ମିଳିତ ଜାତିସଂଘ ଗୋଟିଏ ଅନ୍ତଃ -ସରକାରୀ ଅନୁଷ୍ଠାନ ଯାହା ଅନ୍ତର୍ଜାତିକ ସହଯୋଗକୁ ବିକଶିତ କରିଥାଏ । ପୂର୍ବରୁ ନିଷ୍କ୍ରିୟ ଥିବା ଥିବା କେତେକ ରାଷ୍ଟ୍ରର ଗୋଷ୍ଠୀକୁ ପରିବର୍ତିତ ରୂପ ଦେଇ ୨୪ ଅକ୍ଟୋବର ୧୯୪୫ରେ ମିଳିତ ଜାତିସଂଘର ସଂସ୍ଥାପନା ହେଇଥିଲା । ଦ୍ୱିତୀୟ ମହାସମର ପରେ ଯେମିତି ସେପରି ନ ହୁଏ ସେତେବେଳେ ୫୧ଟି ସଦସ୍ୟ ରାଷ୍ଟ୍ରକୁ ନେଇ ଗଠନ ହେଇଥିବା ମିଳିତ ଜାତିସଂଘରେ ବର୍ତ୍ତମାନ ସଦସ୍ୟ ସଂଖ୍ୟା ୧୯୩ । ମିଳିତ ଜାତିସଂଘର ମୁଖ୍ୟ କାର୍ଜ୍ୟାଳୟ ନିଉୟର୍କ ସହରର ମାନହାଟ୍ଟନଠାରେ ଅବସ୍ଥିତ । ଏହା ବ୍ୟତୀତ ଜେନେଭା , ନାଇରୋବି ,ଏବଂ ଭିଏନାରେ ମଧ୍ୟ ମୁଖ୍ୟ କାର୍ଜ୍ୟାଳୟ ସବୁ ରହିଛି ।ଏହି ସଂଗଠନ ସଦସ୍ୟ ରାଷ୍ଟ୍ର ସମୂହଙ୍କ ସ୍ୱେଚ୍ଛାକୃତ ଏବଂ ଆତ୍ମ ନିର୍ଧାରିତ ଅନୁଦାନଦ୍ୱାରା ପରିଚାଳିତ ହୁଏ । ଏହାର ମୂଳ ଲକ୍ଷ୍ୟ ହେଲା ଅନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା , ମାନବିକ ଅଧିକାରର ଅଗ୍ରାଧିକାର ,  ସାମାଜିକ ଓ ଅର୍ଥନୈତିକ ସନ୍ତୁଳନ ରଖିବା , ପରିବେଶର ସୁରକ୍ଷା କରିବା ଓ ମରୁଡି ବା ପ୍ରକୃତିକ ଦୁର୍ବିପାକ ସମୟରେ ମାନବିକ ସାହାଯ୍ୟ ଯୋଗେଇଦେବା , ଓ ସାମରିକ ଦ୍ୱନ୍ଦର ସମାଧାନ କରିବା । 

ମିଳିତ ଜାତିସଙ୍ଘ
  • Arabic:منظمة الأمم المتحدة
    Chinese:联合国组织
    French:Organisation des Nations unies
    Russian:Организация Объединённых Наций
    Spanish:Organización de las Naciones Unidas
Flag Emblem
HeadquartersNew York City (international territory)
Official languages
TypeIntergovernmental organization
Membership193 member states
2 observer states
Leaders
António Guterres
Amina J. Mohammed
Volkan Bozkır
Mona Juul
Dang Dinh Quy
Establishment
• UN Charter signed
26 ଜୁନ 1945 (78 years ago) (1945-୦୬-26)
• Charter entered into force
24 ଅକ୍ଟୋବର 1945 (78 years ago) (1945-୧୦-24)
Website
UN.org
UN.int
୧୯୪୩ ମସିହାରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଫ୍ରାଙ୍କଲିନ ରୁଜଭେଲ୍ଟ ଜାତିସଂଘର ପରିକଳ୍ପନା ପାଇଁ ହାତରେ କରିଥିବା ଲେଖନ 
୧୯୪୫ରେ ଜାତିସଂଘର ପ୍ରତିଷ୍ଠା ପରେ ହଲ୍କା ନୀଳ ରଙ୍ଗ ଥିବା ଦେଶ ସବୁ ପ୍ରତିଷ୍ଠାତା ସଦସ୍ୟ ଓ ଗାଢ ନୀଳ ରଙ୍ଗ ଥିବା ଦେଶ ସବୁ ସେମାନଙ୍କ ରକ୍ଷୟନରେ ଥିବା ଦେଶ ତଥା ଇଲାକା 

ଇତିହାସ ସମ୍ପାଦନା

ଶୀତଳ ଯୁଦ୍ଧର ଯୁଗ  ସମ୍ପାଦନା

 
୧୯୫୩ରୁ ୧୯୬୧ରେ ତାଙ୍କର ମୃତ୍ୟୁ ହେବା ଯାଏ ସେକ୍ରେଟାରୀ ଜେନରେଲ ଭାବେ  ସକ୍ରିୟ ଭୂମିକାରେ ଥିବା ଦାଗ୍ ହମରର୍ଜୋଲ୍ଡ

ଶୀତଳ ଯୁଦ୍ଧ ପରବର୍ତ୍ତୀ କାଳ  ସମ୍ପାଦନା

 
କୋଫି ଅନ୍ନନ, ୧୯୯୭ରୁ ୨୦୦୬ ପର୍ଯ୍ୟନ୍ତ ସେକ୍ରେଟାରୀ ଜେନେରାଲ 
 
Three former directors of the Global Smallpox Eradication Programme read the news that smallpox had been globally eradicated, 1980
 
ମିଳିତ ଜାତିସଂଘ , ସୁଇଜରଲ୍ୟାଣ୍ଡ

ଆଧାର ସମ୍ପାଦନା

  1. Official Languages Archived 12 July 2015 at the Wayback Machine., www.un.org. Retrieved 22 May 2015.

ବାହାର ତଥ୍ୟ ସମ୍ପାଦନା

Official websites

Other