କୃପାସିନ୍ଧୁ ମୁଦୁଲି
Wikipedia:Babel
or
ଏହି ସଭ୍ୟଙ୍କର ମାତୃଭାଷା ଓଡ଼ିଆ


ଏହି ବ୍ୟବହାରକାରୀଙ୍କ ଘର ଓଡ଼ିଶାରେ
or-୫ ଏହି ସଭ୍ୟ ଖୁବ ଉଚ୍ଚ ଧରଣର ଓଡ଼ିଆରେ ଲେଖାଲେଖି କରିପାରିବେ ।
ଏହି ସଭ୍ୟ ଜଣେ
ଶାକାହାରୀ
Search user languages



ନମସ୍କାର, ମୁଁ ହେଉଛି କୃପାସିନ୍ଧୁ ମୁଦୁଲି । ମୋ ଘର ଭୁବନେଶ୍ଵର ରେ ଆଉ ମୁଁ ବମ୍ବେ (ମୁମ୍ବାଇ) ରେ ରହୁଛି । ମୁଁ ଡିଜିଟାଲ୍ ଆନିମେସନ୍ ଏବଂ ଭିଏଫେକ୍ସ୍ କାମ କରେ ସିନେମା ପାଇଁ । ଏରେନା ଆନିମେସନ୍ ଏକାଡେମି ରେ ପଢୁଥିଲି ।

ଭିଜିଟ୍ କରନ୍ତୁEnglish Wikipedia

ଆପଣ ମୋତେ ଅନ୍ୟ ସବୁ Webpage ରେ ମଧ୍ୟ ପାଇପାରିବେ ଏବଂ ମୋ ସହିତ ବନ୍ଧୁତା କରିପାରିବେ।

ଭିଜିଟ୍ କରନ୍ତୁ Facebook Twitter

ଆପଣ ମୋ Youtube Channel "ଓଡିଶା ଗିତ" ରେ ଓଡିଆ ଭଜନ ଏବଂ ଓଡିଶା ର ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଭିଡିଓ ଦେଖିପାରିବେ। ଭିଜିଟ୍ କରନ୍ତୁ Odisha Geeta Youtube


ଆଜି ଗୁରୁବାର, ମାର୍ଚ୍ଚ ୨୮, ୨୦୨୪ । ଓଡ଼ିଆ ଉଇକିପିଡ଼ିଆରେ ୧୭,୮୬୭ ଲେଖା ଅଛି ଆଉ ୩୬,୧୯୩ ଜଣ ବ୍ୟବହାରକାରୀ ଅଛନ୍ତି ।


Quickwork Barnstar :)
For your quick work on biographies :) Keep it Up !! Thank You :) -- ଅηsuмaη Talk ୧୭:୫୧, ୫ ଜାନୁଆରୀ ୨୦୧୨ (UTC)


This user has a page on Wikimedia Commons.