ବିରଳା ଭବନ

ନୂଆଦିଲ୍ଲୀରେ ଥିବା ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସ୍ମାରକୀ ଏବଂ ସଂଗ୍ରହାଳୟ

ବିରଳା ଭବନ ବା ବିରଳା ଘର ଜାଗାଟି ଦିଲ୍ଲୀରେ ତିସ୍ ଜାନୁଆରୀ ରୋଡ଼ଠାରେ ଅବସ୍ଥିତ । ମହାତ୍ମାଗାନ୍ଧୀ ଏଠାରେ ଥିବା ଅତିଥି ଗୃହରେ ର‌ହୁଥିଲେ । ବର୍ତ୍ତମାନ ଏହି ଜାଗାକୁ ଗାନ୍ଧି ସ୍ମୃତି କୁହାଯାଉଛି । ଗାନ୍ଧି ସ୍ମୃତି ଗୋଟିଏ ସଂଗ୍ରହାଳୟ ଯାହା ମହାତ୍ମାଗାନ୍ଧୀଙ୍କୁ ସମର୍ପିତ କରାଯାଇଛି । 2005ରେ ଏହି ସ୍ମୃତିପୀଠରେ "Eternal Gandhi Multimedia Museum" ପ୍ରତିଷ୍ଠା କରାଯାଇଛି ।[୧][୨] ଏଠାରେ ମହାତ୍ମାଗାନ୍ଧୀଙ୍କ ହତ୍ୟା ନାଥୁରାମ ଗଡ଼ସେଙ୍କ ଗୁଳିରେ ହୋଇଥିଲା ।

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2019-03-03. Retrieved 2018-07-28. {{cite web}}: Cite has empty unknown parameter: |1= (help)
  2. "Gandhi Smriti & Darshan Samiti". gandhiworld.in. Retrieved 28 July 2018.