ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ

ପୂର୍ବ ଭାରତର ଏକ ମେଡ଼ିକାଲ କଲେଜ

ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓଡ଼ିଶା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନଗରରେ ଅବସ୍ଥିତ ଏକ ଚିକିତ୍ସାଳୟ ଓ ଭେଷଜ ମହାବିଦ୍ୟାଳୟ । ଏହା ୧୯୬୨ରେ ସ୍ଥାପିତ ହୋଇଥିଲା । ଏହି ସରକାରୀ ମହାବିଦ୍ୟାଳୟଟି ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ନାମରେ ନାମିତ ।

ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ
ଏମ.କେ.ସି.ଜି. ମେଡିକାଲ
ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଲୋଗୋ
ଲକ୍ଷ୍ୟସର୍ବେ ଶନ୍ତୁ ନିରମାୟା
ସ୍ଥାପିତ୧୯୬୨
ପ୍ରକାରସରକାରୀ
ଡିନସୋନମାଳି ବାଗ
ତଳସ୍ନାତକ୨୫୦ (ଭେଷଜ)
ଅବସ୍ଥାନବ୍ରହ୍ମପୁର, ଓଡ଼ିଶା, ଭାରତ
ପରିସରନଗର
ଅନୁବନ୍ଧନଭାରତୀୟ ଭେଷଜ କାଉନସିଲ (ଏମ. ସି. ଆଇ.)


ମୂଖ୍ୟ ଫାଟକ
ଏମ.କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ

ଇତିହାସ ସମ୍ପାଦନା

ଏହି ସରକାରୀ ମେଡିକାଲ କଲେଜ ଏସ ସି ବିର ସଂପ୍ରସାରିତ ଶାଖା ଭାବେ ୧୯୬୧ରେ ଆରମ୍ଭ ହୋଇଥିଲା। ଏହା ୧୯୬୨ରେ ପାରଳାଖେମୁଣ୍ଡି ଅଞ୍ଚଳର ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ ନାମିତ ହୋଇ ବ୍ରହ୍ମପୁରଠାରେ ସର୍ବସାଧାରଣଙ୍କ ଚିକିତ୍ସା ପାଇଁ ଖୋଲାଗଲା।

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା