ଭାରତୀୟ ସ୍ଥଳସେନା (IA, Devanāgarī: भारतीय थलसेना, Bhāratīyan Thalasēnā) ହେଉଛି ଭାରତୀୟ ସଶସ୍ତ୍ର ସେନାର ସବୁଠାରୁ ବଡ଼ ଅଂଶ।

ଭାରତୀୟ ସ୍ଥଳସେନା
(Bharatiya Thalasena)
Flag of the Indian Army
Flag of the Indian Army
Service Before Self
Founded15 August 1947 – present
Country India
TypeArmy
Size1,129,900 active personnel
960,000 reserve personnel
158 aircraft
Part ofMinistry of Defence
Indian Armed Forces
Headquartersନୂଆ ଦିଲ୍ଲୀ, ଭାରତ
MottoService Before Self
ColoursGold, red and black
   
WebsiteOfficial Website of the Indian Army
Commanders
Chief of the Army Staffଜେନେରାଲ ମନୋଜ ମୁକୁନ୍ଦ ନରଭାନେ [୧]
Vice Chief of the Army Staffଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି[୨]
Notable
commanders

Field Marshal Cariappa
Field Marshal Manekshaw
General Thimayya
Aircraft flown
HelicopterHAL Rudra
TransportHAL Dhruv, HAL Chetak, HAL Cheetah and Cheetal

ଦେଶକୁ ବାହ୍ୟ ଶତ୍ରୁଠାରୁ ସୁରକ୍ଷା ଦେବା ଏବଂ ଦେଶରେ ଏକତା ବଜାୟ ରଖିବା ଭାରତୀୟ ସ୍ଥଳସେନାର ପ୍ରଧାନ ଲକ୍ଷ୍ୟ।ବାହ୍ୟ ଆକ୍ରମଣରୁ ଦେଶକୁ ରକ୍ଷା କରିବା ,ସୀମାନ୍ତରେ ଶାନ୍ତି ରକ୍ଷା କରିବା,ପ୍ରାକୃତିକ ଦୁର୍ବିପାକ ସମୟରେ ସାଧାରଣ ଜନତାଙ୍କର ଉଦ୍ଧାର, ସେବା ଓ ସୁରକ୍ଷା ମଧ୍ୟ ଏହାର କାର୍ଯ୍ୟ ଅଟେ। ଆନ୍ତର୍ଜାତୀୟ ସାମରିକ ଅଧ୍ୟୟନ ସଂସ୍ଥାନ (International Institute for Strategic Studies)(IISS) ଅନୁସାରେ ୨୦୧୦ରେ ସ୍ଥଳସେନାରେ ୧,୧୨୯, ୯୦୦ ଜଣ ସକ୍ରିୟ ସେନା (active personnel ) ଓ ୯୬୦,୦୦ ଜଣ ଆରକ୍ଷିତ ସେନା(reserve personnel) ରହିଛନ୍ତି।,[୩] ଏହା ଭାରତୀୟ ସ୍ଥଳସେନାକୁ ବିଶ୍ୱର ସର୍ବ ବୃହତ୍ ସ୍ୱୈଚ୍ଛିକ ସେନାର ଗୌରବ ପ୍ରଦାନ କରିଛି। [୧][୨][୪]

ଆଧାର ସମ୍ପାଦନା

  1. ୧.୦ ୧.୧ "General V K Singh takes over as new Indian Army chief". The Times of India. 31 March 2010. Archived from the original on 28 February 2016. Retrieved 31 March 2010.
  2. ୨.୦ ୨.୧ "Official Website of Indian Army". Indianarmy.nic.in. 2014-08-01. Retrieved 2014-08-11.
  3. IISS 2010, pp. 360
  4. Page, Jeremy. "Comic starts adventure to find war heroes". The Times (9 February 2008).

ବାହାର ତଥ୍ୟ ସମ୍ପାଦନା