ରମଣଦୀପ ସିଂହ( ହକି , ଜନ୍ମ 1971 )

ରମଣଦୀପ ସିଂହ ଗ୍ରେୱାଲ ଜନ୍ମ 8 ଅଗଷ୍ଟ , 1971 ଚଣ୍ଡିଗଡ ) ଜଣେ ଭାରତୀୟ ପୂର୍ବତନ ହକି ଖେଳାଳି । ସେ ଜଣେ ନାଧ୍ୟ ଭାଗ ଖେଳାଳି ଥିଲେ। ସେ ଭାରତୀୟ ଜାତୀୟ ଦଳକୁ 1995ରେ ଆସିଥିଲେ । ସେ ଅଟାଳନ୍ଟାରେ 1996ରେ ହେଇଥିବା ଅଲିମ୍ପିକରେ ଭାଗ ନେଇଥିଲେ । ସେଥିରେ ଭାରତ ଅଷ୍ଟମ ସ୍ଥାନରେ ରହିଥିଲା । ପରେ ଅଷ୍ଟ୍ରେଲିଆର ସିଡନୀଠାରେ ହେଇଥିବା ଅଲିମ୍ପିକରେ ସେ ଅଧିନାଯକ ହେଇଥିଲେ ଓ ଭାରତ ସେଥିରେମଧ୍ୟ ବିଫଳ ହେଇ ସପ୍ତମ ସ୍ଥାନରେ ରହିଥିଲା । 

ପୁନଶ୍ଚ ଦେଖଣା  ସମ୍ପାଦନା

ଆଧାର  ସମ୍ପାଦନା