ମୁଜିବ ନଗର (ବଙ୍ଗଳା: মুজিবনগর), ପୂର୍ବରୁ ବୈଦ୍ୟନାଥତାଲା ଓ ଭାବେରାପୁର ନାମରେ ପରିବହିତ ଥିବା ସହର ଯାହା ବାଂଲାଦେଶର ମେହେରପୁର ଜିଲ୍ଲାରେ ଅବସ୍ଥିତ । [୨] ବାଂଲାଦେଶ ପାକିସ୍ଥାନଠାରୁ 10 ଏପ୍ରିଲ , 1971[୩]ରେ ଭିନ୍ନ ହେଇ ପ୍ରକୃତ ସ୍ୱାଧୀନତା ପ୍ରାପ୍ତ ହେବା ଆଗରୁ ଏହାର ଅବାମୀ ଲିଗର ନେତା ସେଖ ମଜିବୁର ରହମାନ ଶାସନ ବାଂଲା ଦେଶକୁ ସ୍ୱାଧୀନ ରାଷ୍ଟ୍ର ଭାବରେ ଘୋଷଣା କରିଥିଲେ ।[୧]  ତାଙ୍କ ସମ୍ମାନାର୍ଥେ ଏହି ସହରକୁ ମୁଜୀବନଗର ଭାବରେ ନାମିତ କରାଯାଇଥିଲା ।ମୁଜିବୁର ରହମାନ ଦେଶାନ୍ତରରେ ଥାଇ କଲିକତା ସହରରେ ଆନ୍ଦୋଳନର ନେତୃତ୍ୱ ନେଉଥିଲେ । ଏଠାରେ 20.10 ଏକର ପରିମିତ ସ୍ଥାନରେ ସ୍ମାରକୀ ନିର୍ମାଣ କରାଯାଇଛି । ସେହି ସ୍ଥାନରେ ବାଂଲାଦେଶର ନୂତନ ସରକାର ଶପଥ ଗ୍ରହଣ କରିଥିଲେ । 

Statue representing the signing of the Pakistani Instrument of Surrender at the Mujibnagar Memorial Monument and Complex
The Mujibnagar monument has 23 pillars, some of which are shown here, representing the 23 years of Pakistani rule over East Bengal before it became independent as Bangladesh. The red brick square marks the spot where the Mujibnagar government ministers took their oaths.[୧]

ଗରିଲା ଯୁଦ୍ଧ ସମୟରେ ସେଖ ମୁଯଜିବୁରଙ୍କୁ ପାକିସ୍ଥାନ ସରକାର ଗିରଫ କରି ରଖିଥିଲେ। ପରେ ଡିସେମ୍ବର 1971 ମସିହାରେ ବାଂଲାଦେଶ ପାକିସ୍ତାନଠାରୁ ପ୍ରକୃତ ସ୍ୱାଧୀନତା ହାସଲ କରିଥିଲା । ତତ ପୂର୍ବରୁ ବାଂଲାଦେଶର ଉପଡ଼ାସ୍ତ୍ରପତି ଶୟଦ ନଜରୁଲ ଇସଲାମ ସରକାରଙ୍କ ମନ୍ତ୍ରୀମାନଙ୍କୁ ଏହି ମୁଜୀବ ନଗରଠାରେ ଶପଥ ଗ୍ରହଣ କରେଇଥିଲେ ।  [୩]

ଆଧାର  ସମ୍ପାଦନା

  1. ୧.୦ ୧.୧ Mohammad Faiquzzaman (2012), "Mujibnagar Smriti Saudha", in Sirajul Islam and Ahmed A. Jamal (ed.), Banglapedia: National Encyclopedia of Bangladesh (Second ed.), Asiatic Society of Bangladesh
  2. Md. Abu Hasan Farooque (2012), "Meherpur District", in Sirajul Islam and Ahmed A. Jamal (ed.), Banglapedia: National Encyclopedia of Bangladesh (Second ed.), Asiatic Society of Bangladesh
  3. ୩.୦ ୩.୧ Faiquzzaman, Mohammad (2012). "Mujibnagar Government". In Jamal, Ahmed A. (ed.). Banglapedia: National Encyclopedia of Bangladesh (Second ed.). Asiatic Society of Bangladesh. {{cite book}}: Missing |editor1= (help)Missing |last1= in Editors list (help)

ବାହାର ଲିଙ୍କ  ସମ୍ପାଦନା