ମିଫେପ୍ରିସ୍ଟୋନ, ଅନ୍ୟ ନାମ ଆର‌ୟୁ-୪୮୬ (RU-486), ଏକ ଔଷଧ ଯାହା ଗର୍ଭପାତ କରିବା ନିମନ୍ତେ ମିସୋପ୍ରିସ୍ଟଲ ସ‌ହିତ ମିଶେଇ ଦିଆଯାଏ ।[୧] ଏହି ସଂଯୁକ୍ତ ଔଷଧ ଗର୍ଭାବସ୍ଥାର ପ୍ରଥମ ୫୦ ଦିନ ମଧ୍ୟରେ ୯୫ % ଫଳପ୍ରଦ ରହେ । ଦ୍ୱିତୀୟ ତ୍ରୈମାସିକରେ ମଧ୍ୟ ଏହା ଫଳପ୍ରଦ ହୁଏ ।[୨][୩] ବ୍ୟବ‌ହାରର ୨ ସପ୍ତାହ ପରେ ଏହାର ପ୍ରଭାବ ପରୀକ୍ଷା କରି ଦେଖିବା ଆବଶ୍ୟକ । ଏହା ପାଟିରେ ଦିଆଯାଏ । [୧]

ମିଫେପ୍ରିସ୍ଟୋନ
Clinical data
Trade namesMifeprex
AHFS/Drugs.commonograph
MedlinePlusa600042
Pregnancy
category
  • US: X (Contraindicated)
Routes of
administration
By mouth
ATC code
Legal status
Legal status
Pharmacokinetic data
Bioavailability69%
Protein binding98%
MetabolismLiver
Elimination half-life18 hours
ExcretionFecal: 83%; Kidney: 9%
Identifiers
  • 11β-[p-(Dimethylamino)phenyl]-17β-hydroxy-17-(1-propynyl)estra-4,9-dien-3-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.127.911 Edit this at Wikidata
Chemical and physical data
FormulaC29H35NO2
Molar mass429.60 g/mol
3D model (JSmol)
Density1.189 g/cm3
Melting point194 °C (381 °F)
Boiling point629 °C (1,164 °F)
  • O=C5\C=C4/C(=C3/[C@@H](c1ccc(N(C)C)cc1)C[C@]2([C@@H](CC[C@]2(C#CC)O)[C@@H]3CC4)C)CC5
  • InChI=1S/C29H35NO2/c1-5-15-29(32)16-14-26-24-12-8-20-17-22(31)11-13-23(20)27(24)25(18-28(26,29)2)19-6-9-21(10-7-19)30(3)4/h6-7,9-10,17,24-26,32H,8,11-14,16,18H2,1-4H3/t24-,25+,26-,28-,29-/m0/s1 checkY
  • Key:VKHAHZOOUSRJNA-GCNJZUOMSA-N checkY
  (verify)

ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ପେଟ ଯନ୍ତ୍ରଣା, ଥକ୍କା ଲାଗିବା ଓ ଯୋନୀରୁ ରକ୍ତସ୍ରାବ ହୁଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅତ୍ୟଧିକ ଯୋନୀ ରକ୍ତସ୍ରାବ, ଜୀବାଣୁ ସଂକ୍ରମଣ ଓ ଗର୍ଭପାତ ନ ହେଲେ ବିକଳାଙ୍ଗ ଶିଶୁ ସୃଷ୍ଟି ହୁଏ । ଉପ‌ଯୁକ୍ତ ଅନୁସରଣ ଯତ୍ନ ସୁବିଧା ଥିଲେ ଏହା ବ୍ୟବ‌ହାର କରିବା ଉଚିତ । ପ୍ରୋଜେସ୍ଟେରନର ପ୍ରଭାବ ବାଧା ଦେଇ ଏହା ଜରାୟୁ ସଙ୍କୋଚନ କରେ ।[୧]

ସନ ୧୯୮୦ରେ ଏହା ପ୍ରସ୍ତୁତ ହୋଇ ଫ୍ରାନ୍ସରେ ସନ ୧୯୮୭ରେ ବ୍ୟବ‌ହାର କରାଗଲା ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସନ ୨୦୦୦ରେ ଉପଲବ୍‌ଧ ହେଲା । [୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ସନ ୨୦୧୪ ସୁଦ୍ଧା ଏହା କାନାଡ଼ା ଓ ଅଷ୍ଟ୍ରେଲିଆରେ ମିଳିପାରି ନାହିଁ । [୬] ବିକାଶଶୀଳ ପୃଥିବୀରେ ଏହାର ଅଧିକ ମୂଲ୍ୟ ଯୋଗୁ ମିଳୁନାହିଁ ।[୭][୮] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଡୋଜ ପ୍ରତି ସନ ୨୦୧୫ରେ ୨୦୦ଡଲାରରୁ ଅଧିକ ମୂଲ୍ୟ ହେଉଛି । [୯]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Mifepristone". The American Society of Health-System Pharmacists. Retrieved December 19, 2015.
  2. ୨.୦ ୨.୧ Rexrode, edited by Marlene Goldman, Rebecca Troisi, Kathryn (2012). Women and health (2nd ed.). Oxford: Academic. p. 236. ISBN 9780123849793. {{cite book}}: |first1= has generic name (help)CS1 maint: multiple names: authors list (link)
  3. Wildschut, H; Both, MI; Medema, S; Thomee, E; Wildhagen, MF; Kapp, N (19 January 2011). "Medical methods for mid-trimester termination of pregnancy". The Cochrane database of systematic reviews (1): CD005216. doi:10.1002/14651858.CD005216.pub2. PMID 21249669.
  4. Corey, E.J. (2012). "Mifepristone". Molecules and Medicine. John Wiley & Sons. ISBN 9781118361733.
  5. "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
  6. Nelson, Erin (2014). "Access to Abortion Services". Law, Policy and Reproductive Autonomy. A&C Black. ISBN 9781782251569.
  7. Hussein, edited by Julia; McCaw-Binns,, Affette; Webber, Roger (2012). Maternal and perinatal health in developing countries. Wallingford, Oxfordshire: CABI. p. 104. ISBN 9781845937461. {{cite book}}: |first1= has generic name (help)CS1 maint: extra punctuation (link)
  8. Winikoff, B; Sheldon, W (September 2012). "Use of medicines changing the face of abortion". International perspectives on sexual and reproductive health. 38 (3): 164–6. doi:10.1363/3816412. PMID 23018138.
  9. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 368. ISBN 9781284057560.