ରାଇବୋଫ୍ଲାଭିନ (ଇଂରାଜୀ ଭାଷାରେ Riboflavin, ଅନ୍ୟ ନାମ ଭିଟାମିନ ବି ବା ଜୀବସାର ଖ/vitamin B2) ଏକ ଭିଟାମିନ ବା ଜୀବସାର ଯାହା ଖାଦ୍ୟରେ ଅଥବା ଖାଦ୍ୟ ଅନୁପୂରକରେ (dietary supplement) ଥାଏ । ରାଇବୋଫ୍ଲାଭିନ ଅଭାବ ଥିଲେ ତାହାର ଚିକିତ୍ସା ବା ପ୍ରତିଷେଧ ନିମନ୍ତେ ଦିଆଯାଏ ଓ ଅଧକପାଳି ରୋଗର ପ୍ରତିଷେଧ ନିମନ୍ତେ ମଧ୍ୟ ଦିଆଯାଏ । ଏହା ପାଟିରେ ବା ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ରାଇବୋଫ୍ଲାଭିନ
Sample of microcrystaline riboflavin
Clinical data
Trade namesmany
Synonymsvactochrome, lactoflavin, vitamin G[୨]
AHFS/Drugs.commonograph
Pregnancy
category
  • US: A (No risk in human studies) and C[୧]
Routes of
administration
by mouth, IM, IV
ATC code
Legal status
Legal status
Pharmacokinetic data
ExcretionUrine
Identifiers
  • 7,8-Dimethyl-10-[(2S,3S,4R)-2,3,4,5-tetrahydroxypentyl]benzo[g]pteridine-2,4-dione
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
E numberE101, E101(iii) (colours) Edit this at Wikidata
ECHA InfoCard100.001.370 Edit this at Wikidata
Chemical and physical data
FormulaC17H20N4O6
Molar mass୩୭୬.୩୭ g·mol−1
3D model (JSmol)
  • O=C2/N=C\1/N(c3cc(c(cc3/N=C/1C(=O)N2)C)C)C[C@H](O)[C@H](O)[C@H](O)CO
  • InChI=InChI=1S/C17H20N4O6/c1-7-3-9-10(4-8(7)2)21(5-11(23)14(25)12(24)6-22)15-13(18-9)16(26)20-17(27)19-15/h3-4,11-12,14,22-25H,5-6H2,1-2H3,(H,20,26,27)/t11-,12+,14-/m0/s1
     ☒N
  • Key:AUNGANRZJHBGPY-SCRDCRAPSA-N

ଦେହ ଏହାକୁ ଉତ୍ତମରୂପେ ସ‌ହ୍ୟ କରିପାରେ । ସାଧାରଣ ମାତ୍ରାରେ ରାଇବୋଫ୍ଲାଭିନ ଦେଲେ ଗର୍ଭାବସ୍ଥାରେ ନିରାପଦ ରହେ । ଜୀବସାର ଖ ଦଳର ରାଇବୋଫ୍ଲାଭିନ ଏକ ସଦସ୍ୟ । ଜୀବକୋଷ ଶ୍ୱାସକ୍ରିୟା cellular respiration ନିମନ୍ତେ ଏହା ଆବଶ୍ୟକ ହୁଏ ।[୧] ଅଣ୍ଡା, ସବୁଜ ପନିପରିବା green vegetables, ଦୁଧ ଓ ମାଂସରେ ଏହି ଜୀବସାର ଥାଏ । [୩]

ସନ ୧୯୨୦ରେ ରାଇବୋଫ୍ଲାଭିନ ଆବିଷ୍କୃତ ହେବାପରେ ସନ ୧୯୩୩ରେ ପୃଥକ କରାଯାଇଥିଲା ଓ ପ୍ରଥମେ ସନ ୧୯୩୫ରେ ପ୍ରସ୍ତୁତ କରାଯାଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ ବିନା ପ୍ରେସକ୍ରିପସନରେ (generic medication) ବିକ୍ରୟ ହୁଏ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଅନୁପୂରକର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ । [୬] କେତେକ ଦେଶରେ ଶସ୍ୟରେ ଏହାକୁ ଯୋଗ କରାଯାଇଥାଏ ।[୩][୭]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "riboflavin". The American Society of Health-System Pharmacists. Retrieved 8 December 2016.
  2. Board, NIIR (2012). The Complete Technology Book on Dairy & Poultry Industries With Farming and Processing (2nd Revised Edition) (in ଇଂରାଜୀ). Niir Project Consultancy Services. p. 412. ISBN 9789381039083.
  3. ୩.୦ ୩.୧ "Office of Dietary Supplements - Riboflavin". ods.od.nih.gov. 11 February 2016. Retrieved 30 December 2016.
  4. Squires, Victor R. (2011). The Role of Food, Agriculture, Forestry and Fisheries in Human Nutrition - Volume IV (in ଇଂରାଜୀ). EOLSS Publications. p. 121. ISBN 9781848261952.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 230. ISBN 9781284057560.
  7. "Why fortify?". Food Fortification Initiative. 2017. Archived from the original on 4 April 2017. Retrieved 4 April 2017.