ମାତଙ୍ଗୀ

ଦଶ ମହାବିଦ୍ୟାଙ୍କ ମଧ୍ୟରୁ ଅନ୍ୟତମ

ଦେବୀ ମାତଙ୍ଗୀ ଦଶ ମହାବିଦ୍ୟାଙ୍କ ମଧ୍ୟରୁ ଅନ୍ୟତମ । ସେ ହେଉଛନ୍ତି ଶ୍ୟାମବର୍ଣ୍ଣା, ତ୍ରିନୟନା, ଲଲାଟରେ ଅର୍ଦ୍ଧଚନ୍ଦ୍ରା, ଦେବୀ ହାସ୍ୟମୟୀ, ହସ୍ତରେ ଅଙ୍କୁଶ, ପାଶ ଧାରଣ କରି ଥାଆନ୍ତି । କୁବ୍‌ଜିକା ତନ୍ତ୍ରରେ ବର୍ଣ୍ଣିତ ଯେ ଦେବୀ ମତଙ୍ଗାସୁରକୁ ବଧ କରିଥିବାରୁ ମାତଙ୍ଗୀ ନାମରେ ପରିଚିତା । ଦେବୀ ଭକ୍ତକୁ ସମସ୍ତ ବିପଦରୁ ପରିତ୍ରାଣ କରି ଥାଆନ୍ତି । ପୁରାକାଳରେ ନାନା ବୃକ୍ଷ ଶୋଭିତ କଦମ୍ବ କାନନରେ ସମସ୍ତ ପ୍ରାଣୀମାନଙ୍କୁ ବଶୀଭୂତ କରିବା ପାଇଁ ମାତଙ୍ଗ ମୁନି ଏକଶତ ହଜାର ବର୍ଷ ତପସ୍ୟାରତ ଥିଲେ । ତାଙ୍କର ତପସ୍ୟା ଫଳରେ ଦେବୀ ମାତଙ୍ଗୀଙ୍କ ନେତ୍ରରୁ ତେଜ ଉତ୍ପନ ହେଲା । ସେହି ତେଜରାଶିରୁ ଶ୍ୟାମଳ ରୂପିଣୀ ରାଜମାତଙ୍ଗୀ ଉତ୍ପନ ହେଲେ । ଦେବୀ- ମାତଙ୍ଗିନୀ, ଉଚ୍ଚିଷ୍ଟା ମାତଙ୍ଗୀ, ସୁର୍ମୁଖୀ ମାତଙ୍ଗୀ, ବଶ୍ୟ ମାତଙ୍ଗୀ ଏବଂ କର୍ଣ୍ଣମାତଙ୍ଗୀ ନାମରେ ପୂଜିତା । [୧] ସାଧକ ନିଜର କାର୍ଯ୍ୟ ସାଧନ ପାଇଁ ବିଭିନ୍ନ ମାତଙ୍ଗୀଙ୍କୁ ଆରାଧନା କରିଥାଏ । ସର୍ବକାର୍ଯ୍ୟ ସିଦ୍ଧି ପାଇଁ ଉଚ୍ଛିଷ୍ଟ ମାତଙ୍ଗୀ, ବଶୀକରଣ ପାଇଁ ବଶ୍ୟମାତଙ୍ଗୀ, କର୍ଣ୍ଣରେ ଶୁଣିବା ପାଇଁ କର୍ଣ୍ଣମାତଙ୍ଗୀ ପ୍ରଭୃତି ସାଧନା କରାଯାଏ । [୨]

ମାତଙ୍ଗୀ
Late 19th century lithograph depicting the goddess with a sword, shield, goad and club
Goddess of the spoken word and supernatural powers
Devanagariमातङ्गी
Sanskrit TransliterationMātaṅgī
Affiliationଦେବୀ, ମହାବିଦ୍ୟା
ଲୋକOn the periphery of traditional society and in speech
MantraAim, Aum Hring Kling Hum Matangaiye Phat Swaha

କିମ୍ବଦନ୍ତୀ ସମ୍ପାଦନା

ପୂଜା ସମ୍ପାଦନା

ଆଧାର ସମ୍ପାଦନା

  1. Kinsley (1997) p. 217
  2. Foulston, Lynn; Abbott, Stuart (2009). Hindu goddesses: beliefs and practices. Sussex Academic Press. p. 123. ISBN 978-1-902210-43-8.