ରେଭଥୀ ଭରମ୍ହା , ଜଣେ ଭାରତୀୟ ମହିଳା ଫିଲ୍ମ ନିର୍ଦ୍ଦେଶିକା । ସେ ଫିଲ୍ମ ପାଇଁ ଚିତ୍ରନାଟ୍ୟ ଲେଖିବା ସହ ବିଭିନ୍ନ ଭାଷାରେ ଫିଲ୍ମ ନିର୍ଦ୍ଦେଶନା ଦେଇଥାନ୍ତି । ସେ ମୁଖ୍ଯତଃ ବିଜ୍ଞାପନ ଫିଲ୍ମ ନିର୍ମାଣ କରିଥାନ୍ତି । 

ରେଭଥୀ ଭରମ୍ହା

ମାତ୍ର ୧୬ ବର୍ଷ ବୟସରୁ ସେ ବିଜ୍ଞାପନ ଫିଲ୍ମ ପାଇଁ ଚିତ୍ରନାଟ୍ୟ ଓ ସଂଳାପ ଲେଖୁଥିଲେ । ସେ ନୂଆ ଦିଲ୍ଲୀରେ ରହି ୧୯୯୦ ମସିହାରୁ ବିଜ୍ଞାପନ ଫିଲ୍ମମାନଙ୍କୁ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ସେ "ରେକ୍ସୋନାସ୍ପଟ" ନାମକ କମ୍ପାନୀ ତରଫରୁ ୪୦୦ରୁ ଉର୍ଦ୍ଧ ବିଜ୍ଞାପନ ଫିଲ୍ମ ନିର୍ମାଣ କରିଛନ୍ତି । .[୧]

 ୨୦୦୫ ମସିହାରୁ ରେଭଥୀ ଅଭିନୟ ମୂଳକ ଫିଲ୍ମରେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ସେ ତାମିଲ ଫିଲ୍ମ " ଜୁନ R" ପ୍ରଥମ ଅବଦାନ ଭାବେ ନିର୍ଦ୍ଦେଶନା ଦେଇଥିଲେ । ସେ ଏକ ଶ୍ରୀଲଙ୍କା ଭାଷା ଫିଲ୍ମ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । .[୨] ସେ ୨୦୧୨ ମସିହାରେ ଏକ ମାଲାୟାଲାମ ଫିଲ୍ମ  " ମାଡ ଦାଦ " ବିରଦେଶନା ଦେଇଥିଲେ । [୩]

ଆଧାର  ସମ୍ପାଦନା

  1. Anand, Shilpa Nair (January 2, 2013). "On a road less travelled". The Hindu. {{cite news}}: More than one of |work= and |newspaper= specified (help)
  2. Sudhish, Navamy (July 31, 2012). "Director Revathy S Varma, on 'Mad Dad'". The New Indian Express. Archived from the original on March 4, 2016. Retrieved March 27, 2017. {{cite news}}: More than one of |work= and |newspaper= specified (help)
  3. Sidhardhan, Sanjith (December 6, 2012). "Revathy S Varmha gears up for next". The Times of India. {{cite news}}: More than one of |work= and |newspaper= specified (help)