Temple,Rayagada District". Eodisha.org. Retrieved 29 July 2015.
  7. "Laxminarayana Temple of Therubali". newodisha.in. Archived from the original on 30 September 2015. Retrieved 29 July 2015.

ଅଧିକ ତଥ୍ୟ ସମ୍ପାଦନା