ରାବଣ (ତାମିଲ କଥାଚିତ୍ର)

୨୦୧୦ ମସିହାର ତାମିଲ କଥାଚିତ୍ର
(ରାବଣ (କଥାଚିତ୍ର)ରୁ ଲେଉଟି ଆସିଛି)

ରାବଣ ( ଇଂରେଜୀରେ Ravana ) ୨୦୧୦ରେ ନିର୍ମିତ ଏକ ମୂଳ ତାମିଲ୍ ଫିଲ୍ମ ଯାହାକି ପୁରାଣ ବର୍ଣିତ ରାବଣର ଚରିତ୍ରର ଗୁଣଭିତ୍ତିକ ଆଧାରରେ ନିର୍ମିତ ଏକ ସ୍ୱତନ୍ତ୍ର ସ୍ୱାଦର ଫିଲ୍ମ । ଏହା ଏକା ସାଙ୍ଗରେ ତାମିଲ ଟ ହିନ୍ଦୀରେ ନିର୍ମିତ ହେଇଥିଲା । ଯଦିଓ ହିନ୍ଦୀରେ ଏହି ଫିଲ୍ମକୁ ରାବଣ କୁହାଯାଉଥିଲା , ତାମିଲରେ ଏହାର ନାମ ମଧ୍ୟ ରାବଣ ଥିଲା । ପରେ ଏହା ତେଲୁଗୁ ଭାଷାରେ ମଧ୍ୟ Villian ନାମରେ ନିର୍ମିତ ହେଲା । ତିନୋଟି ଭାଷାର ଫିଲ୍ମ ଏକସଙ୍ଗରେ ରିଲିଜ ହେଇଥିଲା । ମୁଖ୍ୟ ଭୂମିକାରେ ବିକ୍ରମ , ଏଇସଜ୍ଯା ରାୟ ବଚନ , ଓ ପୃଥୀରାଜ ଅଭିନୟ କରିଥିଲେ । ଏହି ଫିଲ୍ମ ଟିକୁ ପୁରସ୍କାର ପ୍ରାପ୍ତ ନିର୍ମାତା, ନିର୍ଦ୍ଦେଶକ ,ଲେଖକ ମଣିରତ୍ନମ ନିର୍ମାଣ କରିଥିଲେ । 

ରାମାୟଣର ରାବଣ ଓ ଫିଲ୍ମ ରାବଣର କାହାଣୀର ତଥ୍ୟରେ ସମାନତା  ପୁରାଣ ଯୁଗରେ ରାବଣ ରାମଙ୍କ ପତ୍ନୀଙ୍କୁ ଅପହରାନ କରି ନେଇ ପ୍ରତିଶୋଧ ନେବାର ଦୃଷ୍ଟାନ୍ତ ପାରି ଏଥିରେ ମଧ୍ୟ ମୁଖ୍ୟ ଅଭିନେତା , ଯିଏ କି ଜଣେ ଦୁର୍ଦ୍ଧଶ ପୋଲିସ ଅଫିସର ଭୂମିକାରେ ଅପରାଧୀ ତଥା ମାଫିଆ ନେତାଙ୍କ ସହ ସଙ୍ଗର୍ଷ ରତ ଥିଲେ ଓ ଅପରାଧୀ ତାଙ୍କ ପତ୍ନୀଙ୍କୁ ଅପହରଣ କରିନେଇ ପୋଇସ ଅଫିସରଙ୍କ ଉପରେ ଚାପ ପକେଇବାକୁ ସତତ ଉଦ୍ୟମ କରିଥିଲା । 

ନିର୍ମାଣ ହେବା ଆଗରୁ ହିଁ ଚଳଚ୍ଚିତ୍ରଟି ସମାଲୋଚକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ,ମଣିରତ୍ନମଙ୍କ ପରି  ପ୍ରତିଷ୍ଠିତ ନିର୍ମାତା / ନିର୍ଦ୍ଦେଶକ ଏହି ଧାରାବାହିକତାରୁ ବାହାରି ନୂଆ ପ୍ରକାର କାହାଣୀ ନେଇ ଆରମ୍ଭ କଲା ବେଳକୁ । କେଆର୍ଲ , ତାମିଲନାଡୁଠାରୁ ଅରନ୍ଭ କରି ଭାରତର ବିଭିନ୍ନ ସ୍ଥାନରେ ଏହାର ନିର୍ମାଣ ପାଇଁ ଲୋକେସନ ବ୍ୟବହାର କରା ଯାଇଥିଲା।ଏକ ନୂତନ ଢଙର କାହାଣୀ , ଗତିଶୀଳ ଘଟଣା ବଳି , ଓ ସୁନ୍ଦର ନିର୍ଦ୍ଦେଶନା ପାଇଁ ଏହି ଚିତ୍ର ବାଣିଜ୍ୟିକ ଦୃଷ୍ଟିକୋଣରୁ ମଧ୍ୟ ଖୁବ ଭଲ ବ୍ୟବସାୟ କରିଥିଲା ।  

ଚରିତ୍ରାଭିନୟ ଓ ପୌରାଣିକ ରବଣ କଥାର ପ୍ରତିପକ୍ଷ ଚରିତ୍ର ସବୁ  ସମ୍ପାଦନା

Actors in the Tamil version Role Based on the Character Actors in the Hindi version
Vikram Veeraiya 'Veera' Ravana Abhishek Bachchan
Aishwarya Rai Ragini Sita Aishwarya Rai Bachchan
Prithviraj Dev Prakash Rama Vikram
Karthik Gnanaprakasam Hanuman Govinda
Prabhu Singarasu Kumbhakarna Ravi Kishan
Priyamani Vennila Surpanakha Priyamani
Munna Sakkara Vibhishana Ajay Gehi
John Vijay Hemanth Shankar Lakshmana Nikhil Dwivedi

Casting ସମ୍ପାଦନା

ଅନ୍ତର୍ଜାତିକ ଫିଲ୍ମ ମହୋତଶବରେ ରାବଣ  ସମ୍ପାଦନା

୬୭ ଭେନିସ ଫିଲ୍ମ ଉତ୍ଶବରେ ପ୍ରଦର୍ଶିତ ହେଇଥିବା ରାବଣ  କୁ ଖୁବ ପ୍ରଶଂସିତ ମତାମତ ମିଳିଥିଲା ସମାଲୋଚକମାନଙ୍କ ମହଲରୁ । ସେଠାରେ ତାଙ୍କର କୃତି ପାଇଁ ନିର୍ମାତା/ ନିର୍ଦ୍ଦେଶକ ମଣିରନତମ ପୁରସ୍କୃତ ହେଇଥିଲେ । ବୁସନ ଅନ୍ତର୍ଜାତିକ ଫିଲ୍ମ ମେଳାରେ ମଧ୍ୟ ଏହା ପ୍ରଦର୍ଶିତ ହେଇ ପୁରସ୍କୃତ ହେଇଥିଲା ବିଦେଶୀ ଭାଷା ଫିଲ୍ମ ଭାବରେ । ସାନ ଫ୍ରାନସିକକୋ ଉତ୍ଶାବରେ ମଧ୍ୟ ରାବଣ ପ୍ରଦର୍ଶିତ ହେଇଥିଲା । 

ବିବାଦ  ସମ୍ପାଦନା

କର୍ଣାଟକରେ ପ୍ରଦର୍ଶିତ ହେଲା ବେଳେ ଉଭୟ ଭାଷାର ଫିଲ୍ମ ଏକ ସଙ୍ଗେ ବିଭିନ୍ନ ଥିଏଟରରେ ପ୍ରଦର୍ଶନ ହେବାରୁ ଫିଲ୍ମ ମହଲରେ ତାକୁ ନେଇ ବିବାଦ ଉଠି ତାହାର ପ୍ରଦର୍ଶନ ବ୍ୱାନ୍ଧ ହେଇଯାଇଥିଲା । 

ଲୋକମତ  ସମ୍ପାଦନା

ସମାଲୋଚନାତ୍ମକ ଦୃଷ୍ଟିକୋଣ  ସମ୍ପାଦନା

ରାମାୟଣର ସମସ୍ତ ମୁଖ୍ୟ ଚରିତ୍ରକୁ ଆଧୁନିକ ରୂପ ଦେଇ ଅବତାରଣା କରାଯାଇଥିବାରୁ , କିଛି ସମାଲୋଚକ ତଥା ବିଦ୍ୱାନ ଏହାକୁ ପସନ୍ଧ କରି ନ ଥିଲେ । କିନ୍ତୁ ଚିତ୍ରରେ ସିତାଙ୍କ ନୂତନ ଅବତାର ଭୁମୁକାରେ ଆସିଥିବାଏଈଶ୍ୱର୍ଜାର୍ୟା ରାୟଙ୍କ ଅଭିନୟ ଖୁବ ଜୀବନ୍ତ ହେଇଥିବାର ସମସ୍ତେ ସ୍ୱୀକାର କରିଥିଲେ । 

ସମ୍ମାନ ଓ ପୁରସ୍କାର  ସମ୍ପାଦନା

ରାବଣ ଅନ୍ତର୍ଜାତିକ ସ୍ତରରେ ଭାରତୀୟ ଭାଷାରେ ହେଇଥିଲେ ଭି ଅନେକ ପୁରସ୍କାର ଓ ମନୋନୟନ ହାସଲ କରିଥିଲା । ଏହାକୁ ଏକ ଅନବଦ୍ୟ ଫିଲ୍ମ ହିସାବରେ ଗ୍ରହଣ କରାଯାଇ ତାକୁ ଦୃଷ୍ଟାନ୍ତ ହିସାବରେ ଫିଲ୍ମ ମିଉଜିଅମ  ରେ ମଧ୍ୟ ସ୍ଥାନିତ କରାଯାଇଛି । 

58th Filmfare Awards South[୧]
  • Won – Filmfare Best Actor Award – Vikram[୨]
  • Won – Filmfare Best Male Playback Singer – Karthik
  • Nominated – Filmfare Best Actress Award – Aishwarya Rai
  • Nominated – Filmfare Best Supporting Actor Award – Prithviraj Sukumaran
5th Vijay Awards
  • Won – Best Actor Award – Vikram
  • Nominated – Best Actress Award – Aishwarya Rai
  • Nominated – Best Cinematographer – Santhosh Sivan
  • Nominated – Best Male Playback Singer – Karthik
  • Nominated – Best Female Playback Singer – Anuradha Sriram
  • Nominated – Favorite Director – Mani Ratnam
  • Nominated – Favorite Actress – Aishwarya Rai

Music ସମ୍ପାଦନା

References ସମ୍ପାଦନା

  1. "Vedam wins big at Filmfare Awards (South) 2011". Rediff. 4 July 2011. Retrieved 30 October 2013. {{cite news}}: More than one of |accessdate= and |access-date= specified (help)
  2. "Mani sir, I owe you one". The Times of India. TNN. 4 July 2011. Archived from the original on 21 September 2012. Retrieved 30 October 2013. {{cite news}}: More than one of |accessdate= and |access-date= specified (help)