ନଦୀ, ସମୁଦ୍ର, ଗାଡିଆ ପୋଖରୀ ଇତ୍ୟାଦିରୁ ଜଳ ସୂର୍ଯ୍ୟକିରଣଦ୍ୱାରା ବାଷ୍ପିଭୂତ ହୋଇ ବାୟୁମଣ୍ଡଳରେ ମିଶିଯାଏ ଓ ଘନୀଭୂତ ହୋଇ ପାଣିଟୋପା ଆକାର ଭୂପୃଷ୍ଠରେ ପତିତ ହୁଏ । ଏହାକୁ ମେଘ ବା ବର୍ଷା କୁହାଯାଏ ।

ମେଘର ସୁଷ୍ଟି

ପ୍ରକାର ସମ୍ପାଦନା

ଆବର୍ତ୍ତକ ସମ୍ପାଦନା

 
କଳାହାଣ୍ତିଆ ମେଘ

ଆବର୍ତ୍ତକ ମେଘ କଳାହାଣ୍ଡିଆ ରୂପ ଧାରଣ କରି ମଝିରେ ମଝିରେ ବ୍ୟାପକ ବୃଷ୍ଟିକରାଏ ।

ସମ୍ବର୍ତ୍ତକ ସମ୍ପାଦନା

ସମ୍ବର୍ତ୍ତକ ମେଘ ପ୍ରଳୟ ସୃଷ୍ଟିକାରୀ ଅତିବୃଷ୍ଟି କରାଇଥାଏ ଓ ବନ୍ୟା ବିତ୍ପାତ ଆଣିଥାଏ ।

ଦ୍ରୋଣ ସମ୍ପାଦନା

ଦ୍ରୋଣ ବୁଢାମେଘ ନାମରେ ପରିଚିତ । ତେଣୁ ସ୍ୱାଭାବିକ ଦୁର୍ବଳ ।

ପୁଷ୍କର ସମ୍ପାଦନା

ପୁଷ୍କର ମେଘ ଅତ୍ୟନ୍ତ ଚାଷ ଉପଯୋଗୀ । ସେଥିପାଇଁ କୁହାଯାଏ 'ପୁଷ୍କର- ଗାଡିଆ ପୋଖରୀ ଚାଷକର' ।

ଆଧାର ସମ୍ପାଦନା