ମନୁ

ହିନ୍ଦୁ ପରମ୍ପରା ଅନୁସାରେ ପ୍ରଥମ ମାନବ

ମନୁ (ସଂସ୍କୃତ: मनु) ହିନ୍ଦୁ ଧର୍ମରେ ବିଭିନ୍ନ ସମୟରେ ବ୍ୟବହୃତ ହୋଇଥିବା ଏକ ଶବ୍ଦ । ସନାତନ ହିନ୍ଦୁ ଧର୍ମାନୁସାରେ ମନୁଙ୍କୁ ମାନବଙ୍କର ମୂଳ ମଣିଷ ଭାବରେ ଗଣାନା କରାଯାଏ । ମଣିଷର ସଂସ୍କୃତ ଅର୍ଥ ହେଉଛି ମାନବ (IAST: mānava) ଯାହାର ଅର୍ଥ ହେଉଛି ମନୁଙ୍କ ସନ୍ତାନ[୧]

ମନୁ

ଆଧାର ସମ୍ପାଦନା

  1. Roshen Dalal (2010). Hinduism: An Alphabetical Guide. Penguin Books. p. 242. ISBN 978-0-14-341421-6.