ଭେଙ୍କଟେଶ ପ୍ରସାଦ

ଭାରତୀୟ କ୍ରିକେଟ ଖେଳାଳି

ବାପୁ କୃଶନରାଓ ଭେଙ୍କଟେଶ ପ୍ରସାଦ ( ୫ ଅଗଷ୍ଟ, ୧୯୬୯ରେ ଜନ୍ମ ) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ତାଙ୍କର ଜନ୍ମ କର୍ଣାଟକର ବାଙ୍ଗାଲୋର ସହରରେ ହେଇଥିଲା । ଅନ୍ତର୍ଜାତିକ କ୍ର୍ରିକେଟରୁ ଅବସର ନେଲା ପରେ ୨୦୦୭ରୁ ୨୦୦୯ ଯାଏ ସେ ଭାରତୀୟ ଦଳର କୋଚ ମଧ୍ୟ ରହିଥିଲେ ।ସେ ଜାଭାଗଲ ଶ୍ରୀନାଥଙ୍କ ସହ ବହୁ ବର୍ଷ ଧରି ଭାରତର ଦ୍ରୁତ ବୋଲିଂ ବିଭାଗ ସମ୍ଭାଳିଥିଲେ  ।  

ଭେଙ୍କଟେଶ ପ୍ରସାଦ

କ୍ରିକେଟ ଜୀବନ  ସମ୍ପାଦନା

୩୩ଟି ଟେଷ୍ଟ ଖେଳି ପ୍ରସାଦ ୯୬ଟି ୱିକେଟ ଏବଂ ୧୬୧ଟି ଏକଦିବାସୀୟ ଅନ୍ତର୍ରାଷ୍ଟ୍ରୀୟରୁ ୧୯୬ଟି ୱିକେଟ ନେଇଥିଲେ । 

ବ୍ୟକ୍ତିଗତ ଜୀବନ  ସମ୍ପାଦନା

ଭେଙ୍କଟେଶ ଜୟନ୍ତୀ ପ୍ରସାଦଙ୍କୁ ବିବାହ କରିଛନ୍ତି ଓ ତାଙ୍କର ଏକ ସନ୍ତାନ ମଧ୍ୟ ଅଛି ।  [୧]

ଫିଲ୍ମ ଅଭିନୟ  ସମ୍ପାଦନା

Year Title Role Co-Stars Director Language
2014 Sachin! Tendulkar Alla Cricket Coach Suhasini Maniratnam, Snehith Mohan Shankar Kannada

Achievements ସମ୍ପାଦନା

Awards ସମ୍ପାଦନା

  • ୧୯୯୬/୯୭ ସିଏଟ ଅନ୍ତର୍ଜାତିକ କ୍ରିକେଟର ପୁରସ୍କାର 
  • ୨୦୦୦- ଅର୍ଜୁନ ପୁରସ୍କାର [୨]

ଟେଷ୍ଟ ମେଚ ପ୍ରଦର୍ଶନ  ସମ୍ପାଦନା

ମେଚରେ ୧୦ ୱିକେଟ :

S No Opponent Venue Season Match Performance
1 South Africa Kingsmead Dec,1996 60-5 & 93-5

ଏକଦିବସୀୟ ମେଚ ପ୍ରଦର୍ଶନ  ସମ୍ପାଦନା

ଏକଦିବସୀୟ ପୁରସ୍କାର 

S No Opponent Venue Season Match Performance
1 Pakistan Old Trafford, Manchester 1999 Cricket World Cup 9.3 - 2 - 27 - 5
2 England Sharjah 1998/99 10 - 2 - 35 - 3

References ସମ୍ପାଦନା

  1. Venkatesh Prasad's wife trades words with cops[permanent dead link]
  2. "Arjuna Award for Milkha, Abhinav". 3 August 2001. Retrieved 8 May 2012. {{cite news}}: More than one of |accessdate= and |access-date= specified (help)