ମୁରଲୀ ବିଜୟ

ଭାରତୀୟ କ୍ରିକେଟ ଖେଳାଳି

ମୁରଲୀ ବିଜୟ ( ଜନ୍ମ ୧ ଏପ୍ରିଲ , ୧୯୮୪) ଜଣେ ଭାରତୀୟ ଅନ୍ତର୍ଜାତିକ କ୍ରିକେଟର ଓ ପ୍ରାରମ୍ଭିକ ବେତସମେନ । ସେ ଜଣେ ଦହନ ହାତୀ ଓପନିଂ ବେତସମେନ ହିସାବରେ ଟେଷ୍ଟ ଦଲରେ ଖେଳନ୍ତି । ତାମିଲନାଡୁ ରାଜ୍ୟ ପାଇଁ ଏବଂ ଆଇପିଏଲରେ ପଞ୍ଜାବ ଦଳର ଅଧିନାୟକ ଭାବେ ଖେଳନ୍ତି । ସେ ୨୦୦୮ରେ ଭାରତୀୟ ଟେଷ୍ଟ ଦଳରେ ପ୍ରବେଶ କରିଥିଲେ । 

Murali Vijay
ବ୍ୟକ୍ତିଗତ ତଥ୍ୟ
ନାମMurali Vijay
ଜନ୍ମ (1984-04-01) ୧ ଅପ୍ରେଲ ୧୯୮୪ (ବୟସ ୩୯)
Chennai, Tamil Nadu, India
ଡାକ ନାମmurali
ଉଚ୍ଚତା6' 0.5"
ବ୍ୟାଟିଂ ପ୍ରକାରRight-handed
ବୋଲିଂ ପ୍ରକାରRight-arm off break
ଭୂମିକାOpening batsman
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 260)6 November 2008 v Australia
ଶେଷ ଟେଷ୍ଟ12 October 2016 v New Zealand
ପ୍ରଥମ ଦିନିକିଆ (cap 181)27 February 2010 v South Africa
ଶେଷ ଦିନିକିଆ9 July 2015 v Zimbabwe
ଦିନିକିଆ ଜାମା ନମ୍ବର26
ପ୍ରଥମ ଟି୨୦ (cap 27)1 May 2010 v Afghanistan
ଶେଷ ଟି୨୦9 January 2011 v South Africa
ଘରୋଇ ଦଳ ତଥ୍ୟ
YearsTeam
2005–presentTamil Nadu
2009–2013Chennai Super Kings
2014Delhi Daredevils
2015–presentKings XI Punjab
Career statistics
ପ୍ରତିଯୋଗିତା Tests ODIs FC LA
ମ୍ୟାଚ ସଂଖ୍ୟା 42 14 102 68
ମୋଟ ରନ 2823 325 7,292 2,788
ବ୍ୟାଟିଂ ହାର 39.20 19.46 43.14 42.89
ଶତକ/ଅର୍ଦ୍ଧଶତକ 6/14 0/1 17/32 7/13
ସର୍ବାଧିକ ରନ 167 72 266 155
ବଲ ସଂଖ୍ୟା 306 0 798 239
ଉଇକେଟ 1 0 6 8
ବୋଲିଂ ହାର 107 66.83 27.00
ଇନିଙ୍ଗସରେ ୫ଟି ଉଇକେଟ 0 0 0
ମ୍ୟାଚରେ ୧୦ଟି ଉଇକେଟ 0 0 n/a
ସବୁଠୁ ଭଲ ବୋଲିଂ 1/12 1/19 2/33 3/13
କ୍ୟାଚ/ଷ୍ଟମ୍ପିଙ୍ଗ 34/– 8/– 91/– 34/–
Source: ESPNCricinfo, 21 December 2014

ପ୍ରାରମ୍ଭିକ ଖେଳ ଜୀବନୀ  ସମ୍ପାଦନା

୧୭ ବର୍ଷ [୧]ରେ ମୁରଲୀ ତାଙ୍କର କ୍ରିକେଟ ଆରମ୍ଭ କରିଥିଲେ । ଚେନ୍ନଇରେ କ୍ଲବ କ୍ରିକେଟ ଖେଳିବା ପରେ ସେ ୨୦୦୪/୫ରେ ୨୨ ବର୍ଷରୁ କମ ଦଳ ପାଇଁ କ୍କ୍ନାଇଦୁ ଟ୍ରଫି ଖେଳି ୨୬.୪୫ ହାରରେ ସ୍କୋର କରିଥିଲେ |url=http://cricketarchive.com/Archive/Events/7/CK_Nayudu_Trophy_2005-06/Tamil_Nadu_Under-22s_Batting.html%7Cpublisher=CricketArchive%7Caccessdate=17[permanent dead link] December 2014}}</ref>

୨୦୦୫/୬ରେ ମଧ୍ୟ ସେ ତାମିଲନାଡୁ ୨୨ ବର୍ଷ କମ ଦଳରେ ଖେଳିଥିଲେ ମଧ୍ୟ ସେତେଟା ପ୍ରଭାବଶାଳି ହେଇ ନଥିଲେ । ତେବେ ୨୦୦୬ ରଣଜୀ ଦଳ ପାଇଁ ଚୟନ ହେଇ କ୍ୱାଟର  ଫାଇନାଲରେ ୩୮ ରଣ କରି ଦଳକୁ ଜିତାଇଥିଲେ । ତାହା ପରେ ତାଙ୍କରଖେଳରେ ଉନ୍ନତି ହେଇଥିଲା । ୨୦୦୬/୭ ସିଜନରେ ସେ ତୃତୀୟ ସର୍ବାଧିକ ରନ ହସଲକାରୀ ହେଇଥିଲେ । ସେ ଦିଲ୍ଲୀ ବିପକ୍ଷ ମେଚରେ ଅର୍ଦ୍ଧାଶତକ ହାସଲ କରି ସମୁଦାୟ ୬୨୮ ରଣ କରିଥିଲେ । ଏଥିରେ ୨ଟି ଶତକ, ୧ଟି ଅର୍ଦ୍ଧ  ଶତକ ଅନ୍ତର୍ଭୁକ୍ତ । ସେ ସେହି ସିଜନର ଏକଦିବାସୀୟରେ ମଧ୍ୟ ଖୁବ ଭଲ ପ୍ରଦର୍ଶନ ଦେଇ ୩୯.୫୭ ହାରରେ ୨୭୭ ରନ  କରି ଥିଲେ । ୧୧୨ ତାଙ୍କର ସର୍ବାଧିକ ସ୍କୋର ଥିଲା । 

୨୦୦୭/୮ ସିଜନରେ ସେ ରଣଜୀ ଟ୍ରଫିରେ ୫୮୨ ରନ ସହ ସୌରସ୍ତ୍ର ସହ ମେଚରେ ୨୩୦ ଅବିଜିତ  ରନ  କରି ଦକ୍ଷିଣାଞ୍ଚଳ  ପାଇଁ ଦୁଲିପ ଟ୍ରଫି ଖେଳିଲେ । ପ୍ରଥମ ମେଚରେ ସେ ଉତ୍ତରାଞ୍ଚଳ ବିପକ୍ଷରେ ୦ ଓ ୩୯ କରିଥିଲେ । ପୂର୍ବାଞ୍ଚଳ ସହ ମେଚରେ ସେ ଓପନିଂ କରି ଅସଫଳ ହେଇଥିଲେ । କିନ୍ତୁ ବିଜଯ ହଜାରେ ଏକଦିବାସୀୟରେ ସେ ଦକ୍ଷିଣଞ୍ଚାଳ୍ପାୟନ ଖେଳି ହାଇଦ୍ରାବାଦ ଓ ଆନ୍ଧ୍ର ବିରୁଦ୍ଧରେ ଶତକ ହାସଲ କାଲେ ।[୨][୩]

୨୦୦୭/୮ରେ ସେ ସୌରସ୍ତ୍ର ସହ ମେଚରେ ୨୩୦ ରନ ସହ ୫୮.୨ ହାରରେ ସ୍କୋର କରିଥିଲେ । 

୨୦୦୮ ସେପ୍ଟେମ୍ବରରେ ମୁରଲୀ ।ଭାରତ A ଦଳରେ ସ୍ଥାନ ପାଇ ନିଉ ଜିଲାଣ୍ଡ ସହ ଖେଳି ୩ ନମ୍ବର ସ୍ଥାନରେ ସଫଳତାର ସହ ବ୍ୟାଟିଂ କଲେ ।ପ୍ରଥମ ମେଚରେ ସେ ୪୫ ଓ ୫୯ କରିଥିଲେ । ୨ ୟ ମେଚରେ ସେ ଓପନିଂ କରି ୯୮ ଓ୦  କଲରିଥିଲେ । ଚେଲେଞ୍ଜର ଟ୍ରଫିରେ ବିଜଯ ୩ଟି ମେଚରେ ୧୬୪ ରନ କରି ସର୍ବାଧିକ ସ୍କୋରର ହେଇଥିଲେ ।[୪]


ଟେଷ୍ଟ ଜୀବନ  ସମ୍ପାଦନା

୨୦୦୮ରେ ସେ ନିୟମିତ ଅପନର ଗୌତମ ଗମ୍ଭୀର ଆହତ ହେବା କାରଣରୁ ଟେଷ୍ଟ ଦଳରେ ସ୍ଥାନ ପାଇ ନାଗପୁରରେ ପ୍ରଥମ ଥର ପାଇଁ ଜାତୀୟ ଦଳରେ ଖେଳିଲେ । ସେ ରଣଜୀ ମେଚ ଖେଳୁଥିବା ବେଳେ ଟେଷ୍ଟ ଦଳକୁ ଯାଇ ଟେଷ୍ଟ ଖେଳିଲେ । 

ତାଙ୍କର ବ୍ୟାଟିଂ ଟେକନିକକୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆଲାନ ବର୍ଡର ଖୁବ ପସନ୍ଦ କରନ୍ତି । 

ତାହା ପରେ ସେ ଏକ ସଫଳ ତଥା ନିର୍ଭରଯୋଗ୍ୟ ଅପନର ହିସାବରେ ଦଳରେ ରହିଲେ । ସେ ଜଣେ ନିର୍ଭରଯୋଗ୍ୟ ଫିଲଡର ମଧ୍ୟ । 

ଟେଷ୍ଟ ସଫଳତା ପରେ ଏକଦିବାସୀୟ ଦଳରେ ସ୍ଥାନ ପାଇଥିଲେ ମଧ୍ୟତଃ ସେ ସୁରକ୍ଷିତ ରଖିପାରିନଥିଲେ । 

୨୦୦୯ରେ ମୁରଲୀ ଗମ୍ଭୀରଙ୍କ ସ୍ଥାନ ନେଇ  ଟେଷ୍ଟରେ ଓପନିଂ କରିଥିଲେ । ସହବଗଙ୍କ ସାହା ୨୨୧ ର୍ଯାନର ଭାଗୀଦାରୀ କରିବା ଫଳରେ ଭାରତ ସେହି ଟେଷ୍ଟରେ ଇନନିଙ୍ଗ ବିଜଯ ପାଇଥିଲା । [୫]

୨୦୧୦ରେ ସେ ଲକ୍ଷ୍ମଣଙ୍କ ସ୍ଥାନରେ ବାଂଲାଦେଶ ସହ ଓ ପରେ ଦ୍ରାବିଡଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ଖେଳିଥିଲେ । ତାହା ପରେ ସେ ନିୟମିତ ସ୍ଥାନ ପାଇଲେ । 

ଏକଦିବସୀୟ ଜୀବନୀ  ସମ୍ପାଦନା

ଦକ୍ଷିଣ ଆଫ୍ରିକା ସହ ସେ ୨୦୧୦ ଫେବୃଆରୀରେ ତୃତୀୟ ଏକଦିବାସୀୟ ଖେଳିଥିଲେ ୦ ଦ୍ରୁତ ଗତିରେ ୧୬ ବଲରେ ୨୬ ରଙ୍କରିଥିଲେ । ତାହା ପରେ ଜିମ୍ବାବ୍ୱେ ସହ ଖେଳି ମଧ୍ୟ ସଫଳତା ନ ପାଇ ଦଳରୁ ସ୍ଥାନ ହରେଇଥିଲେ । 

T୨୦ ଆନ୍ତର୍ଜାତିକ  ସମ୍ପାଦନା

ମୁରଲୀ ୨୦୧୦ T୨୦ ବିଶ୍ୱ କପ ଦଳରେ ଥିଲେ ମଧ୍ୟ ସଫଳତା ପାଇ ନଥିଲେ । 

ଆଇପିଏଲ ସମ୍ପାଦନା

ପ୍ରଥମେ ଚେନ୍ନଇ ଦଳ ପାଇଁ ଆଇପିଏଲ ଖେଳି ମୁରଲୀ ପରେ ଦିଲ୍ଲୀ ଓ ବର୍ତ୍ତମାନ ପଞ୍ଜାବ ଦଳ ପାଇଁ ଖେଳୁଛନ୍ତି । ସେ ଚେନ୍ନଇ ଦଳର ୨ ଥର ଆଇପିଏଲ ଜିତିବାରେ ମୁଖ୍ୟ ଭୂମିକା ନେଇଥିଲେ । ତେବେ ୨୦୧୬ରେ ସେ ପଞ୍ଜାବ ଦଳର ଅଧିନାୟକ ରହିଥିଲେ। 

In the fourth season of IPL, he was retained by the Chennai Super Kings<meta />. Later he was awarded the man of the match in finals and helped Chennai Super Kings to win the IPL trophy for the second time in a row. He scored 95 of 52 balls with 4 fours and 6 sixes with a blistering strike rate of 183.

Season by season at IPL (till IPL7) ସମ୍ପାଦନା

IPL Batting Statistics of Murali Vijay
Year Team Inns Runs HS Ave SR 100 50 4s 6s
2009 Chennai Super Kings 4 60 31 15.00 89.55 0 0 4 2
2010 15 458 127 35.23 156.84 1 2 36 26
2011 16 434 95 27.12 128.02 0 3 34 20
2012 14 336 113 25.84 125.84 1 0 39 10
2013 15 312 55 22.38 109.09 0 2 27 8
2014 Delhi Daredevils 11 207 52 18.81 107.81 0 1 20 5
2009–2014 Total[୬] 75 1807 127 25.45 125.23 2 8 160 71

International centuries ସମ୍ପାଦନା

  • In the column Runs, * indicates being not out.
  • The column title Match refers to the match number of his career.

Test centuries ସମ୍ପାଦନା

Murali Vijay's Test centuries
# Runs Match Against City/Country Venue Year Result
1 139 8   Australia   Bangalore, India M. Chinnaswamy Stadium 2010
2 167 14   Australia   Hyderabad, India Rajiv Gandhi International Cricket Stadium 2013
3 153 15   Australia   Mohali, India Punjab Cricket Association Stadium 2013
4 146 23   England   Nottingham, England, United Kingdom Trent Bridge 2014 Drawn
5 144 29   Australia   Brisbane, Australia The Gabba 2014
6 150 32   Bangladesh   Fatullah, Bangladesh Khan Shaheb Osman Ali Stadium 2015 Drawn

International Awards ସମ୍ପାଦନା

One-Day International Cricket ସମ୍ପାଦନା

ମେନ ଅଫ ମେଚ ପୁରସ୍କାର  ସମ୍ପାଦନା

S No Opponent Venue Date Match Performance Result
1 Zimbabwe Harare Sports Club, Harare 12 July 2015 72 (95 balls, 1×4, 2×6); 3-0-18-0 ; 1 ct.   India won by 62 runs.

References ସମ୍ପାଦନା

  1. "Murali Vijay". Yahoo Cricket. Retrieved 17 ଡିସେମ୍ବର 2014.
  2. "Tamil Nadu v Hyderabad in 2007/08". CricketArchive. Retrieved 18 ଡିସେମ୍ବର 2014.
  3. "Tamil Nadu v Andhra in 2007/08". CricketArchive. Retrieved 18 ଡିସେମ୍ବର 2014.
  4. "Batting and Fielding for Tamil Nadu in Ranji Trophy One Day 2006/07". CricketArchive. Retrieved 17 ଡିସେମ୍ବର 2014.
  5. 3rd Test: India v Sri Lanka at Mumbai (BS), Dec 2-6, 2009 | Cricket Scorecard | ESPN Cricinfo.
  6. {{cite web}}: Empty citation (help)