ଡଃ ମୋନିକା ଦାସ ଗାର୍ଗୀ ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗରେ ଜଣେ ସ‌ହାୟକ ଅଧ୍ଧକ୍ଷ ଓ ଭାରତର ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପ୍ରଗତିଶୀଳ ଦେଶମାନଙ୍କର ଅନୁଧ୍ଧ୍ୟାନ କେନ୍ଦ୍ରରେ ସଦସ୍ୟ । ତାଙ୍କ ଗବେଷଣା ବିଭାଗ ହେଉଛି ସ୍ତ୍ରୈଣ ଅର୍ଥନୀତି ।ସେ ୱାଶିଂଟନ୍ ଡିସିରେ ଥିବା ଆନ୍ତର୍ଜାତୀୟ ସ୍ତ୍ରୈଣ ଆର୍ଥନୀତିକ ସଂଘର ସଦସ୍ୟ । ସେ ହର୍ ଷ୍ଟୋରୀ ସୋ ଫାର୍: ଟେଲ୍‌ସ୍ ଅଫ୍ ଦି ଗାର୍ଲ୍ ଚାଇଲ୍ଡ୍ ଇନ୍ ଇଣ୍ଡିଆର ଲେଖିକା,[୧] and The Other Woman,[୨] ଯାହା ଅଳ୍ପ ବୟସରେ ବିବାହ, ଦ୍ୱିବିବାହ, ବ‌ହୁ ବିବାହର ମାନବ ବିକାଶ ସୂଚକାଙ୍କଲିଙ୍ଗ ସମ୍ପର୍କୀୟ ଉନ୍ନତି ସୂଚକାଙ୍କ ଉପରେ ପକାଉଥିବା ପ୍ରଭାବ ସମ୍ପର୍କରେ ବର୍ଣ୍ଣନା କରେ । ସେ ପ୍ରଖ୍ୟାତ ଓଡ଼ିଆ ଲେଖକ ଫକୀର ମୋହନ ସେନାପତିଙ୍କର ଅଣ-ନାତୁଣୀ ।

ମୋନିକା ଦାସ
Born୧୯୪୯
Nationalityଭାରତୀୟ
Institutionଗାର୍ଗୀ ମହାବିଦ୍ୟାଳୟ
Fieldସ୍ତ୍ରୈଣ ଅର୍ଥନୀତି

ସେ ବର୍ତ୍ତମାନ ଆଇଡ଼ିଆ (ଆନ୍ତର୍ଜାତୀୟ ଗଣତନ୍ତ୍ର ଓ ବୈଦ୍ୟୁତିକ ସ‌ହାୟକ ଅନୁଷ୍ଠାନ (IDEA (International Institute for Democracy and Electoral Assistance))ର ମୁଖ୍ୟ, ଯାହା ୟୁରୋପୀୟ ସଂଘ, ସ୍ୱିଡ଼େନ୍‌ର ଅନ୍ତଃ-ସରକାରୀ ଅନୁଷ୍ଠାନ । ତାଙ୍କର ବିସ୍ତୃତ ଉପସ୍ଥାପନା ହେଉଛି: ଦି ଇୟୁ'ସ୍ କଣ୍ଟ୍ରିବ୍ୟୁସନ୍ ଟୁ ୱିମେନ୍'ସ୍ ରାଇଟ୍‌ସ ଏନ୍ଡ୍ ୱିମାନ୍‌'ସ୍ ଇନ୍‌କ୍ଲୁଜନ୍: ଆସ୍‌ପେକ୍ଟ୍‌ସ୍ ଅଫ୍ ଡେମୋକ୍ରାସି ବିଲ୍ଡିଂ ଇନ୍ ସାଉଥ୍ ଏସିଆ, ୱିଥ୍ ସ୍ପେସିଆଲ୍ ରେଫରେନ୍‌ସ ଟୋ ଇଣ୍ଡିଆ[୩]

ସେ ଫକୀରମୋହନଙ୍କ ଉପରେ ଏକ ଚଳଚ୍ଚିତ୍ରର ପ୍ରଯୋଜନା ଓ ନିର୍ଦ୍ଦେଶନା ଦେଇଛନ୍ତି, ଯେ ଭାରତୀୟ ସାହିତ୍ୟକୁ ଆଗେଇ ନେଇଛନ୍ତି ଓ ସାମାଜିକ ବାସ୍ତବତା ଉପରେ ବ‌ହୁ କାଳ୍ପନିକ ଲେଖା ଲେଖିଛନ୍ତି । ଏହି ଚଲଚ୍ଚିତ୍ର ଅନ୍ୱେଷଣ, ପ୍ରସାରଭାରତୀଦ୍ୱାରା ପ୍ରସାରିତ ଓ ବର୍ତ୍ତମାନ ଦୂରଦର୍ଶନ ସଂଗ୍ରହାଳୟରେ ମିଳୁଅଛି । ସେ ମଧ୍ଧ୍ୟ ଭାରତୀୟ କଳା, ସଂସ୍କୃତି, ଓ ଐତିହ୍ୟ ଉପରେ ବିଭିନ୍ନ ପତ୍ରିକାରେ ବ‌ହୁତ ପ୍ରସଙ୍ଗ ଲେଖିଛନ୍ତି ।

ପ୍ରସିଦ୍ଧ ପୁସ୍ତକ ସମ୍ପାଦନା

ବ‌ହି ସମ୍ପାଦନା

  • Das, Monica (2003). ହର୍ ଷ୍ଟୋରୀ ସୋ ଫାର୍: ଟେଲ୍‌ସ ଅଫ୍ ଦି ଗାର୍ଲ୍ ଚାଇଲ୍ଡ୍ ଇନ୍ ଇଣ୍ଡିଆ. New Delhi New York, NY: Penguin Books. ISBN 9780143030423.
  • Das, Monica (2014). ଦି ଅଦର୍ ୱିମ୍ୟାନ୍: ୧୬ ଟେଲ୍‌ସ ଅଫ୍ ଲଭ୍ ଏଣ୍ଡ୍ ଡିସେପ୍ସନ୍16 tales of love and deception. India: HarperCollins. ISBN 9789351160557.

ଖବରକାଗଜ ସମ୍ପାଦନା

  • Das, Monica (15 November 2009), "ଦି ଇୟୁ'ସ୍ କଣ୍ଟ୍ରିବ୍ୟୁସନ୍ ଟୁ ୱିମେନ୍‌ସ ରାଇଟ୍‌ସ ଏଣ୍ଡ୍ ୱିମେନ୍‌ସ ଇନ୍‌କ୍ଲୁଜନ୍: ଆସ୍‌ପେକ୍ଟ୍‌ସ ଅଫ୍ ଡେମୋକ୍ରାସି ବିଲ୍ଡିଂ ଇନ୍ ସାଉଥ୍ ଏସିଆ, ୱିଥ୍ ସ୍ପେସିଆଲ୍ ରେଫରେନ୍‌ସ ଟୁ ଇଣ୍ଡିଆ", ଆର୍କାଇଭ୍ କପି, Sweden: International Institute for Democracy and Electoral Assistance - IDEA, archived from the original on 3 March 2016, retrieved 23 February 2018 {{citation}}: Cite has empty unknown parameter: |1= (help)

ଆଧାର ସମ୍ପାଦନା

  1. Das, Monica (2003). Her story so far: tales of the girl child in India. New Delhi New York, NY: Penguin Books. ISBN 9780143030423.
  2. Das, Monica (2014). The other woman: 16 tales of love and deception. India: HarperCollins. ISBN 9789351160557.
  3. Das, Monica (15 November 2009), "The EU's contribution to women's rights and women's inclusion: Aspects of democracy building in South Asia, with special reference to India", ଆର୍କାଇଭ୍ କପି, Sweden: International Institute for Democracy and Electoral Assistance - IDEA, archived from the original on 3 March 2016, retrieved 23 February 2018 {{citation}}: Cite has empty unknown parameter: |1= (help)

ବାହ୍ୟ ଆଧାର ସମ୍ପାଦନା