ମାର୍କୋ ପୋଲୋ  ଜଣେ ଇଟାଲୀୟ ବ୍ୟବସାୟୀ, ଲେଖାକ ତଥା ପରିବ୍ରାଜକ ଥିଲେ । ସେ ଭେନିସ ଗଣରାଜ୍ୟରେ ଜନ୍ମ ଗ୍ରହଣ କରିଥିଲେ। ସେ କେନ୍ଦ୍ର ଏସିଆ ଓ ଚୀନ ଦେଶକୁ ପରିଭ୍ରମଣରେ ଯାଇ ତାଙ୍କର ଭ୍ରମଣ କାହାଣୀ Livres des merveilles du monde ପୁସ୍ତକରେ ଲିପିବଦ୍ଧ କରିଥିଲେ । ସେହି ପୁସ୍ତକ ଇଂରାଜୀରେ ଅନୁଦିତ ହେଇ Book of the Marvels of the World,ଓ The Travels of Marco Polo ନାମରେ ପରିଚିତ ଥିଲା ଓ ଏହି ପୁସ୍ତକ ଜରିଆରେ ଏଉରୋପୀୟମାନେ ପ୍ରଥମ କରି ଏସିଆ ମହାଦେଶର କେନ୍ଦ୍ର ଏସିଆ ଓ ଚୀନ ଦେଶ ବିଷୟରେ ବିଶଦ ଭାବରେ ଜ୍ଞାତ ହେଇଥିଲେ । 

ମାର୍କୋ ପୋଲୋ
Polo wearing a Tatar outfit, date of print unknown
ଜନ୍ମ1254
ମୃତ୍ୟୁ୮ ଜାନୁଆରୀ ୧୩୨୪(1324-01-08) (ବୟସ ୬୯–୭୦)
Church of San Lorenzo
45°26′14″N 12°20′44″E / 45.4373°N 12.3455°E / 45.4373; 12.3455
ଜାତୀୟତାVenetian
ବୃତ୍ତିMerchant
ପ୍ରସିଦ୍ଧିThe Travels of Marco Polo
ବୈବାହିକ-ସାଥୀDonata Badoer
ସନ୍ତାନFantina, Bellela and Moretta
ପିତାମାତା(s)Mother: Nicole Anna Defuseh

ମାର୍କୋ ପୋଲୋଙ୍କ ପିତା ନିକ୍କୋଲୋ ଓ କାକା ମାଫିଓ ଭ୍ରମଣକାରୀ ବ୍ୟବସାୟୀ ଥିଲେ ଓ ଏସିଆ ଦେଇ ଯାତ୍ରା କରି କୁ7ବଳୟ ଖାନଙ୍କୁ ମଧ୍ୟ ଭେଟିଥିଲେ । ସେମାନେ 1269 ମସିହାରେ ଭେନିସକୁ ପ୍ରତ୍ୟାବର୍ତନ କଳା ପରେ ମାର୍କୋ ପୋଲୋଙ୍କୁ ସାଙ୍ଗରେ ନେଇ ଏସିଆକୁ ଅନନ୍ୟ ଯାତ୍ରାରେ ଗଲେ ଓ ପୁଣି ଭେନିସକୁ ଦୀର୍ଘ 24 ବର୍ଷ ପରେ ପ୍ରତ୍ୟାବର୍ତନ କଲେ । ସେତେବେଳେ ଭେନିସ ଦେଶ ଗେନୋଆ ଦେଶ ସହ ଯୁଦ୍ଧରେ ବ୍ୟାପ୍ତ ଥିଲା । ମାର୍କୋଙ୍କୁ ଜୈଲ ଯିବାକୁ ପଡିଲା । ସେ ଜୈଲ ହିତରେ ଥାଇ ତାଙ୍କର ଦୀର୍ଘ ଏସିଆ ଭ୍ରମଣର କାହାଣୀ ତାଙ୍କର  ଏକ ସାଥି କଇଦିଙ୍କୁ ଡାକି ଥିଲେ ଓ ସାଥି କଇଦି ତାହା ଲିପିବଦ୍ଧ କରିଥିଲେ । ମାର୍କୋ 1299 ମସିହାରେ ଜୈଲରୁ ମୁକ୍ତ ହେଇ ପୁନର୍ବାର ବ୍ୟବସାୟ କରି ସଫଳ ହେଲେ ଓ ଖୁବ ଧନିକ ବ୍ୟବସାୟୀ ଭାବରେ ବିବାହ କରି 3ଟି ସନ୍ତାନର ଜନକ ହେଇଥିଲେ । ତାଙ୍କର ମୃତ୍ୟୁ 1324 ମସିହାରେ ଭେନିସଠାରେ ହେଇଥିଲା । 

ଜୀବନୀ ସମ୍ପାଦନା

ପରିବାର ସମ୍ପାଦନା

 
Corte del Milion is still named after the nickname of Polo, "Il Milione".

Early life and Asian travel ସମ୍ପାଦନା

 
Mosaic of Marco Polo displayed in the Palazzo Doria-Tursi, in Genoa, Italy

ମାର୍କୋ ପୋଲୋଙ୍କ ଭ୍ରମଣ  ସମ୍ପାଦନା

 
ମରକୋ ପୋଲୋଙ୍କ ଭ୍ରମଣ ମାନଚିତ୍ର 
 
ମିଲୋନେIIର ଏକ  ଅଙ୍କିତ ଚିତ୍ର .
 
୧୨୯୮-୧୨୯୯ ମସିହାର ପାଣ୍ଡୁଲିପି ମିଲୋନେ IIର ଏକ ପ୍ରୁଷ୍ଠା .

ଭ୍ରମଣ ବର୍ଣ୍ଣନା  ସମ୍ପାଦନା

ସମ୍ମାନ  ସମ୍ପାଦନା

 
୧୯୮୨ ମସିହାରେ ମୁଦ୍ରିତ ଇଟାଲିୟାନ ବେଙ୍କ ନୋଟ ମାର୍କୋ  ପୋଲୋଙ୍କ ଚିତ୍ର ସହ .

ପୁନଶ୍ଚ ଦେଖଣା  ସମ୍ପାଦନା

  • Chinese expeditions to the Sinhala Kingdom
  • Chronology of European exploration of Asia
  • Rabban Bar Sauma, Uyghur Nestorian Christian monk from Zhongdu (Khanbaliq, modern Beijing) who led a Mongol diplomatic mission to medieval European monarchs and the pope, visiting Greece, Italy, and France
  • Silk Road, which Marco Polo travelled
  • Katarina Vilioni (d. 1342), an Italian woman whose tombstone was found in Yangzhou, China

ଟୀକା  ସମ୍ପାଦନା

ଆଧାର  ସମ୍ପାଦନା

ପୁନଶ୍ଚ ପଠନ  ସମ୍ପାଦନା

  • Marco Polo (1918). Marsden, William (ed.). The Travels of Marco Polo. London: J.M. Dent & Sons. p. 461.
  • Hart, H. Henry (1948). Marco Polo, Venetian Adventurer. Kessinger Publishing.{{cite book}}: CS1 maint: ref duplicates default (link)
  • Dalrymple, William (1989). In Xanadu.
  • Daftary, Farhad (1994). The Assassin legends: myths of the Ismaʻilis (2 ed.). I.B. Tauris. p. 213. ISBN 978-1-85043-705-5.{{cite book}}: CS1 maint: ref duplicates default (link)
  • Otfinoski, Steven (2003). Marco Polo: to China and back. New York: Benchmark Books. ISBN 0-7614-1480-0.{{cite book}}: CS1 maint: ref duplicates default (link)
  • Polo, Marco & Rustichello of Pisa (January 1, 2004). The Travels of Marco Polo – Volume 1. Project Gutenberg. Retrieved April 2, 2011.
  • Polo, Marco & Rustichello of Pisa (May 1, 2004). The Travels of Marco Polo – Volume 2. Project Gutenberg. Retrieved April 2, 2011.
  • Olivier Weber, Sur les routes de la soie (On the Silk Roads) (with Reza, Hoëbeke,2007
  • Yang, Dori Jones (January 11, 2011). Daughter of Xanadu. Delacorte Press Books for Young Readers. ISBN 978-0-385-73923-8. (Young Adult novel)

ବାହାର ଲିଙ୍କ  ସମ୍ପାଦନା