[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Bheemunipatnam
భీమునిపట్నం
Bheemili
Hilltopview of Bheemunipatnam (bhimili) town
Hilltopview of Bheemunipatnam (bhimili) town
ଦେଶIndia
ରାଜ୍ୟAndhra Pradesh
Regioncoastal andhra
ଜିଲ୍ଲାVisakhapatnam
Area
 • ସମୁଦାୟ18.88 km2 (7.29 sq mi)
Population
 (2011)[୧]
 • Total୫୪,୮୬୫
 • Density2,900/km2 (7,500/sq mi)
ଭାଷା
 • ସରକାରୀTelugu
Time zoneUTC+5:30 (IST)
PIN
531 xxx
ଯାନବାହାନ ପଞ୍ଚୀକରଣAP–31
Sex ratio1:1 /
WebsiteBheemunipatnam Municipality

ଭିମୁନିପାଟନମ୍ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ବିସଖପତ୍ନମ୍ ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଭିମୁନିପାଟନମ୍ ସହରର ମୋଟ ଜନସଂଖ୍ୟା ୪୪୧୫୬ ଅଟେ ।[୨] ସେଥି ମଧ୍ୟରୁ ୪୯.୦୫% ଜଣ ପରୁଷ ହୋଇଥିବା ବେଳେ ୫୦.୯୫% ଜଣ ନାରୀ ଅଟନ୍ତି । ଭିମୁନିପାଟନମ୍ର ସାକ୍ଷରତା ହାର ୫୯.୯୯% ଅଟେ । ଏହା ଜାତୀୟ ହାରଠାରୁ ୪.୮୫% ପ୍ରତିଶତ କମ ଅଟେ । ସେଥିରୁ ୩୨.୬୮% ପ୍ରତିଶତ ପୁରୁଷ ଓ ୨୭.୩୧% ନାରୀ ଅଟନ୍ତି । ୧୧.୦୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ତେଲୁଗୁ ଭିମୁନିପାଟନମ୍ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ "Basic Information of Municipality". Commissioner & Director of Municipal Administration. Archived from the original on 7 July 2012. Retrieved 23 August 2014.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା